ଚେହେରାରେ ଚମକ ଆଣିବା ପାଇଁ କରନ୍ତୁ ଏହି ପ୍ରାକୃତିକ ଉପାୟ- Acharya Balkrishna

ଆଜିକା ସମୟରେ ସମସ୍ତେ ନିଜର ସୌନ୍ଦର୍ଜ୍ୟ ବଢେଇବା ପାଇଁ କୌଣସି ନା କୌଣସି ଜିନିଷ ବ୍ୟବହାର କରୁଛନ୍ତି, ଯେଉଁଥିରେ କେମିକାଲ ମଧ୍ୟ ରହୁଛି ଓ ଯାହା କେତକ ଲୋକଙ୍କ ସ୍କିନକୁ ଭଲ କରିବା ବଦଳରେ ଖରାପ କରୁଛି । ତେବେ ଆଜି ଆମେ ଜାଣିବା କିଛି ପ୍ରାକୃତିକ ଉପାୟ ଯାହା ଆମ ତ୍ଵଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିବ ।

ସୌନ୍ଦର୍ଯ ବୃଦ୍ଧିରେ କାକୁଡି ବହୁତ ଉପଯୋଗୀ ଅଟେ । ଚେହେରାର ସୁନ୍ଦରତା ପାଇଁ ତାଜା କାକୁଡିକୁ କାଟି ତାକୁ ଚେହେରାରେ ଘସନ୍ତୁ, ଏମିତି ୫ ମିନିଟ ପର୍ଯ୍ୟନ୍ତ କରନ୍ତୁ । ୨୦ ମିନିଟ ପରେ ଅଳ୍ପ ଗରମ ପାଣିରେ ଚେହେରାକୁ ଧୁଅନ୍ତୁ । ଦେଖିବେ ଚେହେରା ବହୁତ ସୁନ୍ଦର ଦେଖାଯିବ ।

ଚେହେରାର ସୁନ୍ଦରତା ପାଇଁ ଆମେ ବଡିଲୋଶନ ବନେଇଛୁ କ୍ରୀମ ମଧ୍ୟ ବନା ଯାଇଛି । ଲୋକଙ୍କୁ କହୁଥିଲୁ ପ୍ରାକୃତିକ ରୂପରେ ଚେହେରାକୁ ସୁନ୍ଦର ବନାଅ । କିନ୍ତୁ ଏହି କଥା ଲୋକମାନେ କମ ବୁଝି ପାରୁଥିଲେ । ଚେହେରାକୁ ସୁନ୍ଦର କରିବା ପାଇଁ ପ୍ରକୃତିକ ଉପାୟରୁ ବନିଥିବା କ୍ରିମର ପ୍ରୟୋଗ କରନ୍ତୁ । ତା ଭିତରେ ଆମେ କାକୁଡିର ରସ ପକାଇ ବ୍ୟୁଟି କ୍ରିମ ବନାଯାଇଛି । ଶରୀରର ସୁନ୍ଦରତା ପାଇଁ ଓ ପରିସ୍ରା ଜନିତ  କିଛି ସମସ୍ୟା ଥିଲେ କାକୁଡି ବହୁତ ଲାଭକାରୀ ଅଟେ । ଯାହାକୁ ପେଟ ଓ ପରିସ୍ରାର ସମସ୍ୟା ଥିବ ସେମାନଙ୍କୁ ଖିରା ଖାଲି ପେଟରେ ଖାଇବା ଉଚିତ ।

ସକାଳେ ଖାଲି ପେଟରେ କାକୁଡି ଖାଇ ପାରିବେ ନହେଲେ ମଧ୍ୟାହ୍ନରେ ଖାଇ ପାରିବେ । କିଛି ଦ୍ରବ୍ୟା ଏମିତି ହୋଇଥାଏ ଭଗବାନ କିଛି ଖାଦ୍ୟକୁ ସକାଳ ଓ ଆଉ କିଛି ଭୋଜନକୁ ମଧ୍ୟାହ୍ନ ପାଇଁ ବନାଇଛନ୍ତି ଓ ଆଉ କିଛି ରାତ୍ରି ପାଇଁ ବନାଇ ଛନ୍ତି । ସବୁ କ୍ରିୟା ସବୁ ଖାଦ୍ୟ ଓ ଦେଶ କାଳ ପରିସ୍ଥିତିକୁ ଯଦି ଆମେ ଟିକେ ବୁଦ୍ଧିର ସହିତ ବିଚାର କରିବା ତ ଏହାର ବୈଜ୍ଞାନିକ ପୂର୍ଣ ଢଙ୍ଗରେ ଆମେ ପ୍ରୟୋଗ କରିବା ଆମେ ନିରୋଗୀ ହୋଇପାରିବା । ଆମେ ରୋଗମାନଙ୍କଠାରୁ ବଞ୍ଚିପାରିବା । ଶରୀରରେ ଥିବା ଯେଉଁ ରୋଗ ଥାଏ, ଆମେ ତାକୁ ଶାନ୍ତ କରିପାରିବା ଓ ଏହା ବହୁତ ଲାଭକରି ହୋଇଥାଏ ।

ବିଦ୍ର: ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *