ଏହି ଚିହ୍ନ ଥିବା ଝିଅମାନେ ସ୍ଵାମୀ ଓ ଶାଶୁଘର ପାଇଁ ଅଟନ୍ତି ଭାଗ୍ୟଶାଳୀ, ପରିବାରରେ ଆଣନ୍ତି ସମୃଦ୍ଧି

ମା, ଝିଅ ଓ ଭଉଣୀ ମାନେ ଘରର ଲକ୍ଷ୍ମୀ ଅଟନ୍ତି । ଏମାନେ ସୌଭାଗ୍ୟର ପ୍ରତୀକ ଅଟନ୍ତି । ସମୁଦ୍ରଶାସ୍ତ୍ର ଅନୁସାରେ ଯଦି ଝିଅମାନଙ୍କ ଶରୀରରେ କିଛି ଚିହ୍ନ ଥାଏ ତ ସେ ବହୁତ ଭାଗ୍ୟଶାଳୀ ଅଟେ । ଏଭଳି ଲୋକ ସହିତ ଯିଏବି ବିବାହ କରେ ତାର ଭାଗ୍ୟ ଖୋଲିଯାଏ । ଏଭଳି ଝିଅ ଶାଶୁଘର ଓ ବାପା ଘରର ନାଁ ରଖିଥାଏ । ଚାଲନ୍ତୁ ଜାଣିବା କେମିତି ଚିହ୍ନ ଥିବା ଝିଅମାନେ ଆପଣଙ୍କ ଘର ପାଇଁ ଶୁଭ ହୋଇଥାନ୍ତି ।

ନାକରେ ତିଳ ଥିଲେ:-

ଯଦି ଝିଅର ନାକ ଉପରେ କି ପାଖ ପାଖି ତିଳ ଥାଏ ତାକୁ ଜୀବନରେ ସବୁ ସୁଖ ପ୍ରାପ୍ତି ହୁଏ । ନାକ ଉପରେ ଏହି ତିଳ ଧାନ ସମ୍ପଦ କୁ ଦର୍ସାଏ । ଏହି ଝିଅ ଯାଉ ଶଶୁରଘରକୁ ଯେ,ସେଠାରେ ପଇସା ର କେବେ କମି ରହେ ନହିଁ ।

ପାଦ ତଳେ ଶଙ୍ଖ କି ଚକ୍ର ଚିହ୍ନ ଥିଲେ:-

ଯଦି କୋଉ ଝିଅ ପାଦତଳେ ପଦ୍ମ,କି ଶଙ୍ଖ ,ଚକ୍ରର ଚିହ୍ନ ଥାଏ,ତ ସେଝିଅ ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହିଭଳି ଚିହ୍ନ ବହୁତ କମ ଝିଅଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏହିଭଳି ଚିହ୍ନ ଥିବା ଝିଅ ପରିବାରର ନାଁ ରଖୀଥାନ୍ତି ।

ନାଭି ର ତଳେ ତିଳ ଚିହ୍ନ ଥିଲେ:-

ଯଦି କୌଣସି ମହିଳାର ନାଭିର ତଳେ ତିଳ ଚିହ୍ନ ଥାଏ ,ତ ବହୁତ ଶୁଭ ହୋଇଥାଏ । ଏହିଭଳି ମହିଳା ବହୁତ ଶୁଭ ଅଟନ୍ତି । ତାଙ୍କ କାରଣରୁ ସୁଖ ଓ ସମ୍ପଦ ଆସିଥାଏ ।

ମଥା ରେ ତିଳ ଚିହ୍ନ ଥିଲେ:-

କିଛି ଝିଅଙ୍କ ମଥା ରେ ତିଳ ଚିହ୍ନ ଥାଏ,ଏହିଭଳି ଝିଅ ବହୁତ ସୌଭାଗ୍ୟଶାଳୀ ଅଟନ୍ତି । ଏଭଳି ମହିଳା ସହିତ ବିବାହ କରିଲେ ଭାଗ୍ୟ ଖୋଲିଯାଏ । ଯଦି ଆପଣଙ୍କୁ ମଥାରେ ତିଳଥିବା ଝିଅ ମିଳିଯାଏ ତ ବୀନା ଭାବି ଚିନ୍ତି ବିବାହ କରିନେବା ଉଚିତ ।

ପାଦ ତଳେ ତ୍ରିକୋଣ ରହିଲେ :-

ଯଦି ଝିଅର ପାଦତଳେ ତ୍ରିକୋଣ ର ଚିହ୍ନ ଥାଏ,ତ ସେ ଘରର ସୁଖ ସମୃଦ୍ଧିର କାରଣ ହୋଇଥାଏ । ଏହି ଭଳି ଝିଅ ବୁଦ୍ଧିମତୀ ହେବ ସହିତ ବୁଝିବାର ହୋଇଥାନ୍ତି । ଇଏ ଘରେଥିଲେ ଆପଣାକୁ କିଛି ଚିନ୍ତା କରିବାର ଆବଶ୍ୟକ ନହିଁ । ଏମାନେ ସବୁ ଅସୁବିଧାର ସମାଧାନ ଜାଣିଥାନ୍ତି ।

ବାଁ ଗାଲରେ ତିଳ ଚିହ୍ନ ଥିଲେ:-

ଯେଉଁ ଝିଅଙ୍କ ବାଁ ଗାଲରେ ତିଳ ଚିହ୍ନ ଥାଏ,ସେ ନିଜ ପରିବାରଙ୍କ ପାଇଁ ଶୁଭ ଅଟନ୍ତି । ତାଙ୍କ କାରଣରୁ ପରିବାରରେ ସବୁବେଳେ ହସ ଖୁସି ରହେ ।

ମୁହଁ ମଝିରେ ତିଳ ଚିହ୍ନ ରହିଲେ:-

ମୁହଁ ମଝିରେ ତିଳ ଚିହ୍ନ ରହିଲେ ସୂଚନା ମିଳିଥାଏ କି ଏହି ଝିଅମାନେ ବହୁତ ବୁଝିବାର ଓ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ମଧ୍ୟରେ ପରିବାରରେ ମିଶି ଚଳିବାର ଗୁଣ ଥାଏ । ଏମାନେ ପରିବାରରେ ଖୁସି ବାଣ୍ଟି ଥାନ୍ତି । ଆଶାଅଛି ଏହି ସୂଚନା ଆପଣଙ୍କୁ ପସନ୍ଦ ଲାଗିବା । କଣ ଆପଣଙ୍କ ଶରୀରରେ ଏହା ମଧ୍ୟରୁ କିଛି ଚିହ୍ନ ଅଛି? ଆମକୁ କମେଣ୍ଟ ରେ ନିଶ୍ଚୟ କହିବେ,ଏହା ସହିତ ସାଥିମାନଙ୍କୁ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *