ଚନ୍ଦ୍ର ଗ୍ରହଣ ୨୦୨୦ : ଜୁନର ପ୍ରଥମ ସପ୍ତାହରେ ଲାଗିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଓ ସମୟ- କଣ ରହିବ ଏହାର ପ୍ରଭାବ

ଏହି ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ୫ ଓ ୬ ଜୁନ ରାତିରେ ଲାଗିବ । ଏହା ଭାରତରେ ଦେଖା ଦେବ ନହିଁ । ୫ ଜୁନରେ ଯେଉଁ ଗ୍ରହଣ ଲାଗିବ ସେଇଟା ଗୋଟେ ଉପଛାୟା ଗ୍ରହଣ । କୁହାଯାଉଛି କି ଏହି ଗ୍ରହଣ ୟୁରୋପ, ଆଣ୍ଟାର୍କଟୀକା, ଏସିଆ, ଅଷ୍ଟ୍ରେଲିଆ, ସାଉଥ ଇଷ୍ଟ ଆମେରିକା, ପ୍ୟାସିଫିକ ରେ ଦେଖା ଦେବ । ଏହି ଗ୍ରହଣ ୫ ଜୁନ ରାତି ୧୧.୧୫ ରେ ଆରମ୍ଭ ହେବ ଓ ୬ ଜୁନ ରାତି ୨.୩୪ ପର୍ଯ୍ୟନ୍ତ ରହିବ। ୬ ଜୁନ ରାତି ୧୨.୪୫ ରେ ଅଧିକ ହେବ । ଗ୍ରହଣର ସମୟସୀମା ୩ ଘଣ୍ଟା ୧୮ ମିନିଟ ହେବ ।

Image Courtesy: Google

କଣ ଅଟେ ଏହି ଉପଛାୟା ଚନ୍ଦ୍ର ଗ୍ରହଣ:-

ଉପଛାୟା ଚନ୍ଦ୍ର ଗ୍ରହଣ ସେଇ ସମୟ ରେ ଲାଗେ ,ଯେତେବେଳେ ପୃଥିବି ର ପରିକ୍ରମା କରୁଥିବା ଚନ୍ଦ୍ର ପେନୁମ୍ବ୍ରା ଦେଇକି ଯାଇଥାଏ । କିନ୍ତୁ ଏହି ଗ୍ରହଣକୁ ଜମା ବି ଆକାଶରେ ଦେଖିପାରିବେନି । ଜ୍ୟୋତିଷଙ୍କ ଅନୁସାରେ ଏହୁ ଗ୍ରହଣ ଭାରତ ରେ ଦେଖା ଦେବନି,ସେଥିପାଇଁ ଏହି ଗ୍ରହଣର ଭାରତରେ ପ୍ରଭାବ ପଡିବ ନହିଁ । ଆପଣାକୁ ଜଣେଇବାକୁ ଚାହୁଞ୍ଚୁ କି ଜୁନରେ ୨ ଟି ଗ୍ରହଣ ପଡିବ । ଗୋଟେ ୫ ଜୁନରେ ଓ ଆଉଗୋଟେ ୨ ଜୁନରେ ସୂର୍ଯ୍ୟା ଗ୍ରହଣ ପଡିବ । ୨୧ ଜୁନରେ ପଡିବାକୁ ଯାଉଥିବା ସୂର୍ଯ୍ୟା ଗ୍ରହଣ ଭାରତରେ ଦେଖା ଦେବ ଓ ଏହାର ପ୍ରଭାବ ଭାରତରେ ପଡିବ । ଏହାପରେ ଜୁଲାଇରେ ପୁଣି ଗୋଟେ ଚନ୍ଦ୍ର ଘରଣ ପଡିବ । ୨୧ ଜୁନରେ ହେବାକୁ ଯାଉଥିବା ସୂର୍ଯ୍ୟା ଗ୍ରହଣର ସମୟ ୬ ଗ୍ରହ ଓଲଟ ଚାଲିବ ।

Image Courtesy: Google

ବହୁତ ବର୍ଷ ପରେ ଏଇ ଯୋଗ ଆସିଛି ଓ ଏକ ସାଥିରେ ୬ ଟି ଗ୍ରହ ସୂର୍ଯ୍ୟା ଗ୍ରହଣରେ ଓଲଟା ଚାଲିବ । ଜ୍ୟୋତିଷ ମାନେ ଆଲୋଚନା କରୁଛନ୍ତି କି ଏହା ଶୁଭ ନୁହେଁ । ଗ୍ରହଣ କାଳର ସମୟ ୨୧ ଜୁନରେ ସ୍ପର୍ଶ ୧୦.୩୦ ମଧ୍ୟ ୧୨.୧୭ ଓ ମୋକ୍ଷ ୨.୦୪ ଦିନରେ ହେବ । ସୂର୍ଯ୍ୟା ଗ୍ରହଣ ପାଖ ପାଖି ସାଢେତିନି ଘଣ୍ଟା ରହିବ ।

୫ ଜୁନ ୨୦୨୦ ଚନ୍ଦ୍ର ଗ୍ରହଣ

ରାତି ରେ ୧୧ ଟା ବାଜି ୧୫ ମିନିଟ ରୁ ୬ ଜୁନ ୨ ଟା ବାଜି ୩୪ ମିନିଟ ପର୍ଯ୍ୟନ୍ତ
କେଉଁଠି ଦେଖାଦେବ :ୟୁରୋପ ,ଆଫ୍ରିକା ,ଏସିଆ,ଓ ଅଷ୍ଟ୍ରେଲିଆ ।

Image Courtesy: Google

୨୧ ଜୁନ ୨୦୨୦ ସୂର୍ଯ୍ୟା ଗ୍ରହଣ

୨୧ ଜୁନ ସକାଳ ୯ ବାଜି ୧୫ ମିନିଟ ରୁ ମଧ୍ୟାର୍ନ ୦୩ ମିନିଟ ପର୍ଯ୍ୟନ୍ତ
ଭରତ ,ଦକ୍ଷିଣ ପୂର୍ବ ୟୁରୋପ ଓ ଏସିଆ

୫ ଜୁଲାଇ ୨୦୨୦ ଚନ୍ଦ୍ର ଗ୍ରହଣ

ସକାଳ ୦୮ ବାଜି ୩୭ ମିନିଟ ରୁ ୧୧ ବାଜି ୨୨ ମିନିଟ ପର୍ଯ୍ୟନ୍ତ
ଆମେରିକା ,ଦକ୍ଷିଣ ପୂର୍ବ ୟୁରୋପ ଓ ଆଫ୍ରିକା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *