ସଂସାରରେ ଭିନ୍ନ ଭିନ୍ନ ପ୍ରକାର ର ଲୋକ ଅଛନ୍ତି କାହା ମନରେ କେତେ ବେଳେ କଣ ଆସିଥାଏ ତାହା କେହି ଜାଣି ନଥାନ୍ତି କିନ୍ତୁ କାହା କଥା ନେଇ ନିଜ ମୁଡ ଖରାପ କରି ଦିନ ସାରା ସେହି କଥା ଭାବି ଚିନ୍ତା କରିବା ଉଚିତ ନୁହ । ଚାଣକ୍ୟ ଟଙ୍କା ନୀତି ଶାସ୍ତ୍ରରେ ପୂର୍ବ ଜନ୍ମର କର୍ମ ଓ ତାହାର ଫଳକୁ ନେଇ ସେ ଆଉ ଗୋଟେ ଅଧ୍ୟାୟରେ ଗୋଟେ ଶ୍ଳୋକ କହିଛନ୍ତି ।
ଭାରତର ମହାନ ଅର୍ଥଶାସ୍ତ୍ରୀ ଓ ରାଜନୀତିଜ୍ଞ ଚାଣକ୍ୟଙ୍କ ଅମୂଲ୍ୟ ରୂପରେ ଚାଣକ୍ୟ ନୀତି ଭଳି ବହି ଦେଇଛନ୍ତି ଯେଉଁଥିରେ ରାଜା କାର୍ଯ୍ୟରୁ ନେଇ ସବୁ ଦିଗରୁ ଜଡିତ ୧୦୦ ନିତୀୟା କହିଛନ୍ତି । ଯଦି ନାହିଁ ତେବେ ସେହି ଲୋକକୁ ଦୁଇ ଗୋଡ ପଶୁ ଭାବି କ୍ଷମା କରି ଦବା ଉଚିତ ସେହି ଲୋକ ସହ ଝଗଡା କରି ନିଜ ମୁଡ ଓ ଶବ୍ଦ ଖରାପ କରିବା ଉଚିତ ନୁହ ।

୧. ମନ ଭାବନା :
ଯେଉଁ ମଣିଷ ନିଜ ମନ ଭାବନା କାହାକୁ କହି ନଥାଏ ଓ ତାକୁ ପାଇବା ପାଇଁ ଦିନ ରାତି ପରିଶ୍ରମ କରିଥାଏ ସେହି ବ୍ୟକ୍ତି ନିଜ ଜୀବନରେ ସଫଳ ହୋଇଥାନ୍ତି । ତେବେ କେବଳ କହିବା ଲୋକ ନିଜ ଜୀବନରେ କିଛି କରି ପାରନ୍ତି ନାହିଁ ।
୨. ଲାଜ :
ଲାଜ ମଣିଷ ଭାବ ଅଟେ, ତେବେ ଏହାକୁ କେବେ କେମିତି ବ୍ୟବହାର କରିବା ଉଚିତ ତାହା ମଣିଷ ଉପରେ ନିର୍ଭର କରିଥାଏ କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ମଣିଷ ଜ୍ଞାନ ଅର୍ଜନ କରିବା, ଖାଇବ, କାମ କରିବା ଓ ସତ କହିବାରେ ଲାଜେଇଥାଏ ସେ ତା ଜୀବନରେ କିଛି କରି ପାରି ନଥାଏ ।

୩. କୋଣସି ଜିନିଷ ଅଧିକ ଭଲ ନୁହ :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷ କୌଣସି କାମ ପାଇଁ ଅତ୍ୟଧିକ କରିଥାଏ ସେତେବେଳେ ସେ ନଷ୍ଟ ହୋଇଥାଏ ଯେମିତିକି ଅତି ସୁନ୍ଦର ହବାରୁ ସୀତା ହରଣ ହେଲା, ଅତ୍ୟଧିକ ଅହଂକାର ପାଇଁ ରାବଣ ମୃତ୍ୟୁ ହେଲା, ଅତ୍ୟଧିକ ଦାନ ଦ୍ଵାରା ବଲି ବନ୍ଦୀ ହୋଇଥିଲା ତେବେ ବହୁତ ବଡ ବଡ ଉଦାହରଣ ଅଛି ଯାହା ଦ୍ଵାରା ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ କୌଣସି ଅତ୍ୟଧିକ କାମ ପାଇଁ ସବୁକିଛି ନଷ୍ଟ ହୋଇଥାଏ ।

୪. ସନ୍ତୁଷ୍ଟି :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷକୁ ସନ୍ତୁଷ୍ଠ ରହିବା ଉଚିତ ତେବେ କଣ ପାଇଲେ, ନିଜ ସ୍ତ୍ରୀ ଦ୍ଵାରା ସନ୍ତୁଷ୍ଟି, ଯାହା ବିଧାତା ଖାଇବା ପାଇଁ ଦେଲେ ଓ ଯେଉଁ ଧନ ଆପଣ ନିଜ ଇମାନ୍ଦାରୀ ସହ ହାସିଲ କଲେ ତାହା ।
୫. ଅସନ୍ତୁଷ୍ଠ ରହିବା ଉଚିତ :
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷକୁ ଏହି ୩ଟି ଜିନିଷ ଦ୍ଵାରା କେବେ ସନ୍ତୁଷ୍ଠ ହବା କଥା ନୁହ, ଅଭ୍ଯାସ, ଭଗବାନ ନାମ ସ୍ମରଣ କରିବାରୁ ଓ ଅନ୍ୟ ମାନଙ୍କ ସାହାଜ୍ଯ କରିବାରୁ କାହିଁକିନା ଏହା ନଥିଲେ ଆପଣଙ୍କ ଜୀବନ ଖରାପ ହୋଇଥାଏ ।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ । ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ । ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ । ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ । ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ । ଧନ୍ୟବାଦ ।