ଏହି ୫ ନାମ ଥିବା ଯୋଡି ଜୀବନରେ କେବେ ଅଲଗା ହୁଅନ୍ତି ନାହିଁ

ବନ୍ଧୁଗଣ, ବିବାହ ଏକ ଏଭଳି ସମ୍ପର୍କ ଯେଉଁଠି ଜନ୍ମଜନ୍ମାନ୍ତର ସାଥି ହୋଇ ରହିବା ପାଇଁ ପରସ୍ପର ସହିତ ପ୍ରତିଶୃତି କରିଥାନ୍ତି । ପ୍ରତ୍ୟକ ବୈବାହିକ ଯୋଡା ମନରେ ଅନେକ ଆଶା ନେଇ ନିଜର ଦାଂପତ୍ଯ ଜୀବନର ଶୁଭାରମ୍ଭ କରିଥାଏ । ପରସ୍ପର ଆଶା କରିଥାନ୍ତି ଯେ, ଦୁହେଁ  ପ୍ରତ୍ୟକ ପରିସ୍ଥିତିରେ ପାଦ ରେ ପାଦ ମିଶାଇ ଚାଲିବେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୫ ଟି ରାଶି ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା କି ନିଜର ଦାଂପତ୍ଯ ଜୀବନରେ କେବେ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇନଥାନ୍ତି ।

ବନ୍ଧୁଗଣ ଜୀବନରେ ପ୍ରେମର ଅନୁଭବ ନ ରହିଲେ ଜୀବନ ଅଧୁରା ଲାଗିଥାଏ । ବନ୍ଧୁଗଣ ଏହି ସବୁ ସମପ୍ରାକ ମଧ୍ୟରୁ ଗୋଟିଏ ସମ୍ପର୍କ ଏଭଳି ଅଛି ଜୀବନସାଥୀ ର, ବନ୍ଧୁଗଣ ଏହା ଏକ ଏଭଳି ସମ୍ପର୍କ ଯେଉଁଥିରେ ଅତ୍ୟଧିକ ବିଶ୍ଵାସ ରହିଥାଏ, ଜୀବନରେ ସମସ୍ତ ସମ୍ପର୍କ ଅଲଗା ହୋଇଯାଇପାରେ, ମାତ୍ର ନିଜ ଜୀବନସାଥି କୁ ନେଇ ଅନେକ ବିଶ୍ଵାସ ତଥା ଆଶା ରହିଥାଏ ଯେ, କିଛି ହେଇଯାଉ ସେ କେବେ ହେଲେ ହାତ ଛାଡିବେ ନାହିଁ । ବନ୍ଧୁଗଣ ବର୍ତ୍ତମାନ ସମୟ ସହିତ ସମ୍ପର୍କ ମଧ୍ୟ ବଦଳିବାକୁ ଲାଗିଛି ।

ଆଜିଭଳି ଦିନରେ ପ୍ରେମର ପରିଭାଷା ବଦଳିବାରେ ଲାଗିଛି । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମାନାଯାଇଛି ଯେ, ପ୍ରତ୍ୟକ ଯୋଡିକୁ ଭଗବାନ ବନାଇଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ନାମର ବ୍ୟକ୍ତି ଅଛନ୍ତି ଯେଉଁମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି ।

୧- “H” ଏବଂ “J” ନାମର ଯୋଡି;- ବନ୍ଧୁଗଣ ଏହି ନାମର ବ୍ୟକ୍ତି ନିଜର ପାର୍ଟନର ଉପରେ ବହୁତ ବିଶ୍ଵାସ କରିଥାନ୍ତି । ପରସ୍ପରକୁ ପ୍ରେମ ମଧ୍ୟ ଅତ୍ୟଧିକ ମାତ୍ରାରେ କରିଥାନ୍ତି । ଏହି ଦୁହିଜଣଙ୍କ ମଧ୍ୟରେ ଝଗଡା ବହୁତ କମ ମାତ୍ରାରେ ହୋଇଥାଏ । ଏହା ବ୍ଯତୀତ ଦୁହେଁ ଦୁହିଁଙ୍କୁ ଉତ୍ତମ ଭାବେ ବୁଝିଥାନ୍ତି । ଉଭୟଙ୍କ ମଧ୍ୟରେ ବୁଝାମଣା ଉତ୍ତମ ଭାବେ ରହିଥାଏ । ଏହି କାରଣରୁ ଉଭୟଙ୍କ ସମ୍ପର୍କ ମଧ୍ୟ ଭଲ ଭାବେ ଅତିବାହିତ ହୋଇଥାଏ ।

୨- “A” ଏବଂ “S” ନାମର ଯୋଡି;- ବନ୍ଧୁଗଣ ଏହି ଦୁଇଟି ନାମର ଯୋଡି ଯଦି ପରସ୍ପର ର ହାତ ଧରି ନିଅନ୍ତି ତେବେ ଜୀବନସାରା ସାଥିରେ ସମସ୍ତ ପରିସ୍ଥିତିରେ ପାଦରେ ପାଦ ମିଶାଇ ଚାଲିଥାନ୍ତି । ପ୍ରେମ ମାମଲାକୁ ନେଇ ବହୁତ ଉତ୍ତମ ସାବ୍ୟସ୍ଥ ହୋଇଥାନ୍ତି । ଏହା ସହିତ ନିଜ ଜୀବନ ସାଥିଙ୍କ ସହିତ ଜୀବନ ସାରା ସମସ୍ତ ସୁଖ ଦୁଖ କୁ ଆପଣେଇ ରହିଥାନ୍ତି । ଏମାନେ ନିଜ ପାର୍ଟନର କୁ ନିଜ ମନର ସମସ୍ତ କଥା କହିଥାନ୍ତି । ଏବଂ ବିଶ୍ଵାସ ପରସ୍ପର ସହିତ ସର୍ବଦା ବନି ରହିଥାଏ ।

୩-“B” ଏବଂ “M” ନାମର ଯୋଡି;- ବନ୍ଧୁଗଣ ଏହି ଦୁଇଟି ନାମର ଯୋଡି କେବେ ମଧ୍ୟ ପରସ୍ପରକୁ ଧୋକା ଦେଇ ନଥାନ୍ତି । ଯଦି ଏମାନେ  ନିଜ ମଧ୍ୟରେ ଜୀବନ ସାରା ସାଥି ହୋଇ ଚାଲିବାକୁ ନିଷ୍ପତ୍ତି ନେଇ ନିଅନ୍ତି, ତେବେ ଏମାନଙ୍କ ସମ୍ପର୍କ ବହୁତ ମଜବୁତ ହୋଇଯାଏ । ଏଥିପାଇଁ ଏମାନେ ପରଫେକ୍ଟ ଲାଇଫ ପାର୍ଟନର ବନିଥାନ୍ତି ।

୪-“K” ଏବଂ “T” ନାମ ର ଯୋଡି;- ବନ୍ଧୁଗଣ ଏହି ୨ ଟି ନାମର ଯୋଡି ପ୍ରେମ ସଂପୂର୍ଣ୍ଣ ଇମାନ୍ଦାରୀ ରେ ନିଭାଇ ଥାନ୍ତି । ଏମାନେ ନିଜ ପାର୍ଟନର ର ସମସ୍ତ ପରିସ୍ଥିତି ରେ ସାଥ ଦେବାକୁ ନିଷ୍ପତ୍ତି ନେଇଥାନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଯଦି କମଜୋର ହେଇଯାଏ, ତେବେ ଏମାନଙ୍କ ମଧ୍ୟରେ ଥିବା ପ୍ରେମ ଉଭୟଙ୍କୁ ଏକା ସହିତ ବନି ରହିବାରେ ଦୃଢ ଭୂମିକା ନିଭାଇ ଥାଏ । ଏଥିପାଇଁ ଏମାନଙ୍କୁ ପରଫେକ୍ଟ ଯୋଡି ବୋଲି କୁହାଯାଏ ।

୫- “R” ଏବଂ “P” ନାମର ଯୋଡି;- ବନ୍ଧୁଗଣ ଏହି ଯୋଡି ନିଜ ପାର୍ଟନର ର ଖୁସି ନିମନ୍ତେ ସମସ୍ତ କାର୍ଯ୍ୟ କରିବାକୁ ସର୍ବଦା ତତ୍ପର ରହିଥାନ୍ତି । ଏହି ଦୁହିଜଣ ନାମର ଯୋଡି ଙ୍କ ମଧ୍ୟରେ ସନ୍ଦେହର ଫାଟ କେବେ ମଧ୍ୟ ଦେଖାଯାଇନଥାଏ । ଏମାନେ ପରସ୍ପର ସହିତ ବହୁତ ଆନନ୍ଦରେ ଜୀବନ ଅତିବାହିତ କରିଥାନ୍ତି । ଏଥିପାଇଁ ଉଭୟଙ୍କ ସମ୍ପର୍କ ବର୍ଷ ବର୍ଷ ଧରି ଚାଲିଥାଏ । ଏମାନେ କେବେ ମଧ୍ୟ ଅଲଗା ହୋଇନଥାନ୍ତି । ବନ୍ଧୁଗଣ ଏହାଥିଲା ଶାସ୍ତ୍ର ଅନୁସାରେ ୫ ଟି ଯୋଡି ମାନଙ୍କର ସଂପୂର୍ଣ୍ଣ ବିବରଣୀ, ଆଶା କରୁଅଛୁ ଆପଣଙ୍କୁ ଏହା ପସନ୍ଦ ଆସିଥିବ । ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *