ଚପଲ ଜୋତା ସହ ଜଡ଼ିତ କିଛି ଭୟଙ୍କର କଥା, ଯାହା ଆପଣ ଜାଣି ନଥିବେ…. ନିଶ୍ଚିନ୍ତ ଦେଖନ୍ତୁ

ଯୋତା ଚପଲ ଆମ ଜୀବନରେ ବହୁତ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାନ୍ତି । ତେବେ କଣ କେବେ ଆପଣଙ୍କ ମା ମଧ୍ୟ ଆପଣଙ୍କୁ ଓଲଟା ଯୋତା ବା ଚପଲ ଦେଖିଲେ ସିଧା କରିବା ପାଇଁ ଗାଳି କରନ୍ତି । ସମସ୍ତଙ୍କ ସହ ଏହା କେବେ ନା କେବେ ନିଶ୍ଚିନ୍ତ ହୋଇଥିବ ଆପଣଙ୍କୁ ଗୋଟେ ଚପଲ ଓଲଟା ବା ସିଧା ଦେଖି ଏହା ଲାଗୁଥିବ ଯେ ଏଥିରେ କଣ ହେଇଗଲା କିନ୍ତୁ ମାନ୍ୟତା ଅନୁଯାଇ ଏହି ଭଳି ଯୋତା ଚପଲ ଦେଖିଲେ ଆପଣଙ୍କ ଘରେ ବା ବାହାରେ ଆପଣଙ୍କ ସହ ଝଗଡା ହୋଇଥାଏ ।

ତେବେ ଆସନ୍ତୁ ଏହି ଭଳି କିଛି ବିଶେଷ କଥା ଜାଣିବା ଚପଲ ଓ ଯୋତା ବିଷୟରେ । ଚପଲ ଆମେ ପାଦରେ ପିନ୍ଧି ଥାଉ ସେଥିପାଇଁ କେହି ଏହା ଉପରେ ଧ୍ୟାନ ଦିଅନ୍ତି ନାହିଁ ତେବେ ଯଦି ଆମେ ଆପଣଙ୍କୁ ଏହା କହିବୁ ଜେ ଚପଲ ଓ ଯୋତା ର ବି ବାସ୍ତୁ ଦୋଷ ହୋଇଥାଏ ତେବେ କୁହା ଯାଇଛି ଯେ ଯଦି ଆପଣ କିଛି ଭଲ ବା ଶୁଭ କାର୍ଯ୍ୟ ରେ ଯାଉଛନ୍ତି ଓ ଆପଣଙ୍କୁ ଚପଲ ବା ଯୋତା ଓଲଟା ଦେଖା ଦେଇଥାଏ ତେବେ ଆପଣଙ୍କୁ ସେହି କାର୍ଯ୍ୟ ରେ ଯିବା ଉଚିତ୍ ନୁହଁ କାହିଁକିନା ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହବ ନାହିଁ ଓ ଆପଣଙ୍କ ଭଲ କାମ ମଧ୍ୟ ଖରାପ ହୋଇପାରେ ।

କୁହା ଯାଇଛି ଯେ ଘରେ ଯଦି ଆପଣ ଛିଣ୍ଡା ଚପଲ ଏହା ଭାବି ରଖି ଦିଅନ୍ତି ଯେ ସମୟ ଆସିଲେ ତାକୁ ସଜାଡି ପିନ୍ଧିବେ ତେବେ ଏହା ଆପଣଙ୍କ ଭୁଲ ଧାରଣା କାହିଙ୍କିନା ଏହି  ଛିଣ୍ଡା ଚପଲ ଆପଣଙ୍କ ଜିବନ ବର୍ବାଦ କରିଥାଏ ଆପଣଙ୍କ ଘରେ ସବୁବେଳେ ଆସନ୍ତି ରହିଥାଏ ଯାହା ସମସ୍ତେ ବୁଝି ପାରନ୍ତି ନାହିଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୁଖ୍ୟ କବାଟ ସାମ୍ନାରେ ଚପଲ ରଖିବା ଜମା ବି ଭଲ ନୁହଁ ଏହା ଦ୍ୱାରା ଆପଣଙ୍କ ଘରକୁ ଲକ୍ଷ୍ମୀ ନୁହ ଦରିଦ୍ରତା ଆସୁଥାଏ ସେଥିପାଇଁ ନିଜ ଘର ଲୋକଙ୍କୁ ଓ ବାହାର ଲୋକଙ୍କୁ ମଧ୍ୟ ଘର ସାମ୍ନାରେ ଚପଲ ରଖିବା ପାଇଁ ମନା କରନ୍ତୁ ।

ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି ଯେ କାହା ଦ୍ୱାରା ଯୋତା ବା ଚପଲ ଉପହାର ସ୍ୱରୂପ ନବା ଉଚିତ୍ ନୁହଁ କାହୀଙ୍କିନା ଏହା ଦ୍ୱାରା ଦଉଥିବା ବ୍ୟକ୍ତିର ସବୁ ନକାରାତ୍ମକ ଉର୍ଜା ନଉଥିବା ବ୍ୟକ୍ତି ଭିତରକୁ ଆସିଥାଏ । ତେବେ ଶାସ୍ତ୍ରରେ କୁହା ଯାଇଛି ଶନିବାର ଦିନ ଯୋତା ବା ଚପଲ କିଣିବା ବହୁତ୍ ଅଶୁଭ ହୋଇଥାଏ ତେବେ ଏହି ଦିନ ଚପଲ କିଣନ୍ତୁ ନାହଁ ।

ଏହା ଛଡ଼ା ଶାସ୍ତ୍ରରେ ଏହା ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ଶନି ଦଶା ଚାଲିଛି ସେହି ଲୋକଙ୍କୁ ଶନିବାର ଦିନ ଶନି ମନ୍ଦିର ବାହାରେ ଚପଲ ଚାଡ଼ିକି ଆସିବା ଉଚିତ୍ ଏହା ଦ୍ୱାରା ଆପଣଙ୍କ ଶନି ଦୋଷ କଟି ଯାଇଥାଏ । ତେବେ ମନ୍ଦିର ମାନଙ୍କ ରେ ଯୋତା ହଜିବା ବା ଚୋରି ହବା ବହୁତ୍ ଶୁଭ ସନ୍ଦେଶ ଦେଇଥାଏ ଏହାର ଅର୍ଥ ଆପଣଙ୍କ ଜୀବନରେ ବହୁତ୍ ଶିଘ୍ର ସୁଖ ସମୟ ଆସିବାକୁ ଯାଉଛି ଆପଣଙ୍କ ସବୁ ଦୁଃଖ ସମୟ ବିତିଗଲା ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *