ରାତିରେ ଶୋଇବା ପୂର୍ବରୁ ଟିକେ ଲୁଣ ଏହି ଜାଗାରେ ରଖନ୍ତୁ ଓ ସକାଳୁ ଦେଖନ୍ତୁ ଚମତ୍କାର

ଆଜି ଆମେ ଜାଣିବା ଲୁଣର ପ୍ରୟୋଗ, କଣ କରି ପାରିବେ ଲୁଣରେ । ଯଦି ଆପଣଙ୍କ ଜୀବନରେ ବହୁତ ସାରା ସମସ୍ୟା ବଢି ଯାଇଛି, ବହୁତ ଅସୁବିଧା ହଉଛି କି ଆପଣ ରୋଗ ଗ୍ରସ୍ତ ହେଉଛନ୍ତି , କି ଆପଣଙ୍କର କିଛି କାମ ହେଉନି ଏହାର ମାନେ ନେଗେଟିଭ ଏନର୍ଜିର ପ୍ରଭାବ ରହିଛି ।  ନେଗେଟିଭ ଏନର୍ଜି ବହୁତ ପ୍ରକାର ହୋଇଥାଏ ଯେମିତିକି କାହାର ଅଭିଶାପ ଆପଣକୁ ଲାଗିଛି, ହେଇପାରେ କେହି ଲୋକ ଆପଣଙ୍କ ଖରାପ ପାଇଁ ମନ୍ତ୍ରର ଜପ କରୁଛି, ଯଦି କେହି ଆପଣଙ୍କ ଖରାପ ପାଇଁ ପୂଜାପାଠ କରୁଥିବେ, କି କାହାର ଖରାପ ନଜର ଆପଣଙ୍କୁ ଲାଗିଥିବ । ଏହି ସବୁ ହୋଇଥିଲେ ନେଗେଟିଭ ଏନର୍ଜିର ପ୍ରଭାବ ପଡିଥାଏ ।

ନେଗେଟିଭ ଏନର୍ଜି କେଉଁଠିବି ଆସିପାରେ । କେବେ କେବେ ଆମେ ଖରାପ ଲୋକଙ୍କ ପାଖରେ ରହିଥାଏ ଓ ଖାଇଥାଉ ତେବେବି ଆମ କାମ ଖରାପ ହୋଇଥାଏ ଏହା ମନେ ରଖିଥିବେ । ଆପଣ ଭାବୁଥିବେ ଏହା କେମିତି ସମ୍ଭବ, କିନ୍ତୁ ସତରେ ଏମିତି ହୋଇଥାଏ ।

ଯଦି ଆପଣ ଜାଣିଥିବେ ଏହା ଖରାପ ଲୋକ ଅଟେ, ଆପଣ ଯଦି ତାଙ୍କ ଘରେ ଖାଇବେ ତ ଆପଣଙ୍କୁ ତାର ଖରାପ ପ୍ରଭାବ ଲାଗିପରେ, କାରଣ ତାର ଯେଉଁ ଖରାପ କର୍ମର ଫଳ କିଛି କମ ମାତ୍ରାରେ ଲାଗି ପରେ । ଯେଉଁ ଫଣ୍ଡିତମାନେ ପୂଜା ପାଠ କରନ୍ତି, ସେମାନେ କେବେ କାହା ଘରେ କିଛିବି ଭୋଜନ କରନ୍ତି ନହିଁ । ସବୁ ନେବେ ଫଳ ଦକ୍ଷିଣା କିନ୍ତୁ ସେ କେବେ ଭୋଜନ କରିବେ ନହିଁ । କାରଣ ଏଇଆ ହୋଇପାରେ ।  ଯଦି ଆପଣଙ୍କ ଘରେ କିଛି ନେଗେଟିଭ ଏନର୍ଜିର ଅନୁଭବ କରିବେ ତ ଆପଣଙ୍କୁ କଣ କରିବା ଦରକାର । ଯଦି ଆପଣଙ୍କ ଘରେ କାହାକୁ ଭୟଙ୍କର ରୋଗ ହେଇଛି କି କିଏ କୋମାରେ ପଡିଛି । ଲୁଣର ଡବା ନେଇ ସେଥିରେ ତାର ଦୁଇ ହାତକୁ ୧୫ ମିନିଟ ପାଇଁ ଛାଡିଦିଅନ୍ତୁ ।

ସେଇ ଲୁଣକୁ ନେଇ ଟୟଲେଟରେ ପକାଇ ଫ୍ଲସ ମାରିଦିଅନ୍ତୁ । ଯଦି ଏହି ଉପାୟ ୨୧ ଦିନ ପର୍ଯ୍ୟନ୍ତ କରିବେ ସେ ଲୋକ ଠିକ ହୋଇଯିବେ । କିନ୍ତୁ ଏହାକୁ ନିୟମିତ ରୂପରେ ସକାଳେ ଓ ସନ୍ଧ୍ୟାବେଳେ କରନ୍ତୁ । ସେ ରୋଗୀ ବ୍ୟକ୍ତିର ପାଦରେ କପଡା ସହିତ କିଛି ଲୁଣ ପନ୍ଦର ମିନିଟ ପାଇଁ  ବାନ୍ଧି ଦିଅନ୍ତୁ, ସେ ଲୁଣ କାଢୀକି ଏମିତି ନେବେକି  ଆପଣଙ୍କ ହାତ ଯେମିତି ଟଚ ନହେବ । ଆପଣ ଏଠାରେ ଚିମୁଟାର ପ୍ରୟୋଗ କରିପାରିବେ । ତାକୁ ନେଇ ଟୟଲେଟରେ ଫ୍ଲସ କରନ୍ତୁ । ଯେଉଁଠାରେ ଆପଣ ଟୟଲେଟ ଯାଉଛନ୍ତି  ସେଠାରେ କିଛି ଲୁଣ ନେଇ ଡଭାରେ ପୁରେଇ ରଖିଦିଅନ୍ତୁ ।

ଏହାକୁ ଆପଣ ତିନି ଦିନ କି ସାତ ଦିନରେ ବଦଳେଇ ଆଉ ଗୋଟେ ରଖିବେ ଓ ତାକୁ ଫ୍ଲସ ମାରିବେ ଏହାକୁ ଆପଣ ଅଭ୍ୟାସରେ ପକାଇଦିଅନ୍ତୁ । ତିନି ଚାରିମାସ କରିକି ଦେଖନ୍ତୁ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହେବ । ଯେଉଁ ଘରେ ଆପଣ ଶୋଉଛନ୍ତି ଓ ରାତିରେ ଠିକ ସେ ନିଦ ହେଉନି  ଯଦି ଆପଣଙ୍କୁ ଲାଗୁଛି କିଛି ନେଗେଟିଭ ଏନର୍ଜିର ତେବେ ଆପଣ ଡଭାରେ କିଛି ଲୁଣ ନେଇ ଉପର ପାଖରେ ରଖି ଦିଅନ୍ତୁ ଓ ତାର ତିନିଦିନ ଟୟଲେଟରେ ଫ୍ଲସ ମାରିଦିଅନ୍ତୁ ।

ହଠାତ ଆପଣଙ୍କୁ କାହାର କଥା ଲାଗି ଯାଉଛି କି କିଛି କ୍ଷତି ହେଉଛି ଯଦି ଆପଣ ଘର ଭିତରକୁ ପସୁ ପସୁ ଆପଣଙ୍କ ମୁଣ୍ଡ ବୁଲାଉଛି, ଯଦି ଆପଣକୁ ଲାଗୁଛି କିଏ କିଛି କରିଦେଇଛି ତ ଆପଣ ଲୁଣ ନେଇ ମୁଣ୍ଡରୁ ନେଇ ଗୋଡ ପର୍ଯ୍ୟନ୍ତ ଓଲଟ ତିନି ଥର  ଝାଡି ହୋଇ ସଙ୍ଗେ ସଙ୍ଗେ ଫ୍ଲସ ମାରନ୍ତୁ । ଏମିତି ଲଗାତର ଚାରି ଦିନକୀ ସାତଦିନ କରନ୍ତୁ । ଏହି ସମସ୍ୟାର ସମାଧାନ ହୋଇବ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *