ଦିଲ୍ଲୀର ଏହି ବଜାରରେ ଧନୀ ଘରର ମହିଳା ମାନେ କିଣିଥାନ୍ତି ପୁଅ ମାନଙ୍କୁ ଓ ତା ପରେ….

ଆଜିକାଲି ଦୁନିଆରେ ଏମିତି କିଛି କାମ ଚାଲିଛି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆପଣ ବେଶ୍ୟା ବୃତି ଓ ରେଡ ଲାଇଟ ଏରିଆ ବିଷୟରେ ଜାଣି ଥିବେ ଯେଉଁଠି ଝିଅ ମାନଙ୍କ ମୂଲ୍ୟ ନିର୍ଧାରଣ ହୋଇଥାଏ । ଆଜି ଆମେ ଏମିତି ଖବର ଜଣେଇବୁ ଆପଣ ଜାଣିଲେ ଭାବିବେକି ଏମିତି ମଧ୍ୟ ହେଉଛି କି ଦୁନିଆରେ । ହଁ ଆମେ ଆଜି ମହିଳାଙ୍କ ବିଷୟରେ ନୁହେଁ, ପୁରୁଷଙ୍କ ବିଷୟରେ କହିବୁ ।

ଏହି ଜାଗାରେ ପୁରୁଷଙ୍କ ମୂଲ୍ୟ ନିର୍ଧାରଣ ହୋଇଥାଏ । ଯେମିତି ଗୋଟେ ନାରୀ ଟଙ୍କା ନେଇ ପୁରୁଷ ସ ସମ୍ବନ୍ଧ ରଖେ ସେମିତି ଏଠି ପୁରୁଷ ମାନେ ଟଙ୍କା ନେଇ ଧନୀ ଘରର ମହିଳାମାନଙ୍କ ସହ ସମ୍ବନ୍ଧ ରଖନ୍ତି । ଏହି ପୁରୁଷ ମାନଙ୍କୁ ଜିଗୋଲ କୁହାଯାଏ ।

Image Courtesy: Google

ଏହି ପୁରୁଷ ମାନେ ରାତି ୧୦ ଟା ପରେ ଓ ଭୋର ୪ଟା ପର୍ଯ୍ୟନ୍ତ ହାତରେ ରେଡ ରୁମାଲ ବାନ୍ଧି ଛିଡା ହୋଇଥାନ୍ତି । ଏହି ଘଟଣା ରାଜଧାନୀ ଦିଲ୍ଲୀର, ଦିଲ୍ଲୀର କିଛି ଅଞ୍ଚଳରେ ପୁରୁଷ ମାନେ ଏହିସବୁ ଥିରେ ଭାଗ ନେଇଥାନ୍ତି । ଯେଉଁଠି ଧନୀ ଘରର ମହିଳା ମାନେ ତାଙ୍କର ମୂଲ୍ୟ ନିର୍ଧାରଣ କରିଥାନ୍ତି । ଏହି ବ୍ୟବସାୟ ୧୦ ଟାରୁ ୪ ଟା ପର୍ଯ୍ୟନ୍ତ ଚାଲିଥାଏ । ଏହି ବ୍ୟବସାୟ ଦିଲ୍ଲୀର ସରୋଜିନୀ ନଗର, ଲଜ୍ଜତ ନଗର, ପାଳିକା ମାର୍କେଟ ନଗର ଆଦି ଅଞ୍ଚଳରେ ହୁଏ ।

Image Courtesy: Google

ଏହି ସଂସ୍ଥାକୁ ୨୦ ପ୍ରତିଶତ ଦେବାକୁ ପଡିଥାଏ

ଏହି କାମ କରୁଥିବା ପ୍ରତେକ ପୁରୁଷ ତାଙ୍କର ୨୦ ପ୍ରତିଶତ ସେହି ସଂସ୍ଥାକୁ ଦେଇଥାନ୍ତି ଯେଉଁମାନେ ଏହି ସବୁ କାମ ବୁଝିବାରେ ତାଙ୍କୁ ସାହାଯ୍ୟ କରିଥାନ୍ତି । ତେବେ ଏହି ପ୍ରକାର କାମକୁ ବେଶ୍ୟାବୃତି କୁହାଯାଏ । ଏମାନେ ହାତରେ ରୁମାଲ ବାନ୍ଧି ନିଜର ପରିଚୟ ସୃଷ୍ଟି କରିଥାନ୍ତି । ଏହି ବ୍ୟବସାୟ ବହୁତ ଜୋରସୋର ଚାଲିଛି । ଗୋଟେ ରାତି ପାଇଁ ୧୫୦୦୦ ରୁ ୧୮୦୦୦  ପର୍ଯ୍ୟନ୍ତ ଏମାନଙ୍କର ମୂଲ୍ୟ ନିର୍ଧାରଣ ହୋଇଥାଏ । ଏହା ପରେ ସେହି ସଂସ୍ଥା ସେମାନଙ୍କୁ ସେହି ଜାଗାରେ ନେଇ ପହଞ୍ଚାଏ ଯେଉଁଠି ତାଙ୍କୁ ସାରା ରାତି କୌଣସି ଏକ ମହିଳାକୁ ଶାରୀରିକ ସୁଖ ପ୍ରାଦାନ କରିବାର ଥାଏ ।

Image Courtesy: Google

ତେବେ ଏବେକା ଯୁବପିଢୀ ଏଭଳି ବାଟରେ ଯିବା ଆମ ଦେଶ ପାଇଁ ବହୁତ ଦୁଃଖର କଥା । କାମ ଅଭାବରୁ ଲୋକମାନେ ଏଭଳି କାମ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉ ନାହାନ୍ତି । ଆପଣଙ୍କୁ କଣ ଲାଗୁଛି ଏହା କଣ ଠିକ? ଆପଣଙ୍କ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଆକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *