‘ତୁଝସେ ହେ ରାବତା’ ଟିଭି ସିରିୟଲ ରେ କାମ କରି ଫେମସ ହୋଇଥିବା ଅଭିନେତ୍ରୀ (Reem Shaikh) ରିୟଲ ଲାଇଫ ରେ ଦେଖିବାକୁ ବହୁତ ହଟ ଓ ବୋଲ୍ଡ

ଦର୍ଶକବନ୍ଧୁ, ହିନ୍ଦୀ ଧାରାବାହିକ “ତୁଝସେ ହେ ରାବତା” ସିରିୟଲ ଟି ବର୍ତ୍ତମାନ ବହୁତ ଲୋକପ୍ରିୟ ଧାରାବାହିକ ବନିଯାଇଛି । ମାତ୍ର ଦର୍ଶକଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ହାସଲ କରିଛନ୍ତି । ବନ୍ଧୁଗଣ ଏହି ସିରିୟଲ ର ମୁଖ୍ୟ ଅଭିନେତ୍ରୀ “ରୀମ ଶେଖ” ଜଣେ ଭାରତୀୟ ମହିଳା ଭଳି ଡ୍ରେସ ତଥା ଶାଢୀ ରେ ଜଣେ ସଂସ୍କାରୀ ନାରୀ ଭାବେ ଦେଖିବାକୁ ମିଲିଛନ୍ତି । ମାତ୍ର ଦର୍ଶକବନ୍ଧୁ ଆପଣ କଣ ଜାଣିଛନ୍ତି ଯେ ଡ୍ରେସ ଶାଢୀରେ ସୁନ୍ଦର ଦେଖାଯାଉଥିବା ଏହି ଅଭିନେତ୍ରୀ ଜଣକ ରିୟଲ ଲାଇଫ ରେ ଆଦୌ ଏଭଳି ନୁହନ୍ତି ।

ଏହି ଅଭିନେତ୍ରୀ ଜଣକ ରିୟଲ ଲାଇଫର ଲୁକ ସୋ ଅପେକ୍ଷ୍ୟା ଦେଖିବାକୁ ବହୁତ ଅଲଗା ଯାହା ତାଙ୍କୁ ଆହୁରି ସୁନ୍ଦର ବନାଇଥାଏ । ଯଦି ଆପଣ ତାଙ୍କର ରିୟଲ ଲାଇଫ ର ଲୁକ ଦେଖିବେ ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତାଙ୍କର ରିୟଲ ଲାଇଫ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆସନ୍ତୁ ତେବେ ଜାଣିନେବା “ରିମ ଶେଖ” ଙ୍କର ରିୟଲ ଲାଇଫ ସମ୍ବନ୍ଧରେ,-

ଦର୍ଶକବନ୍ଧୁ, ଟିଭି ଧାରାବାହିକ “ତୁଝସେ ହେ ରାବତା” ର ମୁଖ୍ୟ ଅଭିନେତ୍ରୀ କଲ୍ୟାଣୀ, ଙ୍କ ଜନ୍ମ ସେପ୍ଟେମ୍ଭର ୮ ତାରିଖ ୨୦୦୩ ରେ  ମୁମ୍ବାଇ ସହରରେ ହୋଇଥିଲା । ଏଥିପାଇଁ ତାଙ୍କର ସମସ୍ତ ଶିକ୍ଷା ସେହିଠାରେ ସମାପ୍ତ ହୋଇଥିଲା । ତାଙ୍କର ଆକଟିଂ କାରିୟର ସମ୍ବନ୍ଧରେ କହିବାକୁ ଗଲେ, ସେ ବର୍ଷ ୨୦୧୦ ରେ “ନୀଲ ଭାରେ ନେନା ତେରି ଦେବୀ” ସିରିୟଲ ସାଙ୍ଗେ ଚାଇଲ୍ଡ ଆର୍ଟିସ ଭାବେ କାମ କରିଥିଲେ ।

ସେ ଏହି ସିରିୟଲ ମାନଙ୍କରେ କାମ କରିବା ସହିତ ଏତେ ପପୁଲାର ହୋଇଗଲେ ଯେ, ତାଙ୍କୁ ଚାଇଲ୍ଡ ଆର୍ଟିସ ଭାବେ ବହୁତ ଗୁଡିଏ କାମ କରିବାକୁ ମିଳିଲା । ସେ ଜଣେ ଲୋକପ୍ରିୟ ଚାଇଲ୍ଡ ଆର୍ଟିସ ବନିଗଲେ । ବନ୍ଧୁଗଣ ଏହା ମଧ୍ୟରୁ “ୟେ ଋସ୍ତା କ୍ଯା କେହଲାତା ହେ”, “ନା ବୋଲେ ତୁମ ନା ମେନେ କୁଛ କାହା”, “ଖେଲତି ହେ ଜିନ୍ଦଗୀ ଆଙ୍ଖ ମିଚୋଲି”, “ଦିଆ ଅର ବାତି” ଆଦି ସିରିୟଲ ମାନଙ୍କରେ ନିଜର ଉତ୍ତମ ପ୍ରଦର୍ଶନ ଦେଇ ବହୁତ ପ୍ରସିଦ୍ଧ ହୋଇଥିଲେ ।

ଏହାପରେ ୨୦୧୮ ରେ “ତୁଝସେ ହେ ରାବତା” ରେ ମୁଖ୍ୟ ଅଦାକାରା ଭାବରେ ନିଜର କାରିୟର କୁ ଆଗକୁ ବଢାଇଲେ । ଏବଂ ବର୍ତ୍ତମାନ ୨ ବର୍ଷ ପରେ ମଧ୍ୟ ସେ ଏହି ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ କଲ୍ୟାଣୀ ର ମୁଖ୍ୟ କିରଦାର ନିଭାଇ ଦର୍ଶକଙ୍କ ହୃଦୟ ଜିତୁଛନ୍ତି । ମାତ୍ର ବନ୍ଧୁଗଣ ଜେଭଳି ଏହି ଅଭିନେତ୍ରୀ ଜଣକ କଲ୍ୟାଣୀ କିରଦାର ରେ ସୁନ୍ଦର ଦେଖାଯାଉଛନ୍ତି ।

ସାଲୱାର ଏବଂ ଶାଢୀ ପିନ୍ଧି ସୁନ୍ଦର ଦେଖାଯାଉଥିବା ଏହି ଅଭିନେତ୍ରୀ ଜଣକ ରିୟଲ ଲାଇଫ ରେ ବହୁତ ବୋଲ୍ଡ ଦେଖିବାକୁ ଅଟନ୍ତି । ରିୟଲ ଲାଇଫ ରେ ସେ ସବୁ ପ୍ରକାରର ମୋଡନ ଡ୍ରେସ ରେ ଦେଖିବାକୁ ମିଳନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *