ଚାଣକ୍ୟ ନୀତି- ପ୍ରତ୍ୟକ ଦିନ କରନ୍ତୁ ଏହି କାମ ହୋଇଯିବେ କୋଟିପତି

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କିଏ ଅବା ଜାଣି ନାହିଁ ସେ ବହୁତ ବଡ ଜ୍ଞାନୀଥିଲେ ସେ ତାଙ୍କ ଚାଣକ୍ୟ ନୀତିରେ ମଣିଷ ପାଇଁ ଏତେ ସବୁ ଲେଖିଥିଲେ ଯାହା କରିବା ଦ୍ଵାରା ମଣିଷ କେବେ ହାନି ବା ଦୁଃଖ ଦେଖିବାକୁ ପାଇବ ନାହିଁ କିନ୍ତୁ ଆଜି କାଲିକା ଲୋକ କେବଳ ମଜା ମସ୍ତି ଖୋଜନ୍ତି ଶାସ୍ତ୍ର ସହ ଯେଉଁ ମଣିଷ ଯୋଡି ହୋଇ ରହିଥାଏ ସେହି ମଣିଷ ନିଜ ଜୀବନରେ ବହୁତ କିଛି ପାଇଥାଏ, ତେବେ ଆସନ୍ତି ଜାଣିବା କେଉଁ କାମ ଦ୍ଵାରା ମଣିଷ କୋଟିପତି ହୋଇଥାଏ ।

Image Courtesy: Google

୧. ଯେଉଁ ଘରେ ସକାଳ ସନ୍ଧ୍ୟାରେ ପୂଜା ପାଠ ଭାଗବତ ଓ ଅନ୍ୟ ଜାପ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ନିଜ ପାଦ ରଖିଥାନ୍ତି । ଯେଉଁ ଘର ଲୋକ ସକାଳ ସନ୍ଧ୍ୟାରେ ପୂଜା କରନ୍ତି ସେହି ଘରେ ସୁଖ ସମୃଦ୍ଧି ଆସିଥାଏ ।

୨. ଶାସ୍ତ୍ର ଓ ଚାଣକ୍ୟ ଦୁହିଙ୍କ ଅନୁଯାଇ ଘରେ ତୁଳସୀ ଗଛ ରହିଲେ ଘର ଉନ୍ନତି କରିଥାଏ ଓ କଣ୍ଟା ଗଛ ଘରେ ରହିଲେ ଆପଣଙ୍କ ଘରେ କେବେ ଉନ୍ନତି ହବ ନାହିଁ ।

Image Courtesy: Google

୩. ଘରେ ରନ୍ଧା ହୋଇଥିବା ଖାଦ୍ଯ ରୋଷେଇ କରିଥିବା ମହିଳା ଅଲଗା ପ୍ଳେଟରେ ବାହାର କରି ହାତ ଯୋଡି ବାସ୍ତୁ ଦେବଙ୍କୁ ସମର୍ପିତ କରିବା ଆବଶ୍ୟକ ଅଟେ । ଏହା ଦ୍ଵାରା ପିତୃ ଶାନ୍ତ ହୁଅନ୍ତି ଓ ଆପଣଙ୍କ ଘରେ ଉପରେ କୌଣସି ପ୍ରକାର ଅଣିଷ୍ଠ ଆସିନଥାଏ ।

୪. ବାସ୍ତୁ ଅନୁଯାଇ କୌଣସି ଭଙ୍ଗା ମେସିନ ଘରେ ରଖିବା ଉଚିତ ନୁହ ଯଦି ଆପଣ ଏହାକୁ ସଜାଡି ପାରିବେ ତେବେ ଶୀଘ୍ର ସଜାଡି ଦିଅନ୍ତୁ ନଚେତ ଘରୁ ବାହାର କରନ୍ତୁ କାହିଁକିନା ଭଙ୍ଗା ମେସିନ ସହ ନକାରାତ୍ମକ ଊର୍ଜା ଘରେ ଆସିଥାଏ ଯାହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ ।

Image Courtesy: Google

୫. ଘରେ କୌଣସି ଜାଗାରେ ଝାଡୁକୁ ଠିଆ କରି ରଖିବା ଉଚିତ ନୁହ ଯେଉଁ ଜାଗାରେ ରଖୁଛନ୍ତି ଶୁଆଇକି ରଖନ୍ତୁ, ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଝାଡୁକୁ କବାଟ ବା ଅନ୍ୟ ଜାଗା ଯେଉଁଠି ଝାଡୁ ଲୁଚି ପାରିବ ଶେଠୀ ରଖିବା ଉଚିତ ଅଟେ ।

୬. ଶାସ୍ତ୍ର ଅନୁଯାଇ ପୂଜା ଘରେ ୩ଟି ଗଣେଶ ଭଗବାନ ରଖନ୍ତୁ ନାହିଁ ୩ଟି ହେଲେ ଆପଣ ଆଉ ଗୋଟେ ମାର୍କେଟରୁ ନେଇ ଆସନ୍ତୁ ନଚେତ ଗୋଟେ ଗଣେଶ ଭଗବାନଙ୍କୁ ବିସରଜିତ କରି ଦିଅନ୍ତୁ । ୩ଟି ଗଣେଶ ଭଗବାନ ଅଶାନ୍ତି କରିଥାନ୍ତି ସେଥିପାଇଁ ୨ଟି ବା ୪ଟି ରଖନ୍ତୁ ।

Leave a Reply

Your email address will not be published. Required fields are marked *