ଏହି 6 ଟି ଗୁପ୍ତ ରହସ୍ୟା ସାହାଯ୍ୟରେ ଆପଣ ବନିପାରିବେ ଧନବାନ, ଆସନ୍ତୁ ଜାଣିବା ସେହି ରହସ୍ୟ କଣ

ଧନି ହେବାର ସ୍ଵପ୍ନ ସମସ୍ତଙ୍କର ଥାଏ, କିନ୍ତୁ କିଛି ଲୋକ ସ୍ଵପ୍ନକୁ ପୁରା କରିବା ପାଇଁ ସବୁବେଳେ ପ୍ରୟାସ କରିଥାନ୍ତି । ଯଦି ଆପଣ ଧନୀ ହେବାର ସ୍ଵପ୍ନ ଦେଖୁଛନ୍ତି ଓ ଏହାକୁ ସତ କରିବାକୁ ଚହୁଁଛନ୍ତି ,ଆପଣ ତଳେ କୁହାଯାଇଥିବା 6 ଟି ରହସ୍ୟର ଭଲରେ ପାଳନ କରନ୍ତୁ । ଏହି ଚମତ୍କାର ରହସ୍ୟ ଜାଣିବା ପରେ ଆପଣଙ୍କୁ କେହି ବି ଧନୀ ହେବାରୁ ରୋକୀ ପାରିବେନି । ତେବେ ଆସନ୍ତୁ ଜାଣିବା ସେହି ସବୁ ରହସ୍ୟ ଗୁଡିକ କଣ ।

ପ୍ରଥମ ରହସ୍ୟ

ନିଜକୁ ଧନୀ  ଭାବନ୍ତୁ:- ଲ ଅଫ ଆଟ୍ରକସନ  ହିସାବରେ ଆପଣ ଯାହା ଭାବନ୍ତି ସେଇଆ ହୁଅନ୍ତି । ଯଦି ଆପଣଙ୍କ ଭାବନା ଭଲ କାମ କରିବାର ଅଛି ତ ଆପଣକୁ ଜୀବନରେ ବଡ ଜିନିଷ ହାସିଲ ହୁଏ । ସେଥିପାଇଁ ନିଜକୁ ସବୁବେଳେ ଧନୀ ଭାବନ୍ତୁ, ଓ ଜୀବନ ଧନୀଲୋକ ଭଳି ବିତାନ୍ତୁ । କେବେ ବ ନିଜକୁ ବଡ ଲୋକଙ୍କ ଠାରୁ କମ ଭାବନ୍ତୁ ନହିଁ । ନିଜକୁ ଧନୀ ଭାବିଲେ ଆପଣଙ୍କୁ ଧନୀର ଅନୁଭବ ଆସିବ । ସେହିଭଳି ନିଜକୁ ଗରିବ ଭାବିଲେ ଆପଣ ସବୁବେଳେ ଗରିବ ରହିବେ ।

ଦ୍ଵିତୀୟ ରହସ୍ୟ

ଭଗବାନଙ୍କୁ ଧନ୍ୟବାଦ କରନ୍ତୁ:- ଲୋକଙ୍କୁ ଯେବେ କିଛି ଦରର୍କର ହୁଏ ତ  ଭଗବାନ ପାଖକୁ ଯାଇ ସେ ମନୋକମାନ ପୁରା କରିବାର ପ୍ରାର୍ଥନା କରିଥାଏ,  ଓ ଭଗବାନ ଲୋକଙ୍କ ପ୍ରାର୍ଥନା ଶୁଣନ୍ତି । କିନ୍ତୁ ଏମିତି ବହୁତ ଲୋକ ଅଛନ୍ତି କି ମନୋକମାନ ପୁରାହେଲା ପରେ ବି ଭଗବାନ ଙ୍କ ପାଖକୁ ଯାଇ ଧନ୍ୟବାଦ ଜାଣନ୍ତି ନହିଁ, ଯାହା କି ପୁରା ଭୁଲ ଅଟେ । ଜୀବନରେ କିଛି ପାଇଗଲେ ଭଗବାନ ଓ ସଂସାରର ଧନ୍ୟବାଦ କରନ୍ତୁ ।

ତୃତୀୟ ରହସ୍ୟ

ରାତିରେ ଟଙ୍କା  ଗଣିକି ସୁଅନ୍ତୁ:- ସବୁବେଳେ ରାତିରେ ପଇସା ଗଣି ଶୋଇବା ଶୁଭ ମନାଯାଏ । ଓ ଏହା କରିବା ଦ୍ଵାରା ଧାନରେ ବୃଦ୍ଧି ହୋଇଥାଏ । ସେଥିପାଇଁ ଆପଣ ଭି ରାତିରେ ଶୋଇଲା ପୂର୍ବରୁ ପଇସାର ବଣ୍ଡଲ  ଗଣନ୍ତୁ,ଓ ପୁଣି ତାକୁ ଆଲମରୀରେ ରଖି ଦିଅନ୍ତୁ । ଆପଣ ସବୁବେଳେ ଶୋଇବା ପୂର୍ବରୁ ଏହା କରନ୍ତୁ । ଲଗାତର ଦୁଇମାସ ପର୍ଯ୍ୟନ୍ତ କାଲେ ଲକ୍ଷ୍ମୀ ମାଙ୍କ କୃପା ଦ୍ରୁଷ୍ଟି ରହିବ ।

ଚତୁର୍ଥ ରହସ୍ୟ

ଘରର ବାସ୍ତୁ ଶାସ୍ତ୍ର ଉପରେ ଧ୍ୟାନ ଦିଅନ୍ତୁ:- ବସ୍ତୁଶାସ୍ତ୍ରରେ ବହୁତ ତାକତ ଥାଏ,ଘରେ ବାସ୍ତୁଶାସ୍ତ୍ର ଠିକ ଥିଲେ ଜୀବନରେ କେବେ ଧନର କମି ଅନୁଭବ ହୁଏନି । ଧନୀ ହେବ ପାଇଁ ତିଜୋରିରେ ଜଡିତ ଥିବା ବାସ୍ତୁଶାସ୍ତ୍ର ରେ ଧ୍ୟାନ ଦିଅନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ତିଜୋରି ସବୁବେଳେ ଉତ୍ତର ଦିଗରେ ରହିବା ଆବଶ୍ୟକ । କାରଣ ଧନର ଦେବତା  କୁବେରଙ୍କ ନିବାସ ସ୍ଥାନ ଉତ୍ତର ଦିଗରେ ହୋଇଥାଏ । ଏହାଛଡା ତିଜୋରିରେ ଲକ୍ଷ୍ମୀ ମା ଙ୍କ ଫୋଟୋ ନିଶ୍ଚିତ ରଖନ୍ତୁ । ବାସ୍ତୁଶାସ୍ତ୍ର ର ଏହି ନିୟମ ପାଳନ କାଲେ ଆପଣଙ୍କୁ ଧନୀ ହେବାରୁ କେହି ରୋକୀ ପରିବେନି ।

ପଞ୍ଚମ ରହସ୍ୟ

ଜିନିଷ ଖୋଲିକରି ମାଗନ୍ତୁ :- ପ୍ରକୂ ତି ଓ ଭଗବାନଙ୍କ ଠାରୁ ଯାହା ଚାହୁଞ୍ଛାନ୍ତି ଖୋଳିକରି ମାଗନ୍ତୁ ଓ ଏହି କଥା ଉପରେ ବିଶ୍ବାସ ରଖନ୍ତୁ କି ଭଗବାନ ସବୁଜିନିଷ ନିଶ୍ଚିତ ଦେବେ । ମନରେ ବିଶ୍ବାସ ଥିଲେ ଆପଣ ଯାହା ଚାହିଁଲେ ତାହା ମିଳିଥାଏ । ସବୁ ଜିନିଷ ମିଳିବାର ଗୋଟେ ସମୟ ଥାଏ,ଆପଣ ସେଇ ସମୟର ଅପେକ୍ଷା କରନ୍ତୁ । ଆପଣ ଯାହା ଚାହୁଁ ଛନ୍ତି  ଭଗବାନ ଓ ପ୍ରକୂତି କୁ ଖୋଲିକରି ମାଗନ୍ତୁ,ବାର ବାର ନିଜ ଇଚ୍ଛାକୁ ବଦଳାନ୍ତୁ ନହିଁ । ଯଦି ଇଚ୍ଛାକୁ ବଦଳାଉଛନ୍ତି  ତା ସେ ପୁରା ହେବାକୁ ଡେରି ଲାଗିଥାଏ ।

ଷଷ୍ଠ ରହସ୍ୟ

କେବେ ଲକ୍ଷ୍ମୀ ଙ୍କ ନିରାଦର କରନ୍ତୁ ନାହିଁ :- ଧନର କେବେ ନିରାଦର କରନ୍ତୁ ନହିଁ ,ସବୁବେଳେ ସାଇତିକି ରଖନ୍ତୁ । ପଇସା ତଳେ ପଡିଲେ ତାକୁ ଭଲସେ ସଫା କରି ରଖନ୍ତୁ । ଯେବେ ଘରକୁ ପଇସା ଆସେ ତ ପ୍ରଥମେ ମନ୍ଦିରରେ ରଖନ୍ତୁ ଓ ପରେ ତିଜୋରି ରେ ରଖନ୍ତୁ । ଏମିତି କରିବା ଦ୍ଵାରା ପଇସାର ବୃଦ୍ଧି ହେବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *