ବହୁତ ସୁନ୍ଦର ଅଟନ୍ତି ସୋନୁ ସୂଦଙ୍କ ପତ୍ନୀ, ସ୍ଵାମୀ ବଲୀଉଡର ନାମୀଦାମୀ ଅଭିନେତା ହେଲେ ଟିକେ ବି ନାହିଁ ଗର୍ବ- ଦେଖନ୍ତୁ ଫୋଟୋ

ବଲ୍ଲୀଉଡ ଅଭିନେତା ସୋନୁ ସୂଦ ଲକଡ଼ାଉନ ସମୟରେ ଲୋକଙ୍କ ମସିହା ବନିଛନ୍ତି । ଲକଡାଉନରେ ଫସିଥିବା ଲୋକଙ୍କୁ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି । ସୋନୁ ଦବଙ୍ଗ ଫିଲ୍ମରେ ଭିଲିଆନ ର ଅଭିନୟ କରିଛନ୍ତି କିନ୍ତୁ ବାସ୍ତବିକ ଜୀବନ ରେ ଜଣେ ଅସଲି ହୀରୋ ଅଟନ୍ତି । ସେ କେବଳ ଶ୍ରମିକ ମାନଙ୍କୁ ଯିବାରେ ସାହାଯ୍ୟ କରୁଛନ୍ତି ସେତିକି ନୁହେଁ ତାଙ୍କ ଖାଇବା ପିଈବାର ବ୍ୟବସ୍ତା କରୁଛନ୍ତି । ଲୋକ ତାଙ୍କ ଏଇ ଭଲ କାମ ପାଇଁ ତାଙ୍କୁ ପ୍ରସଂଶା କରୁଛନ୍ତି । ବଲ୍ଲୀଉଡ ଛଡା ସୋନୁ ତେଲୁଗୁ,ତାମିଲ,କାନ୍ନାଡ଼ା ,ତାମିଲି ଫିଲ୍ମରେ ବହୁତ ପ୍ରସିଦ୍ଧ ଅଟନ୍ତି । ଶୋନୁଙ୍କ ବ୍ୟବସାୟକ ଜୀବନ କଥା ସମସ୍ତେ ଆପଣ ଜାଣିଥିବେ ।

ଲାଇମଲାଇଟରୁ ବହୁ ଦୂରରେ ସୋନୁ ସୂଦଙ୍କ ପତ୍ନୀ:-

ବଲ୍ଲୀଉଡ ଅଭିନେତା ସୋନୁ ସୂଦ କାମ ଛଡା ତାଙ୍କ ପତ୍ନୀ କୁ ବହୁତ ପ୍ରେମ କରନ୍ତି । ସେ ଜଣେ ପରିବାର ପ୍ରିୟ ମଣିଷ ଅଟନ୍ତି । ସେ ୧୯୯୬ ରେ ସୋନାଲିଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସୋନାଲିଙ୍କ ଫିଲ୍ମ ଜଗତ ସହିତ କିଛି ସମ୍ପର୍କ ନାହିଁ । ଏହି କାରଣ ଲାଗି ସେ ମିଡିଆ ଓ ଲାଇମ ଲାଇଟ ରୁ ବହୁତ ଦୂରରେ ରହିବାକୁ ପସନ୍ଦ କରନ୍ତି ।

ସେ ବହୁତ ସୁନ୍ଦର ଅଟନ୍ତି :-

ଶୋନୁଙ୍କ ପତ୍ନୀଙ୍କ ସୁନ୍ଦରତା ବିଷୟରେ ଯେତେ ପ୍ରଶଂସା କାଲେ କମ ପଡିବ । ଏହିଦୁଇଜଣଙ୍କ ଯୋଡି ବହୁତ ଭଲ ଲାଗେ । ତାଙ୍କର ଦୁଇଟି ପିଲା ଅଛନ୍ତି ଯାହାଙ୍କ ନାମ ଇସାନ୍ତ ସୂଦ ଓ ଆୟନ ସୂଦ ଅଟେ । ସୋନାଲୀ ମିଡିଆ ବାଲାଙ୍କ ସାମ୍ନାକୁ ବହୁତ କମ ଆସନ୍ତି । ଯେବେ ସେ ଦେଖାଯାନ୍ତି ତାଙ୍କ ସୁନ୍ଦରତ ଦେଖିଲ ଭଳି ଥାଏ ।

ଏମିତି ପ୍ରେମ ହୋଇଥିଲା :-

ବହୁତ କମ ଲୋକ ଜାଣିଛନ୍ତି ସୋନୁ ଜଣେ ଇଲେକଟ୍ରନିକ୍ସ ଏଞ୍ଜିନିୟର ଅଟନ୍ତି । ଯେତେବେଳେ ସେ ଏଞ୍ଜିନିଅରିଙ୍ଗ ପଢୁଥିଲେ ,ସେତେବେଳେ ସୋନାଲୀ ସହିତ ଦେଖା ହୋଇଥିଲା । ସୋନୁ ଜଣେ ପଞ୍ଜାବୀ ପରିବାରରୁ ଆସୁଛନ୍ତି କିନ୍ତୁ ସୋନାଲୀ ତେଲୁଗୁ ପରିବାର ରୁ ଆସିଛନ୍ତି । ସୋନୁ କହିଛନ୍ତି କି ସୋନାଲୀ ହେଉଛନ୍ତି ତାଙ୍କ ଜୀବନରେ ପ୍ରଥମ ଝିଅ ଓ ପ୍ରଥମ ପ୍ରେମିକା ।

ସୁଖ ଦୁଖରେ ମିଳେ ସାହାରା:-

ସୋନୁ ଗୋଟେ ଇନ୍ଟାରଭିଉ ରେ କହିଥିଲେ କି ତାଙ୍କ ପତ୍ନୀ ଚାହୁଁ ନଥିଲେ କି ସେ ଜଣେ ଅଭିନେତା ବନନ୍ତୁ । କିନ୍ତୁ ବର୍ତମାନ ତାଙ୍କ ପତ୍ନୀ ବହୁତ ଖୁସି । ସୋନୁ ଙ୍କୁ ଏହି ସଫଳତା ଏମିତି ମିଳିଯାଇନି ସେ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ସେ କହିଛନ୍ତି କି ତାଙ୍କ ପତ୍ନୀ ସୁଖ ଦୁଖରେ ବହୁତ ସାହାରା ଦିଅନ୍ତି ।

ଫିଲ୍ମ କେରିଅର:-

ଶୋନୁଙ୍କ ଫିଲ୍ମ କରିଅର ୧୯୯୯ ରେ ତାମିଲ ଫିଲ୍ମ କଲ୍ଲଜହାଗର ରୁ ଆରମ୍ଭ ହୋଇଥିଲା । ଏହା ପରେ ୟୁବା, ଏକ ବିବାହ…ଏସା ଭି ,ଯୋଦ୍ଧା ଆକବର, ଶୁଟ ଆଉଟ ଆଟ ୱ୍ବଡାଲା, ଦବଙ୍ଗ, ଆଦି ଫିଲ୍ମରେ ଆସିଥିଲେ । ଏହିଦିନରେ କୋରନା ପାଇଁ ଫିଲ୍ମ ଇନଡସ୍ଟ୍ରିଜ ବନ୍ଦ ପଡିଛି । ଏବେ କିଛି ସୁଟିଙ୍ଗ ହଉନି , ସେଥିପାଇଁ ଫିଲ୍ମ ସିତାରା ମାନେ ଘରେ ବସିଛନ୍ତି । ସୋନୁ ଏହି ଖାଲି ସମୟରେ ଶ୍ରମିକ ମାନଙ୍କୁ ସାହାଯ୍ୟ କରୁଛନ୍ତି । ଟ୍ବିଟର ରେ ଯିଏ ତାଙ୍କୁ ସାହାଯ୍ୟ ମାଗୁଛନ୍ତୁ ସେ ସାହାଯ୍ୟ କରିବାକୁ ଯାଉଛନ୍ତି । ସେଥିପାଇଁ ସୋନୁ ଟ୍ବିଟରରେ ବହୁତ ପ୍ରସିଦ୍ଧ ହେଲେଣି । ତାଙ୍କୁ ଲୋକ ରିଅଲ ଜୀବନର ହୀରୋ ବୋଲି କହୁଛନ୍ତି ।

Leave a Reply

Your email address will not be published. Required fields are marked *