ସମୁଦ୍ର ଭିତରେ Video ରେକର୍ଡ କରୁଥିଲେ ବ୍ୟକ୍ତି, ଫୋନ୍ ଛଡାଇ ଖାଇଗଲା ସାର୍କ, ରେକର୍ଡ ହେଲା ସାର୍କ ଶରୀର ଭିତର ଦୃଶ୍ୟ… ଦେଖନ୍ତୁ Video

ଆଜି କାଲୀ ସୋସିଆଲ ମିଡିଆରେ ଅନେକ କଥା ଦେଖିବା ପାଇଁ ମିଳୁଛି । ଆପଣ ଏହା ମଧ୍ୟ ଜାଣିବା ଦରକାର କି ସାର୍କ ହେଉଛି ବଳ ଶାଳି ମାଛ ମାତ୍ର ସମୁଦ୍ର ଭିତରେ । ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ସମୁଦ୍ର ଭିତରକୁ ଯିବା ପାଇଁ ଖୁବ ପସନ୍ଦ କରିଥାନ୍ତି । ସେଠାରେ ଗାଧୋଇବା କିମ୍ବା ଡାଇଭ କରିକି ସେଠାକାର ଦ୍ରୁଶ୍ଯ ଦେଖିବା ପାଇଁ ଚେଷ୍ଟା କରିବା ନିହାତି ଭାବେ ଦରକାର ଅଟେ ।

ଆପଣ ଏହା ମଧ୍ୟ ଜାଣିବା ଦରକାର କି ସମୁଦ୍ର ରେ ଥିବା ମାଛ ମାନେ ସବୁ ବେଳେ ଖାଇବା ପାଇଁ ଆଗ୍ରହୀ ଥାନ୍ତି ଯେଉଁ ଭଳି ଭାବେ ସ୍ଥଳ ଛାଡ଼ ଜୀବଙ୍କ ମଧ୍ୟରେ କିଛି ମାଂସ ହାରି ଓ କିଛି ସାକା ହାରି ଜୀବ ମାନେ ଛନ୍ତି ସେହି ଭଳି ସମୁଦ୍ର ଅମଧ୍ୟରେ ଅନେକ ଜୀବଙ୍କ ଭଣ୍ଡାର ଅଛି ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବା କି କିଛି ଜଣ ଛନ୍ତି ଯେଉଁ ମାନେ ସମୁଦ୍ର ଭିତରେ ରହିକି ସେଠାକାର ପରିବେଶ କୁ ରେକର୍ଡ ଅକରିବା ପାଇଁ ଭଲ ପାଇ ଥାନ୍ତି ଓ ଏହା ପରେ ଏହାକୁ ସେମାନେ ଲୋକଙ୍କୁ ଦେଖାଇବା ପାଇଁ ହେଉ କିମ୍ବା ନିଜ ଗବେଷଣା ପାଇଁ ହେଉ ବ୍ୟବହାର କରିଥାନ୍ତି ।

ଏହା ପାଇଁ ଅନେକ ଲୋକଙ୍କ ଦୁର୍ବଳତା ରହିଥାଏ । ଏହି ପାଇଁ ସେମାନେ ଅନେକ ଥର ଏହା ମଧ୍ୟକୁ ଯାଇ ଥାନ୍ତି ମାତ୍ର ଏହି ସମୟରେ ଅନେକ ପ୍ରକାର ଖାତରନାକ ପରିସ୍ଥିତି ମଦ୍ୟ ଆସିଯାଇ ଥାଏ ତାଙ୍କ ଆଗକୁ କିଛି ଜଣ ଏହା ମଧ୍ୟରୁ ବଞ୍ଚି ଯାଇ ଥାନ୍ତି ତ କିଛି ଜଣ ଏହା ମଧ୍ୟରୁ ବଞ୍ଚି ପାରି ନଥାନ୍ତି ।

ଆମେ କହିବା କଥା ହେଉଛି କି ବେଳେ ଜୀବ ମାନେ ଆକ୍ରମଣ କରିଥାନ୍ତି । ଓ ଏକ ସମୟରେ ନିଜ ଜୀବନ ବଞ୍ଚାଇବା ସହଜ ହୋଇ ନଥାଏ । ଏହି ଭଳି ଏକ ଭିଡିଓ ଭାଇରାଲ ହୋଇକି ଏବେ ସୋସିଆଲ ମିଡିଆରେ ବୁଲୁଛି ।

ଏକ ଲୋକ ସେଇ ହେଉଛନ୍ତି ଫିଲ୍ମ ନିର୍ମାତା ଓ ନିର୍ଦେଶକ ଜିମି ନିଜ ର ଏକ କ୍ୟାମେରା ସହ ସମୁଦ୍ର ମଧ୍ୟକୁ ନେଇକି ସେଠାରେ କ୍କିହହୀ ରେକର୍ଡ କରୁଥିଲେ ଏହି ସମୟରେ ଏକ ସାର୍କ ଆସିକି ତାଙ୍କ ଫୋନ କୁ ଖାଇବା ରେ ଲାଗିଳା । କେବଳ ଖାଇବାର ଦ୍ରୁଶ୍ଯ ନୁହେଁ ଏହା କ୍କୁ ଖାଇବା ପରେ ତାର ପେଟ ଭିତର ର ଦ୍ରୁଶ୍ଯ ମଧ୍ୟ ଶୁଟିଙ୍ଗ ହୋଇଛି ।

ସାର୍କ ଏହାକୁ ଖାଇବା ପରେ ଏହା ଖାଇବା ଜିନିଷ ନୁହେଁ ଜାଣିବା ପରେ ଏହାକୁ ପାତିରୁ ଖାଧିକି ପକାଇ ଦେଇଥିଲା । ଓ ଚାଲି ଯାଇଥିଲା । ଏହି କ୍ୟାମେରା ର ଦାମ 30000 ଟଙ୍କା ଅଟେ । ତେବେ ଏହି ଭଳି ଦ୍ରୁଶ୍ଯ ସତରେ ବିରଳ କହିଲେ ଚଳେ ।

Leave a Reply

Your email address will not be published. Required fields are marked *