ମଣିଷ ନିଜର ଏହି ଗୋଟେ ଭୁଲ ପାଇଁ ୧୦୦ ଥର କୁକୁର ଜନ୍ମ ପାଇଥାଏ- Chanakya Niti

ଆଚାର୍ଯ୍ୟ ଚାଣକ୍ୟଙ୍କୁ କିଏ ଅବା ଜାଣି ନାହିଁ । ସେ ଏମିତି ଜଣେ ଜ୍ଞାନୀ ଥିଲେ ଯିଏ ଜୀବନ ବାଛିବାର ଏମିତି କେତୋଟି କଥା କହିଛନ୍ତି ଯାହା କରିବା ଦ୍ଵାରା ମଣିଷ ଜୀବନରେ କୌଣସି କଷ୍ଟ ଆସିନଥାଏ ବା ଅଜାଣତରେ ମଧ୍ୟ ତାଙ୍କ ଦ୍ଵାରା ଭୁଲ ହୋଇନଥାଏ ।

ତେବେ ଚାଣକ୍ୟ ନୀତି ରେ ମଣିଷ ଜୀବନ ବିଷୟରେ ବହୁତ କିଛି କୁହାଯାଇଛି । ମଣିଷ ନିଜ ଜନ୍ମ ଓ ମରଣ ବିଷୟରେ ବହୁତ କିଛି କୁହା ଯାଇଛି । ମଣିଷ ନିଜ ଜୀବନରେ ବହୁତ କିଛି ବଦଳିଯାଇଥାଏ । ଚାଣକ୍ୟ ମଣିଷକୁ ଜୀବନ ବଞ୍ଚିବାର ନୂଆ ଉପାୟ କହିଥାନ୍ତି ଯାହା ଦ୍ଵାରା ଆପଣଙ୍କ ଜୀବନ ଭଲ ହୋଇଥାଏ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ଏହି ଶ୍ଳୋକ ର ଅର୍ଥ ଯାହା ଶାସ୍ତ୍ରରେ ଲେଖା ହୋଇଛି :

1. ଏକାକ୍ଷାର ପ୍ରଦାତାର ଯୋଗଗୁରୁ ନାଭିବିନ୍ଦତେ ।

ଶ୍ଵାନ ଯୋନିଶତ ଭୁକ୍ତା ଚାଣ୍ଡାଳେଷୁ ଅଭିଜାୟତେ ॥

ଏହି ଶ୍ଳୋକ ଅର୍ଥ ମଣିଷ ନିଜ ଗୁରୁକୁ ନିନ୍ଦା କଲେ ନର୍କକୁ ଯାଇଥାଏ, ଏହା ଛଡା ମା ବାପା ସନ୍ତାନ ପ୍ରଥମ ଗୁରୁ ଅଟନ୍ତି, ସେ ସନ୍ତାନକୁ ସବୁକିଛି ଶିଖେଇ ଥାନ୍ତି ତେବେ ଯେଉଁ ମଣିଷ ନିଜ ମା ବାପାଙ୍କୁ କଷ୍ଟ ଦେଇଥାନ୍ତି ଓ ତାଙ୍କୁ ନିନ୍ଦା କରିବା ସହ ତାଙ୍କ ତାଙ୍କୁ ବୁଢା ବୟସରେ କଷ୍ଟ ଦିଅନ୍ତି ତାଙ୍କୁ ୧୦୦ ଥର କୁକୁର ଜନ୍ମ ନବାକୁ ପ୍ପଡିଥାଏ ଓ ହିନ କର୍ମ ଭୋଗିବାକୁ ପଡିଥାଏ ।

Image Courtesy: Google

ଚାଣକ୍ୟ କହିଛନ୍ତି ସେହି ସନ୍ତାନ ଜୀବନରେ କୌଣସି ସଫଳତା ପାଇ ନଥାଏ । ଜୀବନରେ କିଛି କରିବା ପାଇଁ ମା ବାପାଙ୍କ ଆଶୀର୍ବାଦ ବହୁତ ଆବଶ୍ୟକ ହୋଇଥାଏ ତେବେ କେବେ ତାଙ୍କୁ କଷ୍ଟ ଦବା କଥା ବିଚାର କରନ୍ତୁ ନାହିଁ ।

୨. ଏକାହା ରଣେ ସନ୍ତୁଷ୍ଠ ଷଡ କର୍ମ ନିରତସୁବ ଚତୁ କାଳାଭିଗାମୀ ଚ ସ ବିଦ୍ରୋ ଦ୍ଵଜ ଉଚ୍ଯତେ ॥

ଶାସ୍ତ୍ରରେ କୁହା ଯାଇଛି ଯେଉଁ ପଣ୍ଡିତ ବା ରିଷି ରିତୁ ପୂଜା ସମୟରେ ସହ ବାସ କରିଥାଏ ସେହି ପଣ୍ଡିତ ସବୁ ପୂଣ୍ୟ ସମାପ୍ତ ହୋଇଥାଏ ଓ ତାଙ୍କ ଜୀବନରେ ବହୁତ ପ୍ରକାର ଦୁଃଖ ଆସିବା ସହ ଆପଣଙ୍କୁ ଆର ୧୦୦ ବର୍ଷ କୁକୁର ଜନ୍ମ ନେଇ ଦୁଃଖ ସହିବାକୁ ପଡିଥାଏ ।

Image Courtesy: Google

ତେବେ ଚାଣକ୍ୟ ମଧ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି ଯେ ମଣିଷ ନିଜ କର୍ମ ଅନୁଯାଇ ଦୁଃଖ କଷ୍ଟ ଭୋଗିଥାଏ । ସେଥିପାଇଁ ମଣିଷକୁ ନିଜ ଜୀବନରେ କୌଣସି କଥା ଭାବି ଚିନ୍ତି କରିବା ଉଚିତ ଓ ନିଜ କର୍ମ ଦ୍ଵାରା କାହାକୁ କଷ୍ଟ ଦବା ଉଚିତ ନୁହଁ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *