ମହାଭାରତ କାଳର ୭ଟି ଲୋକ ଯିଏ ଆଜି ବି ଜୀବିତ ଅଛନ୍ତି, ଏମାନେ ହେଉଛନ୍ତି ସଦା ଅମର

ମହାଭାରତ ଯୁଧ୍ୟରେ ପାଣ୍ଡବ ଯୁଧ୍ୟରେ ମାରିବାରୁ କୌରବ ପାଳନ କରିଥିଲେ ଉସ୍ଛାବ,କିନ୍ତୁ ପାଣ୍ଡବ ବଡ ବଡ ଯୋଦ୍ଧାଙ୍କୁ ମାରି ବି ଶାନ୍ତ ରହିଲେ । ବଡ ଲକ୍ଷ ସେଇ ଲୋକ ମାନଙ୍କର ପୁରା ହୁଏ ଛୋଟ ଛୋଟ ଖୁସି ପାଳନ କରିବାପାଇଁ ଅଟକି ଯାନ୍ତି ନହିଁ । ଆମର ଲକ୍ଷ ଠିକ କରିବା ସମୟରେ ଏହା ଦେଖିବାକୁ ପଡିବ କି ଆମରମୂଳ ଉଦେଶ୍ୟ କଣ ଓ ଏଥିରେ କେତଟା ସୋପାନ ଆସିବ । ଯଦି ଆମେ ଛୋତ୍କ ସଫଳତା କି ଅସଫଳତା ରେ ଫଶୀ ରହିଗଲେ ତ ବଡ ଲକ୍ଷ ରେ ପହଞ୍ଚିବା ପାଇଁ କଠିନ ହୋଇଯିବ ।

Image Courtesy: Google

ମହାଭାରତ ଯୁଦ୍ଧରେ ପାଣ୍ଡବ ଓ କୌରବ ସେନା ମଧ୍ୟରେ ବ୍ୟବହାରରେ ଅନ୍ତର ଦେଖନ୍ତୁ । କୌରବ ର ନାୟକ ମାନେ ଦୁର୍ୟାଧନ, ଦୁଶାସନ, କର୍ଣ୍ଣ ଭଳି ଯୋଦ୍ଧା ଓ ପାଣ୍ଡବ ସେନାରେ ଦେଢଗୁଣ ସୈନିକ ଥାଇ ମଧ୍ୟ ସେ ହାରିଗଲେ । ଧର୍ମ -ଅଧର୍ମ ଟା ଗୋଟେ ବଡ କାରଣ ଥିଲା ଦୁଇସେନା ଭିତରେ କିନ୍ତୁ ତା ଠୁ ବଡ କାରଣ ଥିଲା ଦୁଇ ଜଣଙ୍କ ଲକ୍ଷର ଅନ୍ତର । କୌରବଙ୍କ କେବଳ ତିନୋଟି ଯୋଦ୍ଧା ଜୀବିତ ଥିଲେ କୃତବର୍ମା, କୃପାଚାର୍ୟ ଏବଂ ଅଶ୍ଵଥାମା ଓ ପାଣ୍ଡବଙ୍କ ତରଫରୁ ଭୀମ, ଯୁଧିଷ୍ଠିର, ଅର୍ଜୁନ, ନକୁଳ, ସହଦେବ, ସାତ୍ୟକି, ଯୁଯୁତ୍ସୁ ଇତ୍ୟାଦି ଲୋକ ଯୁଧ ପରେ ଜୀବିତ ବଞ୍ଚି ଥିଲେ ।

Image Courtesy: Google

ମହାଭାରତ ମହର୍ଷି ବେଦବ୍ଯାସ ଲେଖିଥିଲେ ଯିଏ ଶାନ୍ତଙ୍କ ବଂଶଜ ଥିଲେ । ମହର୍ଷି ବେଦବ୍ଯାସ ମାହାତ୍ମା ଭୀଷ୍ମଙ୍କ ସାବତ ଭାଇ ଥିଲେ ଯେତେବେଳେ ବିଚିତ୍ର ବୀର ଓ ତାଙ୍କ ଭାଇ ମୃତ୍ୟୁ ହେଲା ଓ ତାଙ୍କର କୌଣସି ସନ୍ତାନ ହେଲେ ନାହିଁ ସେତେବେଳେ ମହର୍ଷି ବେଦବ୍ଯାସଙ୍କ କୃପାରୁ ଭରତ ବଂଶରେ ଛୁଆ ଜନ୍ମ ହୋଇଥିଲେ ତେବେ ପାଣ୍ଡୁ, ଧୃତରାଷ୍ଟ୍ର ଏବଂ ବିଦୁର ମହାତ୍ମା ବେଦବ୍ୟାସଙ୍କ ପୁତ୍ର ଥିଲେ । ମହାଭାରତ ଯୁଧ ମହର୍ଷି ଗଣେଶ ଭଗବାନଙ୍କ ସାହାଜ୍ଯରେ ଲେଖିଥିଲେ । ଏହା ମାନ୍ୟତା ଅଛି ଯେ ମହର୍ଷି ବେଦ ବ୍ଯାସ ମଧ୍ୟ ଚିରଞ୍ଜିବୀ ଅଛନ୍ତି କାହିଁକିନା ତାଙ୍କ ମୃତ୍ୟୁ ବିଷୟରେ କୌଣସି ଜାଗାରେ ଉଲେଖ ନାହିଁ କି କିଛି ଜଣା ବି ପଡି ନାହିଁ ।

Image Courtesy: Google

ଏହା ଛଡା ପର୍ଶୁରାମ ଯିଏ ଗୋଟେ ମହର୍ଷି ହେଲା ପରେ ମଧ୍ୟ ଶସ୍ତ୍ର ଧାରଣ କରୁଥିଲେ ତେବେ ସେ ବହୁତ ରାଗି ଏବଂ ରୋଦ୍ର ରୂପ ଧାରଣ କରୁଥିଲେ କୁହାଯାଏ ଯେ ପର୍ଶୁରାମ ମଧ୍ୟ ଚିରଞ୍ଜିବୀ ଅଛନ୍ତି ।

ମହର୍ଷି ଦୁର୍ବାସାଙ୍କ ବିଷୟରେ ଆପଣ ରାମାୟଣରେ ମଧ୍ୟ ପଢିବାକୁ ପାଇଥିବେ ସେ ଦଶରଥଙ୍କ ଭାଗ୍ୟ ଦର୍ଶାଇ ଥିଲେ ଓ ତାଙ୍କ ଜୀବନ କାଳରେ କଣ ହବାକୁ ଯାଉଛି ତାହା କହିଥିଲେ ଓ ମହାଭାରତରେ ମଧ୍ୟ କୁନ୍ତୀକୁ ମହର୍ଷି ଦୁର୍ବାଶା ବରଦାନ ଦେଇଥିଲେ ଯାହା ଫଳ ସ୍ୱରୂପ କୁନ୍ତୀକୁ ଏବଂ ମାଣ୍ଡବିକୁ ୫ଟି ତେଜସ୍ବୀ ପୁତ୍ର ଜନ୍ମ ହୋଇଥିଲେ ।

 

ଏହା ପରେ ହେଲେ ଜାମବାନ ଯିଏ ଏବେବି ଜୀବିତ ଅଛନ୍ତି କାହିଁକି ନା ତାଙ୍କୁ ରାମଙ୍କ ଠାରୁ ବରଦାନ ପ୍ରାପ୍ତ ଅଛି ଯେ ସେ କଲ୍କି ଅବତାର ସମୟରେ ତାଙ୍କ ସହ ରହିବେ । ଏହା ଅପରେ ହେଲେ ହନୁମାନ, ହନୁମାନ ତ ଆମର ଏହା ଅପାନ ଜାଣିଥିବେ । ଷଷ୍ଠ ବ୍ୟକ୍ତି ଯିଏ ଆଜି ବି ଜୀବିତ ଅଛନ୍ତି ସେ ହେଲେ ମାୟାସୁର । ସପ୍ତମ ହେଲେ ଅଶ୍ଵଥମା, ଯିଏ ମହାଭାରତ କାଳରୁ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି ।

Leave a Reply

Your email address will not be published. Required fields are marked *