ମହିଳାଙ୍କ ଏହି ଗୋଟେ ଜିନିଷ କେବେ ଦେଖନ୍ତୁ ନାହିଁ, ନଚେତ ହୋଇପାରେ ମୃତ୍ୟୁ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମହିଳାଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ କୁହା ଯାଇଥାଏ, ଶାସ୍ତ୍ର ଅନୁଯାଇ ଯେଉଁ ମହିଳା ଭୁଲ ଅଭ୍ଯାସ ରଖନ୍ତି ସେ କେବେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇ ପାରନ୍ତି ନାହିଁ । ମହିଳା ମାନେ ଦୁଇ କୁଳ ପାଇଁ ଶୁଭ ହୋଇଥାନ୍ତି ବିବାହ ଆଗରୁ ବାପ ଘର ପାଇଁ ଆଉ ବିବାହ ପରେ ଶଶୁର ଘର ପାଇଁ ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସବୁ ମହିଳା ମାନେ ନିଜ ଶଶୁର ବା ବାପ ଘର ପାଇଁ ଶୁଭ ହୋଇନଥାନ୍ତି ଆଉ ଏହାର ମୁଖ୍ୟ କାରଣ ତାଙ୍କ ଖରାପ ଅଭ୍ଯାସ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଯେଉଁ ମହିଳା କରନ୍ତି ତା ପ୍ରଭାବ ତାଙ୍କ ବାପା ବା ସ୍ଵାମୀ ଆଯ ଉପରେ ପଡିଥାଏ ।

ଶୋଇବା :

ଯେଉଁ ମହିଳା ସକାଳେ ଡେରି ପର୍ଯ୍ୟନ୍ତ ସୁଅନ୍ତି ଆଉ ଡେରି ପର୍ଯ୍ୟନ୍ତ ଶୋଇବା ଦ୍ଵାରା ତାଙ୍କ ଘର ଅସନା ହୋଇ ପଡିଥାଏ ସେହି ମହିଳାଙ୍କ ଘରେ ମତ ଲକ୍ଷ୍ମୀ କେବେ ଆସନ୍ତି ନାହିଁ ଆଉ ପୁରୁଷ ମାନଙ୍କୁ ଆଯ ଆଉ ଆର୍ଥିକ ସମସ୍ୟା ଦେଖିବାକୁ ପଡିଥାଏ ।

ମାଂସ :

ଯେଉଁ ଘର ମହିଳା ମାନେ କୌଣସି ବାର ଦେଖନ୍ତି ନାହିଁ ଆଉ ମାଂସ ଇତ୍ୟାଦି ଖରାପ ଜିନିଷ ସେବନ କରନ୍ତି ତାଙ୍କ ସ୍ଵାମୀ ମଧ୍ୟ ଉନ୍ନତି କରି ପାରନ୍ତି କିନ୍ତୁ ସେହି ପୁରୁଷ ଏହାର କାରଣ ଜାଣି ପାରନ୍ତି ନାହିଁ ସେଥିପାଇଁ ନିଜ ସ୍ତ୍ରୀ ଉପରେ ମଧ୍ୟ କିଛି ଧ୍ୟାନ ଦବା ଉଚିତ ।

ବ୍ରଶ :

ଯେଉଁ ମହିଳା ବହୁତ ପୁରୁଣା ବ୍ରସ ଦ୍ଵାରା ଦାନ୍ତ ସଫା କରନ୍ତି ତାଙ୍କ ଘରେ ମଧ୍ୟ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ସେଥିପାଇଁ ଧ୍ୟାନ ଦିଅନ୍ତୁ ଆଉ ତାଙ୍କ ବ୍ରସ ଖରାପ ହେଲେ ଆପଣ ନୂଆ ଆଣି ଦିଅନ୍ତୁ ନଚେତ ଧନ ହାନି ହବ ।

ମୁଣ୍ଡ ଧୋଇବା :

ଯେଉଁ ମହିଳା ଗୁରୁବାର ଦିନ ମୁଣ୍ଡ ଧୋଇଥାନ୍ତି ତାଙ୍କ ସ୍ଵାମୀ ନିଜ ଜୀବନରେ ଯେତେ ପରିଶ୍ରମ କଲେ ମଧ୍ୟ କେବେ ଆଗକୁ ବଢି ପାରନ୍ତି ନାହିଁ । ସେଥିପାଇଁ ମହିଳା ମାନେ ଏହି କଥା ଉପରେ ବିଶେଷ ଧ୍ୟାନ ଦବା ଉଚିତ ନଚେତ ଆପଣ ଘର ନଷ୍ଟ ହୋଇଯିବ ।

ତେବେ କଣ ଆପଣ ଜାଣିଛନ୍ତି ମହିଳାଙ୍କ କେଉଁ ଅଙ୍ଗ ଛୁଇଁବା ମନା କରା ଯାଇଛି, ଶାସ୍ତ୍ର ଅନୁଯାଇ ମହିଳାଙ୍କ ନାଭି ବହୁତ ପବିତ୍ର ହୋଇଥାଏ ଆଉ ଏଥିରେ ମାତା କାଳୀଙ୍କ ବାସ ହୋଇଥାଏ ସେଥିପାଇଁ ପୁରୁଷଙ୍କୁ ଭୁଲରେ ବି ନାଭି ଛୁଇଁବା ଉଚିତ ନୁହ ନଚେତ ଆପଣ ଜୀବନ ଦୁଃଖ ବଢିବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *