ବେଶର୍ମ ହୋଇ ନିଅନ୍ତୁ ସ୍ତ୍ରୀ ଙ୍କ ଠାରୁ ଏହି 1 ଜିନିଷ, ହେବେ ଭିକାରୀରୁ କୋଟିପତି- Chanakya Niti

ଚାଣକ୍ୟ ଙ୍କ ନୀତି ଅନୁସାରେ ଅନେକ ଗୁଡ଼ିଏ କାମ ଅଛି ଯାହାକୁ କରିବା ଦ୍ଵାରା ଆପଣଙ୍କ ଜୀବନ ରେ ଖୁସି ର ବର୍ଷା ହେବ ଓ ଧନ ପ୍ରାପ୍ତି ହେବ । ନହେଲେ ଆପଣ ଜୀବନ ସାରା ଅନୁତାପ କରିବେ ।  ଆଜିକା ଯୁଗର ରେ ମଧ୍ୟ ପୂଜା ପାଠ ର ବହୁତ ମହତ୍ଵ ରହିଛି ଯାହା ଦ୍ଵାରା ମନ ଓ ଆତ୍ମା କୁ ଶାନ୍ତି ମିଳେ ।ପୂଜା ପାଠ ର ମଧ୍ୟ କେତେ ନିୟମ ଥାଏ ।

ଶୋଇବା ବେଳେ କେବେ ଦୁଆର ଆଡ କୁ ଗୋଡ଼ କରି ଶୋଇବା ଉଚିତ ନୁହେଁ ନହେଲେ ଘରକୁ ଲକ୍ଷ୍ମୀ ଆସିବେ ନାହିଁ ଓ ଘରେ ବିଶୃଙ୍ଖଳା ଓ ଅଭାବ ଦେଖାଯିବ । ଶୋଇବା ବେଳେ ପଶ୍ଚିମ ଓ ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଉଚିତ, ଯାହାଦ୍ଵାରା ଶରୀର ସୁସ୍ଥ ରହେ ।

Image Courtesy: Google

କିଛି ଖାଦ୍ୟ ଖାଉଥିଲେ ମୁହଁ କୁ ଭଲ ଭାବରେ ଧୋଇ ଶୋଇବା ଉଚିତ । ନହେଲେ ରୋଗ ଓ ଦାରିଦ୍ର୍ଯ ଗ୍ରାସ କରେ । ଓଦା ଗୋଡ଼ ରେ ସେଜ ଉପରେ ଚଢ଼ିବା କଥା ନୁହଁ, ଶୋଇବ କଥା ନୁହଁ । ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି । ଶୋଇବ ବେଳେ ମଥା ରୁ ଟୋପି, ତିଲକ, ବାହାର କରି ଶୋଇବା ଉଚିତ । ଆସନ୍ତୁ ଜାଣିବା ଶୋଇବା ପୂର୍ବରୁ ବେଶର୍ମ ହୋଇ ସ୍ତ୍ରୀ ଙ୍କ ସହ କଣ କରିବେ, କାରଣ ସ୍ତ୍ରୀ ହେଲେ ସାକ୍ଷାତ ଲକ୍ଷ୍ମୀ ଙ୍କ ସ୍ଵରୂପ ।

Image Courtesy: Google

ତାଙ୍କୁ ସର୍ବଦା ଖୁସୀ ରେ ରଖିଲେ ଆପଣଙ୍କର ଉନ୍ନତି ହେବ । ତେବେ ଚାଣକ୍ୟଙ୍କ ଅନୁସାରେ ଶୋଇବା ପୂର୍ବରୁ ସ୍ତ୍ରୀ ଙ୍କୁ ପ୍ରେମ କରିବେ, କାହିଁକି ନା ଏହି ସବୁ କଥା ପିଅନ ସ୍ତ୍ରୀ ମାନେ ବହୁତ ଲାଜ କରନ୍ତି ଓ ତାଙ୍କର ଇଛା ଥିଲେ ମଧ୍ୟ ସେମାନେ କହି ନଥାନ୍ତି, କିନ୍ତୁ ସେମାନେ ଚାହାନ୍ତି ଆପଣ ତାଙ୍କୁ ପ୍ରେମ କରନ୍ତୁ ଯାହାଦ୍ଵାରା ସେମାନେ ବହୁତ ପ୍ରସନ୍ନ ହେବେ ଓ ସେମାନେ ପ୍ରସନ୍ନ ହେଲେ ମା ଲକ୍ଷ୍ମୀ ମଧ୍ୟ ଖୁସି ହେବେ ଏବଂ ଆପଣ ଙ୍କ ଘରେ ଧନ ବର୍ଷା ହେବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *