ରବିବାର ଦିନ କରନ୍ତୁ ଏହି କାମ, ସୂର୍ଯ୍ୟଦେବଙ୍କ ସହ ଶନିଦେବ ମଧ୍ୟ ହେବେ ମେହେରବାନ, କରିଦେବେ କୋଟିପତି

ମଣିଷ ଜୀବନ ଅସୁବିଧା ଠାରୁ ମୁକ୍ତି ପାଇବା ପାଇଁ ସବୁ ପ୍ରକାର ସମ୍ଭବ ପ୍ରୟାସ କରିଥାଏ ଏବଂ ଅନ୍ୟ ଅନ୍ୟ ପ୍ରକାର ଉପାୟ ଆପଣେଇ ଥାଏ, ଯାହା ଦ୍ଵାରା ସେ ନିଜ ଜୀବନକୁ ସୁଖୀ ବନେଇ ପାରୁ, ବିଶେଷ ରୂପରେ ଦେଖିବାକୁ ଗଲେ ସମସ୍ତେ ଶନିଦେବଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହାନ୍ତି, ତେବେ ଆପଣମାନେ ସମସ୍ତେ ଏହା ଜାଣିଛନ୍ତି ଯେ ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ହୋଇଥାଏ, ଯଦି ଏହି ଦିନ ଓସ୍ତ ଗଛ ତଳେ ପୂଜା କରି ଦୀପ ପ୍ରଜ୍ଵଳନ କରା ଯାଏ ତେବେ ଏହା ଦ୍ଵାରା ଶନିଦେବ କୃପା ପ୍ରାପ୍ତ ହୋଇଥାଏ ।

ଏହା ସହ ଏହି ଉପାୟ ଦ୍ଵାରା ଶନିଦେବଙ୍କ ସାଢେଷାତି ଠାରୁ ମଧ୍ୟ ମୁକ୍ତି ମିଳିଥାଏ, କିନ୍ତୁ ଏମିତି ବହୁତ କମ ଲୋକଙ୍କୁ ଜଣା ଥାଏ ।

Image Courtesy: Google

ରବିବାର ଦିନ ମଧ୍ୟ ଓସ୍ତ ଗଛ ମୂଳରେ ଦୀପ ପ୍ରଜ୍ଵଳନ କଲେ କେତେ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ, ଆପଣ ରବିବାର ଦିନ କିଛି ଉପାୟ ଦ୍ଵାରା ସୂର୍ଯ୍ୟ ଦେବଙ୍କ ସହ ଶନି ଦେବଙ୍କ କୃପା ମଧ୍ୟ ପ୍ରାପ୍ତ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ପୋସ୍ତ ଦ୍ଵାରା ଏହି ଉପାୟ ଗୁଡିକ ବିଷୟରେ କିଛି ବିଶେଷ କହିବାକୁ ଯାଉଛୁ, ଯଦି ଆପଣଙ୍କ ଜୀବନରେ ଧାନ ସମ୍ବନ୍ଧିତ ସମସ୍ଯା ଚାଲିଛି ତେବେ ଆପଣ ସୂର୍ଯ୍ୟ ଦେବ ଏବଂ ଶନିଦେବ କୃପା ପ୍ରାପ୍ତ କରିବା ଉଚିତ ତେବେ ଏହି ଉପାୟ କୁ ରବିବାର ଦିନ ଅବଶ୍ୟ କରନ୍ତୁ ।

Image Courtesy: Google

ଏହା ଦ୍ଵାରା ଆପଣଙ୍କ ଜୀବନ ଅସୁବିଧା ଦୂର ହୋଇଯିବ । ଯଦି ଆପଣ ରବିବାର ଦିନ ଓସ୍ତ ଗଛ ମୂଳରେ ଚଊମୁଖ୍ୟ ଦୀପ ପ୍ରଜ୍ଵଳନ କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ଧନ ବୈଭବ ଏବଂ ଜସ ପ୍ରାପ୍ତ ହୋଇଥାଏ, ଏହା ଛଡା ମାନ୍ୟତା ଅନୁଯାଇ ରବିବାର ଦିନ ଓସ୍ତ ଗଛ ତଳେ ଦୀପ ପ୍ରଜ୍ଵଳନ କଲେ ପଦ ଏବଂ ପ୍ରତିଷ୍ଠା ରେ ବୃଦ୍ଧି ହୋଇଥାଏ । ଯଦି ଆପଣ ଚାହନ୍ତି ଯେ ଆପଣଙ୍କ ଜୀବନ ସବୁ ଖରାପ ଫଳ ଦୂର ହୋଇଯାନ୍ତୁ ତେବେ ଏଥିପାଇଁ ଆପଣଙ୍କୁ ରବିବାର ଦିନ କଳା ଜିନିଷ ଯେମିତିକି କଳା ବିରି, କଳା କପଡା, କଳା ରାଶି ଏବଂ କଳା ବୁଟ ଦାନ କରିବା ଉଚିତ, ଏହା ଦ୍ଵାରା ଶନିଦେବ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

Image Courtesy: Google

ଯଦି ରବିବାର ଦିନ କଳା ପଖି, କଳା କୁକୁର, କଳା ଗାଈକୁ ରୁଟି ଖାଇବା ପାଇଁ ଦିଅନ୍ତି ତେବେ ଏହା ଆପଣଙ୍କ ଜୀବନରେ ଯାହା ଅସୁବିଧା ହୋଇଥାଏ ଏହାକୁ ଧୀରେ ଧୀରେ ସମାଧାନ କରିଥାଏ, ଏହା ଛଡା ଆପଣ ରବିବାର ଦିନ ତେଲ ଦ୍ଵାରା ତିଆରି ଜିନିଷ ନିର୍ଧନ ଲୋକଙ୍କୁ ଖୁଆଇଲେ ଏହା ଦ୍ଵାରା ମଧ୍ୟ ଶନିଦେବ ପ୍ରଶନ ହୋଇଥାନ୍ତି । ଯଦି ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କ ବ୍ରତ କରିଥାନ୍ତି ତେବେ ଏହା ଦ୍ଵାରା ପଦ ପ୍ରତିଷ୍ଠା ରେ ବୃଦ୍ଧି ହୋଇଥାଏ, ଏହା ଛଡା ରବିବାର ଦିନ ବ୍ରତ କଲେ ନେତ୍ର ଏବଂ ତ୍ଵଚା ସମ୍ବନ୍ଧିତ ରୋଗ ଠାରୁ ମୁକ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *