ଖରାପ ହୁଅ ତେବେ ହିଁ ସଫଳ ହୋଇପାରିବ

ଚାଣକ୍ୟ କଣ ପାଇଁ କହିଛନ୍ତି ଖରାପ ହେଲେ ହିଁ ସଫଳ ହୋଇପାରିବେ । କାରଣ ଛୋଟବେଳୁ ଲୋକ କୁହନ୍ତିକି ସବୁବେଳେ ଭଲ କାମ କର । ଚାଣକ୍ୟ କହିଛନ୍ତିକି ଗୁଡ ଭଳି ମିଠା ଓ ସରଳ ରହିବେ ଏହି ଦୁନିଆ ଆପଣଙ୍କୁ ଗିଳିଦେବ । କୁହାଯାଏକି ଜଙ୍ଗଲରେ ସିଧା ଠିଆ ହୋଇରହିଥିବା ଗଛକୁ ଆଗ କଟାଜାଏ । ସେଥିଲାଗି ଆବଶ୍ୟକରୁ ଅଧିକ ସରଳ ଓ ସିଧା ହେବ ଖରାପ ଅଟେ । ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ଆପଣଙ୍କୁ ଖରାପ ହେବାକୁ ପଡିଥାଏ ।

ଯଦି ଆପଣଙ୍କୁ କେହି ଦବେଇକି ରଖିବାକୁ ଚାହିଁବ ସେମିତି କେବେବି ରହିବେ ନହିଁ କାରଣ ଏହି ଜୀବନ ତୁମର ଅଟେ କେମିତି ରହିବା ସେଇଟା ତୁମେ ନିସ୍ପତି ନେବ । ଏହି ଜୀବନ ତୁମର ଅଟେ ସବୁବେଳେ ନିଜ ହିସାବରେ ରୁହ କାହା କଣ୍ଟ୍ରୋଲରେ ରହିବା ଆବଶ୍ୟକ ନହିଁ । ଏହି ଜୀବନକୁ ଆମ ହିସାବରେ ବଞ୍ଚିବାର ପୁରା ଅଧିକାର ରହିଛି ।

ଯେକୌଣସି ସମ୍ପର୍କରେ ହଉ ସାଙ୍ଗ ହେଉକି ଆପଣଙ୍କ ବାନ୍ଧବୀ ହେଉ କାହା ହିସାବରେ ନିଜ ଜୀବନ ବଞ୍ଚିବା ଠିକ ନୁହେଁ । ଯଦି ଆପଣଙ୍କୁ ଲାଗିବ ମୁଁ ଯଦି ତା ହିସାବରେ ନ ରହିବି ସେ ରାଗିବ । ଏହା ଭାବିଲେ ଆପଣ କେବେବି ଭଲରେ ରହିପାରିବେ ନହିଁ । ଆପଣ ଭବିବେକି ସେ ଲୋକ ମୋତେ ଛାଡିକି ପଳେଇବ ଓ ସବୁବେଳେ ଏହି ଡର ରହିବକୀ ମୁଁ ତାକୁ ମନା କଲି ସେ ମୋତେ ଛାଡିକି ପଳେଇବ । ଏମିତି ଲୋକଙ୍କୁ ଜମାବି ଖାତିର କରିବେ ନାହିଁ ଯଦି ସେ ଛାଡିକି ଜୀବ ଯାଉ ।

ଏମିତି ଲୋକର ଜମାବି ପ୍ରୟୋଜନ ନାହିଁ । ଯଦି ସେଲୋକ ଆପଣଙ୍କ ସହିତ ସବୁବେଳେ ଆପଣଙ୍କୁ ଦୁଃଖୀ କରିକି ରଖିବେ । ମନେ ରଖିଥାନ୍ତୁ ଏମିତି ପରିସ୍ଥିତିରେ ଖରାପ ହେବାକୁ ପଡିଥାଏ । ଏମିତି ପରିସ୍ଥିତିରେ ପ୍ରଶ୍ନ ଉଠିଥାଏ ଆପଣଙ୍କର ଆତ୍ମସମ୍ମାନର । ଆପଣ ଏଠାରେ ଆସିଛନ୍ତି ନିଜ ଜୀବନକୁ ଖୁସିରେ ବଞ୍ଚିବା ପାଇଁ ଏହା ନୁହେଁକି କାହା ଇସାରାରେ ନାଚିବା ପାଇଁ । ସେଥିଲାଗି ଚାଣକ୍ୟ କହିଛନ୍ତି ଯଦି ନିଜ ଆତ୍ମସନମାନ ଓ ଖୁସି ପାଇଁ ନିଜକୁ ଖରାପ ହେବାକୁ ପଡିଥାଏ କିଛି ଅସୁବିଧା ନହିଁ ।

ପ୍ରଥମେ ନିଜେ ଖୁସିରେ ରହିବା ଆବଶ୍ୟକ ତାପରେ ଅନ୍ୟକାହାକୁ ଖୁସିରେ ରଖିବେ । ନଜ ଠାରୁ ଅନ୍ୟକାହାର ଖୁସିକୁ ଗୁରୁତ୍ବପୂର୍ଣ ଦେବେ ଓ ତ୍ୟାଗ ଭାବନା ନିଜ ଭିତରେ ରଖିବା ଆବଶ୍ୟକ । କିନ୍ତୁ ସାମ୍ନା ବାଲା ମଧ୍ୟ ଆପଣଙ୍କୁ ସେତିକି ଉଦାର, ଭଲପାଇବା ଓ ସନମାନ ଦେବା ଦରକାର, ନହେଲେ ମନରେ ତା ପାଇଁ ସେତିକି ଭାବନା ଆସିବା ନହିଁ । ଏମିତିତି ଯଦି ନହୁଏ ଜୀବନ ଠିକସେ ଚାଲିବ ନହିଁ । ସେଇ ଲୋକମାନଙ୍କ ପାଇଁ ଭଲ ପାଇବା ଓ ସନମାନ ରଖ ଯିଏ ତୁମ ଭଲପାଇବାକୁ କଦର କଦର କରୁଥିବା ।

ପରିଶ୍ରମ ଓ କର୍ମ କରିବା ଦ୍ଵାରା ଜୀବନରେ ସଫଳତା ମିଳିଥାଏ । କର୍ମ ନକରି ଇଛା କରିବା ଦ୍ଵାରା ଜୀବନରେ ଆଉ କିଛି ମିଳିନଥାଏ । କର୍ମ ନକରି ଇଛା କରିବା ଦ୍ଵାରା ଜୀବନରେ ଆଉ କିଛି ମିଳିନଥାଏ । ଯେମିତି ସୋଇଥିବା ସିଂହ ମୁହଁରେ ହରିଣ ସେମିତି ଆସିଯାଏ ନହିଁ । ଠିକ ସେହିପରି ପରିଶ୍ରମ ଓ କର୍ମ ବିନା ସଫଳତା ମିଳିବ ନହିଁ । ଯଦି ଆପଣଙ୍କ ଏହି ମୂଲ୍ୟବାନ ସମୟକୁ ଆଉ କାହା ପାଇଁ ନଷ୍ଟ କରିବେ ଏହି ସମୟ ଆଉ ଆସିବା ନହିଁ ।

ଯେଉଁ ସମୟରେ ପାଠ ପଢିବା କି କାମ କରିବା ଆବଶ୍ୟକ ସେସମୟରେ ସେହି କାମ କରନ୍ତୁ । ସାଙ୍ଗ କି ବାନ୍ଧବୀ ପାଇଁ ସମୟ ଦେଇ ନଷ୍ଟ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଲାଗିବ ତାକୁ ସମୟ ନଦେଲେ ସେ ରାଗୁଛନ୍ତି କି ତାଙ୍କୁ ରାଗିବାକୁ ଦିଅ । ଏହି ଜୀବନ ତୁମର ଅଟେ କଣ ନିସ୍ପତି ନେବେ ଆପଣଙ୍କ ଉପରେ ନିର୍ଭର କରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *