ଏହି ଖାତାରେ ୩୬ ହଜାର ଟଙ୍କା ପଠାଇ ପାରନ୍ତି ମୋଦୀ ସରକାର, ଆପଣଙ୍କୁ ମଧ୍ୟ ମିଳିପାରେ ଫାଇଦା

କରୋନା ମହାମାରୀକୁ ନେଇ ଦୁନିଆର ତମାମ ଦେଶରେ ଲକ ଡାଉନ ଚାଲିଛି । ଏହି ମହାମାରୀ ଦେଖୁ ଦେଖୁ ଭାରତରେ ମଧ୍ୟ ଲକ ଡାଉନର ୫ ଷ୍ଟେଜ ଆରମ୍ଭ ହୋଇଛି, କିନ୍ତୁ କରୋନା ମାମଲା ରେ ଦେଶ ଓ ପ୍ରଦେଶରେ ଲଗାତର ବଢି ଚାଲିଛି । କରୋନା ଭାଇରସ ମହାମାରୀ ଓ ଲକ ଡାଉନ ସମୟରେ ଆର୍ଥିକ ସଙ୍କଟ ବିଷୟରେ କଥା ଚାଲିଛି, କରୋନା ମହାମାରୀ ସମୟରେ ଜନତାଙ୍କ ପାଇଁ ଖୁସି ଖବର ଅଛି । କେନ୍ଦ୍ର ର ମୋଦୀ ସରକାର ଦେଶର ଜନତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ୩୬୦୦୦ ଟଙ୍କା ବର୍ଷକୁ ଦେବାକୁ ଯାଉଛନ୍ତି ।

Image Courtesy: Google

କେନ୍ଦ୍ର ସରକାର ଗରିବ ଓ ଯେଉଁ ମାନଙ୍କର ଆବଶ୍ୟକ ଅଛି ସେ ଲୋକମାନଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ବହୁତ ପ୍ରକାର ଯୋଜନା ଚଲେଇଛନ୍ତି । ଏହା ସହିତ କେନ୍ଦ୍ର ସରକାର ଗରିବ, ବିକଳାଙ୍ଗ, ବିଧବା, ବରିଷ୍ଠ ନାଗରିକଙ୍କ ଖାତାରେ ସିଧା ଭାବରେ ପଇସା ବା ଅନ୍ୟ ଜରୁରୀ ଜିନିଷ ଦିଆଯାଉଛି । ଆପଣଙ୍କୁ କହିବାକୁ ଯାଉଛୁ କି କରୋନା ସଙ୍କଟ ମଧ୍ୟରେ ବିତିଥିବା ଦିନରେ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କା ର ଆର୍ଥିକ ପ୍ଯାକେଜ ଘୋଷଣା କରିଥିଲେ, ଯାହାର ଗୋଟେ ବଡ ଭାଗ ଦରକାର କରୁଥିବା ଲୋକଙ୍କ ପାଇଁ ଅଟେ ।

Image Courtesy: Google

ଏହା ଭିତରୁ ଗୋଟେ ଯୋଜନା ‘ପ୍ରଧାନ ମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ଯୋଜନା ‘ । ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ଦ୍ଵାରା ସରକାର ଦେଶରେ ଅଳିଆ ଉଠେଇବା ବାଲା, ଘର କାମ କରୁଥିବା, ରିକସା ଚାଳକ, ଧୋବୀ ଓ ବିଲରେ କାମ କରୁଥିବା ଭଳି ଅସଂଗଠିତ କ୍ଷେତ୍ରରେ କମ କରୁଥିବା ଶ୍ରମିକ ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।

Image Courtesy: Google

କଣ ନିୟମ ଅଟେ ?

କହିବାକୁ ଚାହୁଞ୍ଚୁ କି ଏହି ଯୋଜନା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଅଟେ । ଏହା ସହିତପଞ୍ଜୀକରଣ କରିବା ପାଇଁ ଆବେଦକର ବୟସ ୧୮ ବର୍ଷରୁ ୪୦ ବର୍ଷ ଭିତରେ ହେବ ଦରକାର । ଏହା ସହିତ ମାସରେ ୧୫୦୦୦ ରୁ ବେଶୀ ଆମଦାନୀ ହେବ ନହିଁ । କରିବା ପାଇଁ ଆପଣ EPFO ଇଣ୍ଡିଆ ର ୱେବସାଇଟ ରେ ଯାଇ ନିଜ ପାଖ କମନ ସର୍ଭିସ ସେନ୍ଟର ର ଠିକଣା ଲଗାଇ ପାରିବେ । ଆହା ସହିତ LIC ର ବ୍ରାଞ୍ଚ ଅଫିସ, ESIC, EPFO ବା କେନ୍ଦ୍ର ଓ ରାଜ୍ୟ ସରକାର ର ଲେବର ଅଫିସକୁ ଯାଇ ଅଭିଯୋଗ କରି ପାରିବେ । ଆବେଦନ ପାଇଁ ୩ ଟି ଜିନିଷ ଥିବା ଦରକାର । ଆଧାର କାର୍ଡ, ifsc କୋଡ, ସହିତ ସେବିଙ୍ଗ ବା ଜନଧନ ଆକାଉଣ୍ଟ ଓ ମୋବାଇଲ ନମ୍ବର ।

Leave a Reply

Your email address will not be published. Required fields are marked *