ସ୍ଵାମୀ ଶୋଇବା ଘରେ ଭୁଲ କରିବି ଏହି ୫ ଟି ଜିନିଷ କରିବା ଉଚିତ ନୁହେଁ, ନଚେତ…

ବେଡରୂମ ଗୋଟେ ଏମିତି ଜାଗା ସେଠି ଅଧିକ ଟାଇମ ସ୍ଵାମୀ ସ୍ତ୍ରୀ ବିତାଇ ଥାନ୍ତି । ସ୍ଵାମୀ ଦିନ ସାରା ନିଜ କମ ରେ ବ୍ୟସ୍ତ ରହେ ତ ସ୍ତ୍ରୀ ଘର କମ କି ତ ଜବ ରେ ବ୍ୟସ୍ତ ରହେ  । ରାତିରେ ଦୁଇ ଜଣ କିଛି ଭଲ ମୁହୁତ ବିତାଇ ପାରନ୍ତି । ଶେଠୀ ପାଇଁ ଏହା ବହୁତ ଜରୁରୀ ଏମିତି କିଛି ଭୁଲ କରି ଟାଇମ ଖରାପ କରିବା କଥା ନୁହେଁ । ଶେଠୀ ପାଇଁ ଆଜି ଆମେ ଅମିତି ୭ ଟି ଭୁଲ କହିବାକୁ ଯାଉଛୁ ଯାହା ନିଜ ବେଡରୂମ ରେ କରିବା ଅନୁଚିତ । ଯଦି ଆପଣ ଏହି ଭୁଲ କରୁଛନ୍ତି,ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଇ ପରେ ।

Image Courtesy: Google

ଶୋଇବା ସମୟରେ ମୋବାଇଲ ବ୍ୟବହାର କରିବା :

ଯେତେବେଳେ ବେଦ ରୁମ କୁ ଆସୁଛନ୍ତି ତ ମୋବାଇଲେ ଫୋନ ରେ ଲାଗି ରୁହନ୍ତି ନି । ଏମିତି କରିବା ଦ୍ଵାରା ପାର୍ଟନର କୁ ଇଗ୍ନୋର ଫୀଲ ହୁଏ । ସବୁଠୁ ଭଲ ଫୋନ କୁ ସାଇଡ କରି ଜୀବନସାଥି  ସହିତ ଅଧିକରୁ ଅଧିକ  ଟାଇମ ବିତନ୍ତୁ ।

କଥା ନ ହୋଇ ସୁଅନ୍ତୁ ନହିଁ  :

ଦିନଭରି କାମ କରି  ସ୍ଵାମୀ ଓ ପତ୍ନୀ ଦୁହେଁ ଥକି ଯାନ୍ତି । ଏମିତି ବହୁତ ବାର ଥକା ଲାଗିବା ଫଳରେ ବେଡକୁ ଯାଉ ଯାଉ ନିଦ ହେଇଯାଏ । ତ ଶୋଇଲା ପୂର୍ବରୁ ପାର୍ଟନର ସହିତ କଥା ହେବ ଜରୁରୀ ଅଟେ । ଯଦି ଆପଣ ଏମିତି କରୁ ନାହାନ୍ତି ତ ତାଙ୍କୁ ଖରାପ ଲାଗି ପରେ ଓ ଆପଣଙ୍କ ସମ୍ପର୍କ ରେ ଦୂରତା ବଢି ପରେ।

Image Courtesy: Google

ରାତିରେ ସାଙ୍ଗ ସହିତ କଥା ହେବ :

ରାତି ରେ ଯେତେବେଳେ ସାଥିରେ ବେଡରୂମ ରେ ରହୁଛନ୍ତି ତ ସାଙ୍ଗ ସହିତ କଥା କି ଚାର୍ଟ କରନ୍ତୁ ନହିଁ । ଦିନ ଭାରି କାମ ଧଣ୍ଡା ପରେ ରାତିରେ ଯେଉଁ  ଟାଇମ ମିଳୁଛି ତାର ଉପଯୋଗ କରି କଥାବାରତା  ହୁଅନ୍ତୁ। ଆପଣ ଯେତେ ବି ଉନ୍ନତ ଧାରଣ ର ଚିନ୍ତା  ଧାରା ହୋଇଥାଉ କିନ୍ତୁ ଏହି କଥା ତାଙ୍କୁ ବହୁତ ଖରାପ ଲାଗି ପରେ । ତାଙ୍କୁ ଲାଗିବା କି ମୋର ଗୁରୁତ୍ଵ କମି ଯାଉଛି।

ଅବ୍ୟବସ୍ତିତ ବେଡରୂମ :

ଏହି କଥା ବେସୀ ସିରିଏସ ନହୋଇ ପରେ କିନ୍ତୁ ଏହାର ଗଭୀର ପ୍ରଭାବ ପଡିପାରେ । ଯଦି ବେଡରୂମ ଅବ୍ୟବସ୍ତିତ ରହିବ ତ ଆନ୍ତରିକତା ଅଧିକ ବଢିପାରିବା ନହିଁ । ଏହାପରେ ବି ଗୋଟେ ନକରାତ୍ମକ ମନୋଭାବ ଅନୁଭବ ହେବ ଓ ଝଗଡା ବି ବଢି ପାରେ । ସେଥିପାଇଁ ଶୋଇବା ପୂର୍ବରୁ ବେଡରୂମ କୁ ସ୍ବଚ୍ଛ ରଖିବା ଦରକାର ।

Image Courtesy: Google

କାମର ଅର୍ଡର ଦିଅନ୍ତୁ ନହିଁ :

ଯଦି ଆପଣ ଅଫିସ କାମ ପରେ ଥକି ଯାଉଛନ୍ତି ,ମହିଳା ମାନେ ବି ଦିନ ଭାରି କାମ କରି ଥକି ଯାଉଛନ୍ତି। ସେଥି ପାଇଁ ଛୋଟ ଛୋଟ କାମ ଯେମିତି ପାଣି ଏନନୀ ଦିଅ, ଡ୍ରେସ ଆଲମୀରାରେ ରଖି ଦିଅ ଇତ୍ୟାଦି ଅର୍ଡର ଦିଅନ୍ତୁ ନହିଁ । ସାମ୍ନା ବାଲା କଥା ଚିନ୍ତା କରି ନିଜ କାମ ନିଜେ କର । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *