ଚୀନର ଧମକ- ଭାରତ ଆମର କିଛି ବି ବିଗାଡି ପାରିବ ନହିଁ, ଏହା ୭ ହଜାର କୋଟିର କାରବାର ଅଟେ 

ଭରତ ଓ ଚୀନ ସୀମାରେ ବହୁତ ଝଗଡା ମଝିରେ ଭାରତରେ ବହୁ ସଂଗଠନ ଚୀନର ଜିନିଷକୁ ବିରୋଧ କରୁଛନ୍ତି ଓ ତାଙ୍କ ଜିନିଷ ବହିସ୍କାର କରିବା ପାଇଁ କ୍ୟାମ୍ପେନ ଚଲା ଯାଉଛି । ଚିନରେ ମଧ୍ୟ ଭାରତର ଜିନିଷ ବ୍ୟବହାର ନକରିବା ପାଇଁ ରାଗିକି ପ୍ରତିକ୍ରିୟା ଦେଇଛନ୍ତି । ଚୀନ ସ୍ପଷ୍ଟ କହିଛି କି ଭାରତର କିଛି ରାଷ୍ଟ୍ରବାଦୀ ଆମର ଜିନିଷ ପ୍ରତି ମିଛ କଥା ପ୍ରଚାର କରୁଛନ୍ତି, କିନ୍ତୁ ଏହାର ବହିସ୍କାର କରିବା ଏତେ ସହଜ ନୁହେଁ । ଆମ ଜିନିଷ ଭାରତପାଇଁ ଗୁରୁତ୍ବପୂର୍ଣ ଭାଗ ବନିଛି ଓ ଏହା ୭ ହଜାର କୋଟିରୁ ବେଶୀ ବ୍ୟାପାର ଅଟେ ।

Image Courtesy: Google

ଚୀନର ସରକାରୀ ମିଡିଆ ଗ୍ଲୋବାଲ ଟାଇମସ ରେ ଛପା ଯାଇଥିବା ଖବର ମୁତାବିକ କହିଛି କି ଭାରତର କିଛି ଅତି ରାଷ୍ଟ୍ରବାଦୀ ପାର୍ଟି ଲଗାତର ଚୀନ କୁ ବଦନାମ କରିବାରେ ଲାଗିଛି । ଏହା ପ୍ରଥମ ଥର ନୁହେଁ କି ଚୀନ ଜିନିଷ ବହିସ୍କାର କରିବାର କ୍ୟାମ୍ପେନ ଚଲା ଯାଉଛି, କିନ୍ତୁ ଆମେ ଭାରତକୁ ବୁଝାଇବାକୁ ଚାହୁଞ୍ଚୁ କି, ଇଏ ବହୁତ ଘାଟାର ବ୍ୟାପାର ଅଟେ ଏହା କେବେ ସମ୍ଭବ ହେବନି । ଚୀନ ବଲ୍ଲୀଉଡ ଫିଲ୍ମ ୩ ଇଡିଅଟ ପ୍ରସିଦ୍ଧ ବୈଜ୍ଞାନିକ ସୋନମ ବାଂଙ୍ଗଚୁକ ଡାବରା ଜାରି ହୋଇଥିବା ଭିଡିଓ ଓ ‘ରିମୁଭ ଚାଇନିଜ ଆପ’ ନାମ କୁ ନେଇ ଶକ୍ତ ଆପତି  କରିଥିଲେ । କୁହାଯାଉଛି କି ଏହି ଆପ୍ଲିକେଶନ କୁ ଚୀନ କହିଲାପରେ ତାକୁ ପ୍ଲେ ଷ୍ଟୋର ରୁ ହଟାଇ ଦିଆଯାଇଛି ।

Image Courtesy: Google

ଚୀନ କୁ ବଦନାମ କରାଯାଉଛି :

ଗ୍ଲୋବାଲ ଟାଇମସ ରେ ଛପା ଯାଇଥିବା ଏହି ଲେଖା ମୁତାବିକ ,ଭାରତ ଓ ଚୀନ ଭିତରେ ସୀମା ବିବାଦ କିଛି ନୂଆ ନୁହେଁ,ଓ ବେଶୀ ଗଣଭିର ସମସ୍ୟା ନୁହେଁ ଯେତେ ଭାରତରେ କିଛି ଖାସ ବିଚାର ଧାରର ଲୋକ ବଢେଇ -ଚଢେଇ କି କହୁଛନ୍ତି । ଭାରତ ସରକାର ରା ବ୍ୟବହାର  ସକାରାତ୍ମକ  ଅଛି । ଚୀନ ଭାରତୀୟ ମିଡିଆ ଉପରେ କିଛି ଅତି ରାଷ୍ଟ୍ର ବାଦୀ  ନେତାମାନେ ପୁରା ସ୍ଥିତି କୁ ବଢେଇ କି କହି ଦୋଷୀ କରୁଛନ୍ତି । ଚୀନ ଆରୋପ ଲଗେଇଛି କି ତାଙ୍କ ଉପରେ ଭୁଲ ସୂଚନା ଦିଆଯାଉଛି । ସଙ୍ଘାଇ ଇନଷ୍ଟି ଟିୟୁଟ ଅଫ ଇନ୍ଟରନ୍ଯାଶନାଲ ସ୍ଟଡିଜ ରା ରିସର୍ଚ ଫେଲୋ ଝାଓ ଗନଚଙ୍ଗ ଙ୍କ ମୁତାବିକ ଭାରତରେ ଚୀନ ବିପକ୍ଷରେ ଭୁଲ ସୂଚନା ଦିଆଯାଉଛି । ପୂର୍ବ ବର୍ଷ ଦୁଇ ଦେଶ ମଧ୍ୟରେ ୭ ହଜାର କାରୋଡ ର ବ୍ୟାପାର ହୋଇଛି  ଓ ଏଥିରେ ଭାରତର ବେଶୀ ମଗେଇଛି ।

Image Courtesy: Google

ଚୀନ ଲଗାତର କହୁଛି କି କରୋନା ସଂକ୍ରମଣ ଓ ଲକଦଉନ ରେ ଦୁଇ ଦେଶରା ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡିଛି,ଏମିତିରେ ଚୀନ ଜିନିଷ ବିରୋଧ କରି ଭାରତୀୟ ମଧ୍ୟବର୍ଗ ଉପରେ ବୋଝ ବଢିବ, ଭାରତ ଅଧିକତର କମ ରେଟ ବାଲା ଜିନିଷ ମଗାଯାଉଛି । ଚୀନ ଇନଷ୍ଟି ଟିଉଟ  ଅଫ କନ୍ଟେମ୍ପ୍ରୋରୀ  ଇନ୍ଟରନ୍ଯାଶନାଲ ରିଲେସନ ରା ସାଉଥ ଏସିଆନ ଇନ୍ସଟିଟିଉଟ  ରା ଡେପୁଟି ଡିରେକ୍ଟର ଲୌ ଚୁହାଉ ଙ୍କ ମୁତାବିକ ଭାରତୀୟଙ୍କ ପାଇଁ ଏବେ ଚୀନ ଜିନିଷର ବହିସ୍କାର କରିବା ସମବଭ ନୁହେଁ ।

ସେ କହିଛନ୍ତି କି ମୋଦୀ ସରକାର ଭାରତର ଇନଫ୍ରାସ୍ଟ୍ରକଚର ମଜଭୁତ କରିବାକୁ ଚହୁଁଛନ୍ତି ଯାହା କି ଅବଏ ଭାରତର ଜିଡିପି  ରା ମାତ୍ର ୧୬ %  ହିଁ ଅଛି ,କିନ୍ତୁ ସେ ଚୀନ ଜିନିଷକୁ ବହିସ୍କାର କାଲେ ସମ୍ଭବ ହେବନି । କହିବାକୁ ଚାହୁଛୁ କି ଭାରତର ସ୍ମାର୍ଟ ଫୋନ ମାର୍କେଟ  ରା ୭୨ %  ଭାଗ ଚୀନ କଂପାନୀ  ର କବବ୍ଜା ରେ ଅଛି । ଟିବୀ ମାମଲାରେ ଏହିଭାଗ ୪୫% ଅଛି,ପ୍ରତିଦିନର  ଜିନିଷ ୭୦ ରୁ ୮୦ ପ୍ରତିଶତ ଯାଉଛି ।

Leave a Reply

Your email address will not be published. Required fields are marked *