ଚୈତ୍ର ନବରାତ୍ରିରେ ଭୁଲରେବି କରନ୍ତୁ ନହିଁ ଏହି କାମ ନହେଲେ ମା ଦୂର୍ଗା ହୋଇବେ କ୍ରୋଧିତ

ନବ ରାତ୍ରି ଯାହାର ଅର୍ଥ ହୋଇଥାଏ ୯ଟା ରାତି ସହିତ ସଜା ହୋଇଥାଏ ମା’ ର ରାତ୍ରି । ନବରାତ୍ରିର ସମୟ ହିନ୍ଦୁ ଧର୍ମର ସବୁଠୁ ମହତ୍ବପୂର୍ଣ ଓ ଆଧ୍ୟାତ୍ମିକ ହୋଇଥାଏ । ଯେଉଁ ମନୁଷ୍ୟ ଏହି ନବ ରାତ୍ରିର ନିୟମ ପୁରା ଶ୍ରଦ୍ଧାର ସହିତ କରିଥାଏ ତାର ସୋଇ ରହିଥିବା ଭାଗ୍ୟ ମଧ୍ୟ ଜାଗି ଉଠିଥାଏ । ନବରାତ୍ରିରେ ମା ଦୂର୍ଗାଙ୍କର ଅଲଗା ଅଲଗା ରୂପ ପୂଜା କରାଯାଇଥାଏ । କୁହାଯାଏକି ମା ର ଏହି ୯ ଟି ରୂପ ବିଦ୍ୟା, କୌସଳ, ସଂସ୍କାର, ବୈଭବ, କୀର୍ତି ସନ୍ତାନ ପ୍ରାପ୍ତି,ରୋଗ ମୁକ୍ତି ଓ କ୍ଲେଶକୁ ଦୂର କରିବା ହୋଇଥାଏ । ଏହି ୯ ଟି ଦିନରେ ଯଦି ଆପଣ ପୂର୍ଣ ଶ୍ରଦ୍ଧା ଓ ସଚ୍ଚା ମନରେ ମା ର ଧ୍ୟାନ ଓ ତପ କରିଥାନ୍ତି । ମା ନିଶ୍ଚିତ ରୂପରେ କଷ୍ଟ ଦୂର କରିଥାନ୍ତି ।


ଚୈତ୍ର ଓ ଶାରଦୀୟ ନବରାତ୍ରି ପୁରା ଦେଶରେ ବହୁତ ଶ୍ରଦ୍ଧାର ସହିତ ପାଳନ କରାଯାଇଥାଏ । ଏହି ବର୍ଷ ନବରାତ୍ରି ୧୩ ଏପ୍ରିଲକୁ ଆରମ୍ଭ ହେଉଛି । ଆଉ ଏହାର ସମାପନ ୨୧ ଏପ୍ରିଲକୁ ହେବ । ନବରାତ୍ରି ସମୟରେ ସବୁଆଡେ ଭକ୍ତି ପୂର୍ଣ ମହୋଲ ରହିଥାଏ । ଶେଥି ପାଇଁ ଏହି ୯ ଦିନରେ ପୁରା ନିୟମର ପାଳନ କରିକି ଶ୍ରଦ୍ଧାର ସହିତ ମା ଦୁର୍ଗାର ପାଳନ କରନ୍ତୁ ଓ ଆଶୀର୍ବାଦ ପ୍ରାପ୍ତ କରନ୍ତୁ । କିନ୍ତୁ ପୁରାଣରେ ଏମିତି କିଛି ନିୟମ କୁହାଯାଇଛି ଯାହାର ଉଲଂଘନ କରିବା ଦ୍ଵାରା ମା ଜଲ୍ଦି କ୍ରୋଧିତ ହୋଇଥାନ୍ତି ।


ଯଦି ଆପଣ ଚହୁଁଛନ୍ତି ମାର ଶ୍ରଦ୍ଧା ଆପଣଙ୍କ ଉପରେ ସବୁବେଳେ ରହିଥାଉ ତେବେ ଏହି ନିୟମର ପାଳନ ନବରାତ୍ରି ଅବସରରେ ନିଶ୍ଚିତ ରୂପରେ କରନ୍ତୁ । ତେବେ ଆସନ୍ତୁ ଜାଣିବା କଣ ସେଇ ନିୟମ ସବୁ ଅଟେ । ନବରାତ୍ରି ସମୟରେ କେବେ ଚୁଟି, ଦାଢି, ନିଶ କେବେବି କାଟିବେ ନହିଁ । ଏହି ଦିନରେ ନଖ କାଟିବା ମଧ୍ୟ ମନା ଅଛି । ନବରାତ୍ରି ଆରମ୍ଭ ହେବ ପୂର୍ବରୁ ଆପଣଙ୍କୁ ଏହି କାର୍ଯ୍ୟ ସମାପ୍ତ କରିଦେବ ଉଚିତ । ଆଉ ଯଦି ନଖ ବଢିଯାଇଛି ତେବେ ତାକୁ ପ୍ରତିଦିନ ପାଣିରେ ସଫା କରିବା ଦରକାର ।


କିନ୍ତୁ କଇଁଚି ବ୍ଲେଡ ଆଉ ଲୁହାର ଜିନିଷର ପ୍ରୟୋଗ ଶରୀରର କେସ ଆଉ ନଖ କାଟିବା ପାଇଁ ବ୍ୟବହାର କରିବା ଅନୁଚିତ ହୋଇଥାଏ । ନବ ରାତ୍ରିରେ ଆମେ ସତ୍ଵିକ ଭୋଜନର ପ୍ରୟୋଗ କରିଥାଉ । ଏହି ଦିନରେ ପିଆଜ ଆଉ ରସୁଣ ଖାଇବା ଅନୁଚିତ ହୋଇଥାଏ । ଏହା ଦ୍ଵାରା ନବରାତ୍ରିରେ ମାଂ-ସ ଆହାର କରିବା ମଧ୍ୟ ବର୍ଜିତ ହୋଇଥାଏ, ଏହା ସହିତ କୌଣସି ନି-ଶା ପଦାର୍ଥର ବ୍ୟବହାର କରିବା ଅନୁଚିତ ହୋଇଥାଏ । ଯେମିତି ତ-ମ୍ବା-କୁ ଗୁ-ଟ୍କା ଇତ୍ୟାଦି ।


ଏହା ସହିତ ଯେବେବି ଆପଣ ରୋଷେଇ ଘରକୁ ଯିବେ, ରୋଷେଇ ଘରେ ଖାଇବା ବନାଇବା ପୂର୍ବରୁ ଏହି ମନ୍ତ୍ର କହିବେ ଓଂ ଦୁର୍ଗାୟନମଃ । ଏହି ମନ୍ତ୍ରର ଜପ କରିକି ହିଁ ଖାଦ୍ଯ ବନାଇବା ଉଚିତ । ଏହା କରିବା ଦ୍ଵାରା ରୋଷେଇ ଘରେ ଥିବା ନକରାତ୍ମକ ଊର୍ଜା ପଳେଇଥାଏ । ଆଉ ମା’ର ପ୍ରସାଦ ରୂପରେ ଅର୍ଣ୍ଣ ବନିଥାଏ । ଯେଉଁଥିରେ ପରିବାରକୁ ଶକ୍ତିର ଊର୍ଜା ମିଳିଥାଏ । ନବରାତ୍ରି ସମର ଅଖଣ୍ଡ ଦୀପ ବା ଘିଅର ଦୀପ ଜଳା ଯାଇଥାଏ ।


ଦୀପକୁ ପ୍ରଜ୍ଵଳିତ କରିବା ପୂର୍ବରୁ ଆପଣଙ୍କ ଘରର ଜଣେ ଲୋକକୁ ବ୍ରହ୍ମଚର୍ଯାର ପାଳନ କରିବା କଥା । ଯଦି ସ୍ଵାମୀ ସ୍ତ୍ରୀ ନବରାତ୍ରିର ପାଳନ କରୁଛନ୍ତି ଏହି ୯ ଦିନରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି । ସେଥିପାଇଁ ଏହି ୯ ଦିନରେ କୌଣସି ପ୍ରକାର ଶାରୀରିକ ସ-ମ୍ବ-ନ୍ଧ ବନାଇବା ଉଚିତ ନୁହେଁ । ଏହି ୯ ଦିନ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଏହି ଦିନରେ ଶାରୀରିକ ସ-ମ୍ବ-ନ୍ଧ ବନାଇବା ଦ୍ଵାରା ମା ଦୂର୍ଗା ରାଗିଯାଇଥାନ୍ତି ।


ଏହି ଦିନରେ ମାଙ୍କ ଘର ଦ୍ଵାର ସବୁବେଳେ ଖୋଲିକି ରଖନ୍ତୁ । ଆଉ ଘରେ ସବୁବେଳେ ଉଜାଲା ରଖନ୍ତୁ ଯେଉଁଥିରେ ମା ପ୍ରସନ୍ନ ହୋଇକି ଘରେ ଯେମିତି ପ୍ରବେଶ କରିବେ । ଘରର ଦ୍ଵାରରେ ରଙ୍ଗୋଲି ବନାଇକି ଆମ୍ବ ପତ୍ର ଓ ଫୁଲର ତୋରଣ ଲଗାନ୍ତୁ । ଆଉ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ ବନାଇକି ମା ଦୂର୍ଗାଙ୍କ ସ୍ଵାଗତ କରନ୍ତୁ । ଏହା ଦ୍ଵାରା ମା ଦୂର୍ଗା ଆପଣଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇବେ ।

Leave a Reply

Your email address will not be published. Required fields are marked *