ପିଆଜକୁ ଏହିପରି ଭାବେ ଲଗାନ୍ତୁ, ଗୋଟିଏ ବି ମଶା ଘରକୁ ଆସିବ ନାହିଁ

ଆଜିକା ସମୟରେ ପୋକ ମାଛି ମସା ସଂଖ୍ୟା ଏତେ ବଢି ଯାଇଛି ଯାହାକୁ କଣ୍ଟ୍ରୋଲ କରିବା ବହୁତ ଆବଶ୍ୟକ ଅଟେ । ତେବେ ବର୍ଷା ଦିନରେ ମସା ସଂଖ୍ୟା ସେମିତିରେ ବି ବହୁତ ବଢି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ, କାହିଁକିନା ଏଥିରେ କେମିକଲ ନାହିଁ ଓ ଆପଣଙ୍କୁ ବହୁତ ସହଜରେ ସବୁ ଜିନିଷ ଘରେ ପ୍ରାପ୍ତ ହୋଇଯିବ ।

ତେବେ ମସା ଘରୁ ବାହାର କରିବା ପାଇଁ ମାର୍କେଟରେ ବହୁତ ପ୍ରକାର କଏଲ ଏବଂ ଅନ୍ୟ ଲିକବିଡ ଜିନିଷ ଆସିଛି ଯାହା ମସା ଦୂର କରିଥାଏ ।

Image Courtesy: Google

କିନ୍ତୁ ଏଥିରେ ଥିବା କେମିକଲ ଆପଣଙ୍କ ପରିବାର ଲୋକ ନିଶ୍ଵାସ ଦ୍ଵାରା ଗ୍ରହଣ କରନ୍ତି ଓ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହି ସବୁ କେମିକଲ ଜିନିଷ ବାହାର ଦେଶରେ ବ୍ୟାନ ଅଛି କାହିଁକିନା ତାଙ୍କ ସେଠିକା ଲୋକଙ୍କୁ ତାଙ୍କ ସରକାର ବିଷାକ୍ତ ଜିନିଷ ବ୍ୟବହାର କରିବା ପାଇଁ ଅନୁମତି ଦେଇ ନାହାନ୍ତି ।

ତେବେ ମସା ଦ୍ଵାରା ବହୁତ ପ୍ରକାର ରୋଗ ଆଜିକା ସମୟରେ ବ୍ୟାପୀଛି, ତେବେ ଆଜିକା ସମୟରେ ମସା ପୋକ ମାଛି ବହୁତ ପ୍ରକାର ରୋଗ ର କାରଣ ହୋଇଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କୌଣସି କଏଲ ବା ଅନ୍ୟ କେମିକାଳ ଜିନିଷ ବିଷୟରେ କହିବାକୁ ଯାଉ ନାହୁ । ତେବେ ଏହା ପାଇଁ ଆପଣଙ୍କୁ ଗୋଟେ ପିଆଜ ଆବଶ୍ୟକ ଅଟେ, ଏହାକୁ ଚୋପା ଛଡାଇ ଦିଅନ୍ତୁ । ଆପଣ ଏହି ପିଆଜ ଗୋଟା ରଖିବେ ଏହାକୁ କାଟିବେ ନାହିଁ, ଏକାହୁ ଗୋଟେ ମୋଟା ସୂତାରେ ଗୁନ୍ଥି ଦିଅନ୍ତୁ ଯେମିତି ଆମେ ଛୁଞ୍ଚିରେ କୌଣସି ଜିନିଷ ଗୁନ୍ଥି ଥାଉ ସେମିତି ଓ ସୂତା ଲମ୍ବା ରଖନ୍ତୁ ।

Image Courtesy: Google

ଏହା ପରେ ପିଆଜରେ ତିଳ ତେଲ ମାରନ୍ତୁ ଓ ଯେଉଁ ଜାଗାରେ ଆପଣ ରହୁଛନ୍ତି ବା ସୌଛନ୍ତି ସେହି ଜାଗାରେ ପିଆଜ ଲଟକେଇ ଦିଅନ୍ତୁ । ତେବେ ଏହା ଗନ୍ଧ ଦ୍ଵାରା ମସା ଏହା ଆଖ ପାଖ ଆସିବେ ନାହିଁ ଓ ଆପଣଙ୍କ ଘର ମସାରୁ ସୁରକ୍ଷିତ ରହିବ । ତେବେ ଏହା ଆପଣଙ୍କୁ ଗନ୍ଧ ହବ ନାହିଁ କିନ୍ତୁ ପିଆଜ ଓ ତେଲ ଗନ୍ଧ ମସା ପାଇଁ ଅସହନୀୟ ହୋଇଥାଏ ଓ ଆପଣଙ୍କ ଘର ମସାରୁ ମୁକ୍ତି ହୋଇଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *