ମଣିଷ କେବେ ଅସୁନ୍ଦର ହୋଇନଥାଏ ବାସ ଗରିବ ଥାଏ ! ଏହି Bollywood Stars ହେଉଛନ୍ତି Proof

ଦୁନିଆରେ ସମସ୍ତେ କେବଳ ସୁନ୍ଦରତା ଦେଖନ୍ତି ଓ କିଏ କେତେ ସୁନ୍ଦର ଅଛି ତା ଅନୁଯାଇ ତାକୁ ସବୁକିଛି ମିଳିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି କଳାକାର ମାନଙ୍କୁ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି କେହି କହି ପାରିବେ ନାହିଁ ଯେ ସେ ଏତେ ସୁନ୍ଦର ମଧ୍ୟ କେବେ ହୋଇ ପାରିବେ ।

ତେବେ ଏହି କଳାକାର ମାନଙ୍କୁ ଦେଖି ଆପଣ ମଧ୍ୟ କହି ପାରିବେ ଯେ ମଣିଷ ସୁନ୍ଦର ହୋଇଥାଏ କେବଳ ଧନୀ ଗରିବ ଅନୁଯାଇ ସେ ଏମିତି ଦେଖା ଯାଇଥାଏ ।

Image Courtesy: Google

୧. ନଵାଜଉଦିନ ଶିଦ୍ଗୀ :

ନଵାଜଉଦିନ ଶିଦ୍ଗୀ ଦେଖିବାକୁ ବହୁତ ସାଧାରଣଥିଲେ, ତେବେ ମୂନା ଭାଇ ଏମବିବିଏସ ଚଳଚିତ୍ରରେ ସେ ଚୋର ଅଭିନୟ କରିଥିଲେ ଓ ତାଙ୍କୁ ସେହି ଚଳଚିତ୍ର ଦେଖି କେହି କହୁ ନଥିଲା ଯେ ସେ ବଲୀଉଡରେ କୌଣସି ନା ପାଇ ପାରିବେ କିନ୍ତୁ ସେ ବହୁତ କଷ୍ଟ ପାଇବା ପରେ ମଧ୍ୟ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଭୁଲ ସାବ୍ୟସ୍ତ କରିଥିଲେ ଓ ଆଜି ଦେଖିବାକୁ ବହୁତ ସୁନ୍ଦର ହୋଇ ଯାଇଛନ୍ତି । ତାଙ୍କ ଅଭିନୟ ବହୁତ ଅସଲ ହୋଇଥାଏ ସମସ୍ତେ ତାଙ୍କ ଅଭିନୟ ବହୁତ ପସନ୍ଦ କରନ୍ତି ଓ ଟଙ୍କା ଆସିବା ପରେ ତାଙ୍କ ରୂପ ମଧ୍ୟ ବଦଳି ଗଲା ।

Image Courtesy: Google

୨. ନେହା କକର :

ଆପଣ ମାନେ ନେହା କକରଙ୍କୁ ଜାଣିଥିବେ ଯିଏ ସଙ୍ଗୀତ ଦୁନିଆରେ ବହୁତ ବଡ ନାମ ଅଟନ୍ତି । ତାଙ୍କ ଘର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା ତାଙ୍କୁ ଦେଖି କେହି କହିବେ ନାହିଁ ଯେ ସେ କେବେ ଏମିତିକା ଦେଖା ଯିବେ । କିନ୍ତୁ ଆଜି ତାଙ୍କୁ ଦେଖିଲେ ଲୋକ ଚିହ୍ନି ପାରନ୍ତି ନାହିଁ । ସେ ନିଜ କଷ୍ଟ ଦ୍ଵାରା ଏହି ସଫଳତା ପାଇଛନ୍ତି ଯାହା ପରେ ସେ ବଦଳି ଯାଇଛନ୍ତି ଓ ଲୋକେ ତାଙ୍କୁ ଅଲଗା ରୂପରେ ଦେଖୁଛନ୍ତି ।

Image Courtesy: Google

୩. ରେମୋ ଡି ସୁଜା :

ରେମୋ ଡି ସୁଜା ନାଚ ଜଗତରେ ବହୁତ ବଡ ନା ଅଟନ୍ତି ସେ ନିଜ କଷ୍ଟ ଓ ଅଭ୍ଯାସ ଦ୍ଵାରା ଏହି ସଫଳତା ପାଇ ପଡ଼ିଛନ୍ତି । କେବେ ଏମିତିକା ସମୟ ଥିଲା ଯେତେବେଳେ ତାଙ୍କୁ ଅଭିନେତା ମାନଙ୍କ ପଛରେ ନାଚି ଟଙ୍କା ମିଳୁଥିଲା ଓ ଆଜିର ଦିନ ଅଛି ଯେତେବେଳେ ସେ ଷ୍ଟ୍ରିଟ ଡ୍ୟାନ୍ସର ଭଳି ଫିଲ୍ମ ନିର୍ମାତା ଅଟନ୍ତି । ତେବେ ଟଙ୍କା ଓ ସଫଳତା ଆସିବା ପରେ ତାଙ୍କ ଲୁକ ମଧ୍ୟ ବହୁତ ବଦଳିଯାଇଛି । ତାଙ୍କୁ ଦେଖି କେହି କହିବେ ନାହିଁ ଯେ ଯେ ସେହି ରେମୋ ଡି ସୁଜା ଅଟନ୍ତି ଯିଏ ଅଭିନେତାଙ୍କ ପଛରେ ନାଚୁଥିଲେ ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *