ଟ୍ରକ ଚାଳକଙ୍କ ମୁଣ୍ଡକୁ ଚଢିଗଲା ରାଗ, ଆଉ ତା’ପରେ ଟୋଲ କର୍ମଚାରୀଙ୍କ ସହ ଯାହା କଲେ ଦେଖି ଉଡିଯିବ ଆପଣଙ୍କ ହୋସ…ଥରେ ଦେଖିନ୍ତୁ ଏହି Video

ଟୋଲ କର୍ମ ଚାରି ଙ୍କ ପାଇଁ ତାଙ୍କ ଚାକିରି ହେଲା ଏକ ଦଣ୍ଡ ସମାନ । ଟୋଲ କର୍ମଚାରୀ ଙ୍କୁ ଆଗରେ ରଖୀ ବୋହି ନେଲେ 10 କିଲୋମଟର ଯାଏ ଟ୍ରକ ଚାଳକ । ସବୁ ଦିନ ଭଳି ସେହି ଦିନ ମଧ୍ୟ ଏହା ଏକ ସମ୍ଭାବନା ର ସକାଳ ଥିଲା । ଆମେ ଜଣାଇଛେ କି ସମଜାରେ କୁହାଯାଇ ଥା ଏକଇ ରାଗ ଆସିବା ମାତ୍ରେ ମଣିଷ ଜାଣି ପାରିନଥାଏ କି ସେ କଣ କରୁଛି କିମ୍ବା ସେ ଏହା ମଧ୍ୟ ଜାଣି ପରି ନଥାଏ କି ସେ କାହିଁକି କରୁଛି ।

ଆପଣ ଏହା ଜାଣିବା ନିହାତି ଭାବେ ଦରକାର କି ଆମେ ରାଗିବା ସ୍ଵାଭାବିକ କିନ୍ତୁ କେଉଁ ଜାଗାରେ ରାଗିଲେ ଏହା ଆମ ପାଇଙ୍ଖାରପ ହୋଇ ପରେ ଓ କେଉଁ ଜାଗାରେ ରାଗିଲେ ଏହା ଖରାପ ହୋଇଥାଏ । ଏହା ଆମ ପାଇଁ ଜାଣିବା ନିହାତି ଭାବେ ଦରକାର ଅନେକ ସମୟ ରେ ଆମ ହାତରେ କିଛି ନଥାଏ ।

ଏହା ପାଇଁ ଆମକୁ ଅନେକ ଚେଷ୍ଟା କରିବା କୁ ପଡେ କି ଆମେ ପରିସ୍ଥିତି ଦେଖିକି କାମ କରିବା । ତେବେ ଟ୍ରକ ଚାଳକ ସବୁ ଦିନ ଭଳି ନିଜ କାମ କରୁଥିଲେ ସେ କିଛି ଆଳୁ ନେଇକି ଯାଉଥିବା ସମୟରେ ଟୋଲ ଗେଟ ପାଖେ ତାଙ୍କଉ ଅଟକ ରଖା ଯାଇଥିଲା ।

ସବୁ କିଛି ଯାଞ୍ଚ ହେବା ପରେ ତାଙ୍କ ଗାଡିର ଫାଷ୍ଟ ରାଗ କାମ ନ ହୋଇଥିବାରୁ ଟୋଲ ଫ୍ରୀ କର୍ମ ଚାରି ମାନେ ତାଙ୍କ ସହ ଯୁକ୍ତି କରି ଥିଲେ କି ଏହା ପାଇଁ ତାଙ୍କଉ ଅଧିକା ଟଙ୍କା ଦେବା ଅପାଇନ ଅପଡିବ । କିନ୍ତୁ ଏହା ପାଇଁ ଟ୍ରକ ଚାଳକ ମନା କରିଥିଲେ ।

ଏହି ଭଳି ଅନେକ ଝଗଡା ଚାଲିବା ଦ୍ଵାରା ଟ୍ରକ ଚାଳକ ସେଟହରୁ ରାଗି ଯାଇ ଚାଲି ଯିବା ପାଇଁ ବାହାରି ଥିଲେ । ମାତ୍ର ତାଙ୍କୁ ଅଟକାଇବା ପାଇଁ ଏକ କର୍ମ ଚାରି ସେହି ଟ୍ରକ ର ବନେଟ ରେ ଚଢି ଯାଇ ଥିଲେ । ଏହା ପରେ ଟ୍ରକ ଚାଳକ ତାଙ୍କଉ ସେହି ବନେଟ ରେ ଝୁଲାଇକି ତାଙ୍କୁ ନେଇ ଯାଇଥିଲେ ଅନେକ ଦୂର ଯାଏ ।

ସେ ତାଙ୍କୁ ପ୍ରାୟ 10 କିଲୋମିଟର ଯାଏ ବୋହି ନେଇ ଯାଇ ଥିଲେ ଏହା ପରେ ପୋଲିଶ ଆସି ତାଙ୍କୁ ଉଧାର କରିଥିଲା ଟ୍ରକ କୁ ଅଟକାଇବା ପରେ । ଏହି ଭଳି ଦଣ୍ଡ ମିଳିଲା ଟୋଲ ଗେଟ ରେ ଥିବା କର୍ମ ଚାରି ଙ୍କୁ । ରାଗ ଦ୍ଵାରା ମଣିଷ ନିଜର ସବୁ କିଛି ହରାଇ ଦେଇ ଥାଏ । ମାତ୍ର ଏତେ ରାଗ କରିବା ଦ୍ଵାରା ସେ ଅସୁବିଧାରେ ଫାଶୀ ଯାଇ ଥାଏ ।

ନିଜକୁ ବଞ୍ଚାଇବା ପାଇଁ କିଛି ଉପାୟ ନଥିଲା ଟୋଲ କର୍ମ ଚାରି ଙ୍କ ପାଖରେ । ସେ ଅମଧ୍ୟ ଝୁଲିକି ଚାଲି ଆସିଥିଲେ । ଏହି ମାମଲା ଆନ୍ଧ୍ରପ୍ରଦେଶ ର କୁଳମୂଳ ଜିଲାର ଆମତାତେଡୂ ର 5 ନମ୍ବର ଜାତୀୟ ରାଜପଥ ରେ ହୋଇଥିଲା । ଏବେ ମଧ୍ୟ ପୋଲିଶ ଅଟକ ରଖିକି ଏବେ ଏହାର ଯାଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *