ଚିତାବାଘକୁ ନାକେଦମ୍ କରିଦେଲା ମାଙ୍କଡ଼, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି Video

ଚିତା ବାଘ ଓ ମାଙ୍କଡ ର ମଧ୍ୟରେ ସଂଘର୍ଷ ଚାଲିଛି ମାଙ୍କଡ କୁ ଖାଇବା ପାଇଁ ଚିତାବାଘ ମାତ୍ର ମାଙ୍କଡ ତା ହାତରେ ଆସୁନି । ଏହି ଭିଡିଓ ଏବେ ସବୁ ଆଦଦେ ଭାଇରାଲ ହେବାରେ ଲାଗିଛି ଆମେ ଯଦି ଏହାକୁ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା ଆମ ପାଇଁ ନୂଆ କଥା ନୁହେଁ ଏହା ଆଗରୁ ମଧ୍ୟ ଅନେକ ଥର ଏହି ଭଳି କିଛି ଭିଡିଓ ଆମେ ଦେଖିବା ପାଇଁ ପାଇଛୁ । ଜୀବ ମାନଙ୍କ ଏହି ଭିଡିଓ ଏବେ ସବୁ ଆଡେ ଖୁବ ପସନ୍ଦ କରା ଯାଉଛି ।

ଆପଣ ଜାଣି ଥିବେ ମଣିଷ ର ସ୍ଵାର୍ଥ ପୂରଣ କରିବା ପାଇଁ ସେ ସବୁ କିଛି କୁ ଦାଇ କରି ଦେଇଥାଏ । ଏମିତିକି ସେ ନିଜ ପ୍ରକୃତି ଯାହା ଠାରୁ ତାର ଜେଏନଏମ ଯିଏ ତାକୁ ଲାଳନ ପାଳନ କରିଛି ତାକୁ ମଧ୍ୟ ସେ ହରାଇବା ପାଇଁ ଚେଷ୍ଟା କରୁଛି ।

ମାତ୍ର ଏହା ଭି ସତ୍ୟ ଅଟେ । କି ପ୍ରକୃତି ର ସନ୍ତୁଳନ ଯଦି ଭାଙ୍ଗିଯିବ ତେବେ ସବୁ କିଛି ନଷ୍ଟ ହୋଇଯିବ । ତେବେ ଏହି ଦ୍ରୁଶ୍ଯ ଦେଖିବା ପାଇଁ ଅନେକ ଲୋକମାନେ ଆଗ୍ରହ ପ୍ରକାଶ କରୁଥିବାର ଦେଖା ଯାଇଛି । ଏହି ଭଳି ଆଉ କେତେକ ବିରଳ ଦ୍ରୁଶ୍ଯ ମାନ ମଧ୍ୟ ଆମ ଜୀବନରେ ହୋଇଥିବ ।

ଯାହା ଆମେ ଦେଖି ପାରିନେ ମାତ୍ର ଏହା ଭି ସତ୍ୟ ଅଟେ କି ଏବେ ଚିତା ବାଘ ସବୁ ଠାରୁ ବିରଳ ଜୀବ ଅଟେ । ଯାହା ଦ୍ଵାରା ପ୍ରକୃତି ନିଜକୁ ଦାଇ ଅକରିବ ନି ଏହା ସାଧାରଣ ତ ଏବେ ସାଉଥ ଆଫ୍ରିକା ରେ ଅଧିକା ଦେଖିବା ପାଇଁ ମିଳୁଛନ୍ତି ।

ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା ବାଘ ମାନେ ଆମ ଭାରତ ରେ ଅଛନ୍ତି ମାତ୍ର ଚିତାବାଘ ସଂଖ୍ୟା ଏହି ଠାରେ ଖୁବ କମ ଅଛି । ଚିତା ବାଘ ଖୁବ ପତଳା ଶରୀର ଧାଡ଼ି ଜୀବ ହୋଇଥିବାରୁ ସେ କେଉଁ ଜାଗକାଉ ଭି ସହଜରେ ଯାଇ ପାରିବ ।

ଓ ସେହି ଜାଗାରୁ ସବୁ ଆଡେ ଆରମ ରେ ଡେଇଁ ପାରିବ । ସେ ନିଜ ଭୋକ ମେଣ୍ଟାଇବା ପାଇଁ ଗଛ ଉପରେ ମଧ୍ୟ ଚଢି ପାରେ । ଏହି ଭଳି ଭାବେ ସେ ନିଜ ଭୋକ ମେଣ୍ଟାଇବା ପାଇଁ ବାଘ ଗୋଡାଉଛି ମାତ୍ର ମାଙ୍କଡ ମଧ୍ୟ ବହୁତ ଚାଲାଖ ଅଟେ ସେ ଭି ବାଘ ହାବୁଡରେ ଆସୁନି ।

କାହାକୁ ବା ନିଜ ଜୀବନ ପ୍ରିୟ ନୁହେଁ କିଏ ଚାହେଁ ଏକ ବାଘ ହାବୁଡରେ ପଡିକି ମରିବା ପାଇଁ । ଏହି ଭିଡିଓ କୁ ଦ୍କେହିକି ଅନେକ ଲୋକମାନେ ଅନେକ ପ୍ରକା ମତ ଦେଇଛନ୍ତି କହିଛନ୍ତି କି “ବାଘ ଭାଗ୍ୟରେ ଆଜି ଖାଇବା ନାଇ” କିଛି ଲୋକମାନେ କହିଛନ୍ତି ଏହି ଭିଡିଓ ର ନାମ “catch me if u can” ହେବା କଥା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *