ସବୁଠୁ ଅଧିକ କ୍ୟାନ୍ସର କରାଇଥାଏ ଏହି 2ଟି ଜିନିଷ, ନମ୍ବର ୧ ତ ଆମେ ପ୍ରତ୍ୟକ ଦିନ ବ୍ୟବହାର କରିଥାଉ

କର୍କଟ ରୋଗର ଗୋଟେ ବର୍ଗ ଅଟେ ଯାହାଦ୍ଵାରା କୋଷିକାୟୋର ଗୋଟେ ସମୁହ ଅନିୟାତ୍ରିତ ବୃଦ୍ଧି , ରୋଗ ଆକ୍ରମଣ ଏବଂ କେବେ କେବେ ଲାସକା ବା ରକ୍ତ ମାଧ୍ୟମରେ ଶରୀରରେ ଅନ୍ୟ ଭାଗରେ ଖେଳି ଯାଇଥାଏ ପ ପ୍ରଦର୍ଶିତ କରିଥାଏ । ଆଜି ଆମ ଘରେ ବହୁତ ଏମିତି ଜିନିଷ ଅଛି ଓ ସବୁଦିନ ବ୍ୟବହାର ହୋଇଥାଏ । ଯେଉଁ କେଉଁ ରୋଗକୁ ବଢ଼ାଇ ଥାଏ । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣକୁ ସେହି ସବୁ ଜିନିଷ ଭିତରୁ ଦୁଇଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯିଏ କ୍ୟାନସରକୁ ବଢାଇଥାଏ ,ଏହା ଗୋଟେ ଏମିତି ରୋଗ ଯାହାର ଚିକିତ୍ସା ଅସମ୍ଭବ ଅଟେ ।

Image Courtesy: Google

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ଗତ 10 ବର୍ଷରେ କିଡନୀ, ଲିଭର ଓ ଶରୀରର ଅନ୍ୟ ଅଙ୍ଗରେ କ୍ୟାନସର ଭଳି ଅନ୍ୟ ଗମ୍ଭୀର ରୋଗକୁ ବ୍ୟାପିବାକୁ ମଣିଷଙ୍କ ଦ୍ଵାରା କ୍ୟାମିକାଲ ଯୁକ୍ତ ଜିନିଷର ହାତ ରହିଛି । ଆପଣକୁ କହି ଦେଉଛୁ କି କ୍ୟାନସରରୁ ବଞ୍ଚିବା ପାଇଁ ଯାହାବି କ୍ୟାନସରର କାରଣ ଅଟେ ଯଦି ତାକୁ ହଟେଇ ଦିଆଯାଏ ତେବେ କ୍ୟାନସର ରୋଗରୁ ବଞ୍ଚିତ ହୋଇପାରିବା ,ତେବେ ଚାଲନ୍ତୁ ଜାଣିନେବା କେଉଁ ପାଇଁ କ୍ୟାନସର ହୋଇଥାଏ ।

ପ୍ଲାଷ୍ଟିକ :

ଭାରତରେ ପର୍ବ, ବିବାହ ସେଠିକାର ଫଂକ୍ସନରେ ଦିଷ୍ପୋଜେଲ୍ ପ୍ଲେଟ ଆଦି ର ବ୍ୟବହାର ବହୁତ ସାରା କରାଯାଏ । ଯେଉଁଥିରେ ବେଶିଥର ଲୋକେ ଚା, କଫି, ସଫ୍ଟ ଦ୍ରିଙ୍କ ଭଳି ଜିନିଷର ସେବନ କରିଥାନ୍ତି । ଏଥିରେ ଥିବା କ୍ୟମିକାଲ୍ ଗରମ କ୍ଷୀର ,ଗରମ ଚା ଇତ୍ୟାଦି ଢାଳିଲେ ସେ ତରଳି ଯାଇଥାଏ ଏବଂ ଏହି କ୍ୟମିକାଲ୍ ଶରୀରର ଭିତରେ ପ୍ରବେଶ କରି ରୋଗକୁ ବରଣ କରିବାର କାମ କରିଥାଏ ।

ମଶା ମାରିବା ବାଲା କ୍ୟମିକାଲ୍:

ମଶାକୁ ଦୁର କରିବା ପାଇଁ କେତେଥର କେତେ ପ୍ରକାରର କ୍ୟମିକାଲର ପ୍ରୟୋଗ କରିଥାଉ ଯାହାକି କେତେ ସବୁ କମ୍ପାନୀ ବନାଇଥାଆନ୍ତି, ଆପଣଙ୍କୁ କହି ଦେଉଛୁକି ଏହି କ୍ୟମିକାଲ୍ ଆମର ଫୁସ୍ ଫୁସକୁ ଟିଶୁକୁ ନଷ୍ଟ କରିଥାଏ ,ଏହି କ୍ୟମିକାଲ୍ ଆମ ରକ୍ତରେ ମିଶି ଯାଇଥାଏ ଏବଂ ଫୁସ୍ ଫୁସରେ ପହଞ୍ଚୁଥିବା ଅପ୍ସନକୁ ଅଟକାଇ କରି ଶ୍ୱାସ ନେବାରେ ଅସୁବିଧା କରି ଦେଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *