ବିଶ୍ଵାସ ହେବନି ମାତ୍ର ୨ ମିନିଟ ରେ ଦାନ୍ତ ହୋଇଯିବ ଧଳା- Health Tips

ବନ୍ଧୁଗଣ, ଅନେକ ଦିନରୁ ଯଦି ଆପଣଙ୍କର ଦାନ୍ତ ଯଦି ହଳଦିଆ ହୋଇ ରହିଅଛି । ତେବେ ଏହି ଉପାୟ କରିବା ଦ୍ଵାରା ତାହା ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ବନ୍ଧୁଗଣ ଆଜି ଆମେ ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଦାନ୍ତ କୁ ଚମକାଇ ପାରିବେ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ । କେବଳ ୨ ମିନିଟ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କର ଦାନ୍ତ ଚମକି ଉଠିବ । ଏଥିରୁ ଆପଣଙ୍କୁ କୌଣସି ପ୍ରକାର ର କ୍ଷତି ହୋଇନଥାଏ । ଆପଣଙ୍କୁ ପ୍ରଚୁର ଲାଭ ମିଳିଥାଏ ।

୧- ବନ୍ଧୁଗଣ ନ୍ଯାଚୁରାଲ ଉପାୟରେ ଆପଣଙ୍କ ଦାନ୍ତକୁ ସଫା କରିବା ପାଇଁ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକ ହେବାକୁ ଯାଉଅଛି ତାହା ହେଉଛି ଲବଙ୍ଗ । ଆପଣଙ୍କୁ ଏଥିପାଇଁ ୭ ରୁ ୮ ଟି ଲବଙ୍ଗ ର ଆବଶ୍ୟକ ପାଡିବ । ବନ୍ଧୁଗଣ ଲବଙ୍ଗରେ ଆଣ୍ଟିବାୟୋଟିକ ଗୁଣ ରହିଥାଏ । ଏହା ଆପଣଙ୍କ ଦାନ୍ତ ଧଳା କରିବା ସହିତ ଆପଣଙ୍କର ଦାନ୍ତ ଜନିତ ସମସ୍ତ ସମସ୍ଯା ମଧ୍ୟ ଦୂର କରିଥାଏ । ଆପଣ ଲବଙ୍ଗକୁ ଛେଚି ଗୁଣ୍ଡା କରି ନିଅନ୍ତୁ ।

୨- ଏହାପରେ ଦ୍ଵିତୀୟ ସାମଗ୍ରୀ ଟି ହେଉଛି ଲୁଣ, ଆପଣ ଲବଙ୍ଗ ଗୁଣ୍ଡରେ ଅଧ ଚାମଚ ଲୁଣ କୁ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟଟି ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଆପଣ ଏହାକୁ ବ୍ଯବହାର କରିଲେ ନିଜେ ଅନୁଭୂତି କରିପାରିବେ ।

୩- ବନ୍ଧୁଗଣ ଏହାପରେ ତୃତୀୟ ସାମଗ୍ରୀ ଟି ହେଉଛି, ସୁଦ୍ଧ ହଳଦୀ ଗୁଣ୍ଡ । ବନ୍ଧୁଗଣ ହଳଦୀ ରେ ଏଭଳି ଗୁଣ ରହିଅଛି, ଯାହା ଆପଣଙ୍କ ଦାନ୍ତ କୁ ଧଳା କରିବା ସହିତ ଯଦି ଆପଣଙ୍କର ଦାନ୍ତ ପୋକ ଖାଉଅଛି ତେବେ ତାହାକୁ ମଧ୍ୟ ସଠିକ କରିବାରେ ବହୁତ ସହାୟ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଅଳ୍ପ ହଳଦିଗୁଣ୍ଡ ସହିତ ଏକ ଚାମଚ ନଡିଆ ତେଲ ମିଶାଇ ନୀତିଦିନ ବ୍ରସ କରନ୍ତି ତେବେ ଆପଣଙ୍କ ଦାନ୍ତ ସଫା ରହିବା ରହିତ କୌଣସି ପ୍ରକାରର ପୋକ ଜନିତ ସମସ୍ଯା ହେବନାହିଁ ।

୪- ବନ୍ଧୁଗଣ ଏହାପରେ ଚତୁର୍ଥ ସାମଗ୍ରୀ ଟି ହେଉଛି, କାଗେଜି ଲେମ୍ବୁ, ବନ୍ଧୁଗଣ ଲେମ୍ବୁରେ ଏସିଡ ଭାଗ ରହିଅଛି । ଏହା ଦାନ୍ତ ସଫା କରିବା ପାଇଁ ବହୁତ ସହାୟ ହୋଇଥାଏ । ବନ୍ଧୁଗଣ ଲେମ୍ବୁ ରେ ବହୁତ ଉଚ୍ଚ ମାତ୍ରାରେ ଏସିଡ ଭାଗ ରହିଥିବାରୁ ଏହାକୁ ଘରୋଇ ଉପଚାରରେ ଖାଲି ବ୍ୟବହାର କରିବା ବଦଳରେ ଆପଣ ଏଥିରେ ଟିକିଏ ପାଣି ମିଶାଇ ଏହି ଉପଚାରଟିକୁ ବ୍ୟବହାର କରନ୍ତୁ । ବନ୍ଧୁଗଣ ଏଥିରେ ଅଧ ଚାମଚ ଲେମ୍ବୁ କିଛି ପାଣି ମିଶାଇ ଏହି ମିଶ୍ରଣ ଟିକୁ ପ୍ରସ୍ତୁତ କରନ୍ତୁ ।

୫- ଏହାପରେ ଏଥିରେ ଆପଣ ନୀତିଦିନ ବ୍ୟବହାର କରୁଥିବା ଟୁଥପେଷ୍ଟ ର ବ୍ୟବହାର କରନ୍ତୁ । ବନ୍ଧୁଗଣ ସମସ୍ତ ଜିନିଷକୁ ଏକାଠି ଭଲ ଭାବରେ ମିଶାଇ ନିଜ ଦାନ୍ତରେ ଲଗାଇ ବ୍ରସ କରନ୍ତୁ । ଏହାକୁ ଭଲଭାବେ ନିଜ ଦାନ୍ତରେ ପ୍ରୟୋଗ କରନ୍ତୁ । ଆପଣ ଏହାକୁ ନୀତିଦିନ ପ୍ରୟୋଗ କରି ଅତିଶୀଘ୍ର ଏଥିରୁ ଲାଭ ପାଇ ପାରିବେ । ବନ୍ଧୁଗଣ ଏହି ବିଶେଷ ଉପକାରୀ ଟିପ୍ପଣୀ ସମ୍ବନ୍ଧରେ ଜାଣି ଯଦି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *