ଏହି 4 ଟି ମାସରେ ଜନ୍ମିତ ଝିଅ- ବହୁତ ଭାଗ୍ୟବାନ ହୋଇଥାନ୍ତି

ଆଜି ଆମେ ଏହି ଲେଖାରୁ ଜାଣିବା କେଉଁ ମାସରେ ଜନ୍ମିତ ଝିଅ ମାନେ ସ୍ଵୟଂ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ତା ସହିତ ଭାଗ୍ୟବାନ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଶାସ୍ତ୍ରରେ  ସ୍ଵୟଂ ମାତା ଲକ୍ଷ୍ମୀଙ୍କ ବାସ ଥାଏ ବୋଲି କୁହାଯାଇଛି । ଏଥିପାଇଁ ଯେତେବେଲେବି ଗୃହରେ ଝିଏ ଜନ୍ମ ହୋଇଥାଏ, ତେବେ ଲୋକମାନେ କୁହନ୍ତିକି ଲକ୍ଷ୍ମୀ ଆସିଲେ । ମା ଲକ୍ଷ୍ମୀଙ୍କର ଆଗମନ ହେଲା । ବହୁତ ଲୋକଙ୍କ କହିବା ଅନୁଯାଇ ଝିଏ ହେଲେ ଘରେ ସୁଖ ସମୃଦ୍ଧି ଆଣିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ଜନ୍ମ ସହିତ ତାଙ୍କ ଜନ୍ମ ମାସ ମଧ୍ୟ ବହୁତ ଭାଗ୍ୟବାନ ହୋଇଥାନ୍ତି ।

ଏହିମାସରେ ଜନ୍ମ ହୋଇଥିବା ଝିଅ ମାନେ ନା କେବଳ ଭାଗ୍ୟଶାଳୀ ହୋଇଥାନ୍ତି  ତାହା ସହିତ ଏମାନଙ୍କୁ ଭଲ ଶ୍ଵଶୁର ଘର ମଧ୍ୟ ମିଳିଥାଏ , ସାକ୍ଷାତ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହିମାସରେ ଜନ୍ମିତ ଝିଅ ମାନେ । ତେବେ ଆସନ୍ତୁ ଜାଣିବା

Image Courtesy: Google

ଫେବୃଆରୀ ମାସ

ଫେବୃଆରୀରେ ଜନ୍ମ ହୋଇଥିବା ଝିଅଙ୍କ ସ୍ଵଭାବ ବହୁତ ବିନମ୍ର ହୋଇଥାଏ, ଏବଂ ସେମାନେ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏହିଝିଅଙ୍କ ବିବାହ ପରେ ଭଲ ଶାଶୁଘର ମଧ୍ୟ ମିଳିଥାଏ । ତା ସହିତ ଏମାନେ ନିଜ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାନ୍ତି ଏମାନଙ୍କ ଗ୍ରହ ଚଳନ ତାଙ୍କୁ ଲାଭ ଆଣିଥାଏ ।

ଏପ୍ରିଲ ମାସ

Image Courtesy: Google

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ମଧ୍ୟ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ କୁହାଯାଏ । ଶାସ୍ତ୍ର ଅନୁଯାଇ ଏହି ମାସ ବହୁତ ଶୁଭ ହୋଇଥାଏ । ଏହିମାସରେ ଜନ୍ମ ହୋଇଥିବା ଝିଅଙ୍କ ଗ୍ରହ ଚଳନ ବହୁତ ଦ୍ରୁତ ହୋଇଥାଏ, ଯାହା ଦ୍ଵାରା ଏମାନଙ୍କୁ ସଫଳତା ମିଳିଥାଏ । ଏମାନଙ୍କ ଭାଗ୍ୟ ବହୁତ ଉଚ ହୋଇଥାଏ ।

ଜୁନ ମାସ

ଜୁନ ମାସରେ ଜନ୍ମିତ ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିନ୍ତୁ ଅଙ୍କ ଶାସ୍ତ୍ର ଅନୁଯାଇ ଏହି ମାସରେ ଜନ୍ମିତ ସନ୍ତାନ ଶୁଭ ହୋଇନଥାନ୍ତି । କିନ୍ତୁ ଏହିମାସରେ ଯଦି ଝିଅ ଜନ୍ମ ହୋଇଥାଏ ସେ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଏହିମାସରେ ଜନ୍ମିତ ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି, ଏବଂ ନିଜର ଲକ୍ଷ ପ୍ରାପ୍ତି ନିମନ୍ତେ ବହୁତ ପରିଶ୍ରମୀ ହୋଇଥାନ୍ତି ।

Image Courtesy: Google

ସେପ୍ଟେମ୍ବର ମାସ

ଏହିମାସରେ ଜନ୍ମିତ ଝିଅମାନଙ୍କ କୁଣ୍ଡଳୀରେ ଚନ୍ଦ୍ର, ବୁଧ, ଶୁକ୍ର ଏହି ତିନୋଟି ଗ୍ରହଙ୍କ ମିଳନ ହୋଇଥାଏ । ଏହିକରଣରୁ ଜନ୍ମିତ ଝିଅମାନେ ବହୁତ ଧନବାନ ମଧ୍ୟ ହୋଇଥାନ୍ତି । ସେମାନେ ନିଜ ଭାଗ୍ୟ ବଳରେ ସବୁକିଛି ହାସଲ କରନ୍ତି, ଏବଂ କେବେ କାଉନସିର ଅଭାବ ହୁଏ ନାହିଁ । ଏହିଭଳି ଝିଅଙ୍କ ବିବାହ ଭଲ ଧନୀ ବରପାତ୍ର ସହିତ ହୋଇଥାଏ । ବନ୍ଧୁଗଣ ଆପଣ ଯଦି ଏହିମାସରେ ଜନ୍ମ ହୋଇଛନ୍ତି ତ ବହୁତ ଭାଗ୍ୟବାନ ଅଟନ୍ତି । ଏହି 4ଟି ମାସରେ ଜନ୍ମିତ ଝିଅ – ବହୁତ୍ ଭାଗ୍ୟବାନ ହୋଇଥାନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *