ଗୁଟଖା ଓ ତମାଖୁ ବିଜ୍ଞାପନକୁ ନେଇ Prakruti-Elina ହେଲେ ମୁହାଁ ମୁହିଁ, କିଏ କହୁଛି କଣ ? ଦେଖନ୍ତୁ ଏହି Video

ଗୁଟକା ଓ ତମ୍ବାକୁ କୁ ନେଇ ମୁହଁ ଖୋଲିଲେ ପ୍ରକୃତି ମିଶ୍ର ଓ ଏଲିନା । ନିଜ ମାତା ରଖିଲେ ସଭିଙ୍କ ଆଗରେ । ଆପଣ କଣ ସାରା ଭାରତ ଜାଣିଛି କି ଆମ ଦେଶରେ ସବୁଠାରୁ ଅଧିକା ଦୁଇଟି ଜିନିଷକୁ ଲୋକମାନେ ଅଧିକା ପସନ୍ଦ କରିଥାନ୍ତି । ତାହା ହେଉଛି ସିନେମା ଓ କ୍ରିକେଟ । ଏହି ଦୁଇ ଜିନିଷ ଯଦି ଭାରତ ହେଉ କିମ୍ବା ଭାରତ ବାହାରେ ହେଉ ଏହା ଅଧିକ ମାତ୍ରାରେ ଚାଲିଛି । ତେବେ ଏହା ଆମ ପାଇଁ ବହୁତ ବଡ ଖବର ହୋଇ ପାରେ ।

କି ଜଣେ ଷ୍ଟାର ଯିଏ କି ନିଜ କୁ ସବୁଙ୍କ ଆଗରେ ଇଡିଆଲ ଭାବୁ ଛନ୍ତି ସେମାନେ ଯଦି ଖରାପ କାମରେ ନିଜକୁ ଦ୍କେହାଇବେ ତ ସେୟା ଅନ୍ୟ ଲୋକମାନେ ମଧ୍ୟ କରିବେ । ତେବେ କିଛି ଦିନ ତଳେ ଅକ୍ଷୟ କୁମାର ଏକ ଆଡ କରିଥିଲେ ଯେଉଁ ତିରେ ସେ ତମ୍ବାକୁ କିମ୍ବା ଗୁଟକା ର ଆଡ କରିଥିଲେ ।

ଏହା ଆଗରୁ ତାଙ୍କୁ ଅନେକ ପ୍ରକାର ଅଫର ଆସିଥିଲ୍ଲା ମାତ୍ର ସେ ଏହା ପାଇଁ ମନା କରି ଦେଇଥିଲେ । କିନ୍ତୁ ଏହା ପରେ ସେ ଏହାକୁ ଅକରିବା ପାଇଁ ବାଧ୍ୟ ହୋଇ ଥିଲେ କିମ୍ବା ତାଙ୍କ ଇଚ୍ଛାରେ କରିଥିଲେ ଏହା ଭଗବାନ ଙ୍କ ଇଚ୍ଛା । ଏହା କୁ ନେଇ ଆମ ଓଡିଆ ଜଗତର ଦୁଇ ତାରକା ଙ୍କୁ ପଚରା ଯାଇଥିଲା ତ ସେ କହିଥିଲେ କି ସେମାନେ ଏହା ପାଇଁ ଏକ ନିଜର ମତ ଦେବେ ।

ପ୍ରଥମେ ଏଲିନା ଙ୍କୁ ପଚରା ଯାଇଥିଲା ସେ ଆଖିଥିଲେ କି ହଁ ତାଙ୍କୁ ମଧ୍ୟ ଆଡ ଆସେ । ବହୁତ ସାରା ସେ ଏହା ମଧ୍ୟ କହି ଥିଲେ କି ତାଙ୍କୁ ବହୁତ ସାରା ମଦ କମ୍ପାନୀ ର ଲୋକମାନେ ମଧ୍ୟ ଅଫର ଦେଇଛନ୍ତି କି ସେ ଏହି ଭଳି କିଛି ଆଡ କରିବେ ।

କିନ୍ତୁ ସେ ଆଖିଲେ ମୁ ଏହାକୁ ଖୋଲା ଖୋଲି ଭାବେ ମନା କରିଛି ମୁ କହିଛି କି ମୋ ପାଇଁ ଏହି ଆଡ ଆପଣ ଦେଖିବେନି କାରଣ ମୁ ଏହା କରିବିନି । କିନ୍ତୁ ଏହା ନିଜ କଥା କି ଆମେ କଣ କରିବା କଣ ନକରିବା । ଏଲିନ କହିଲେ କି ଅଭିକା ସବୁଙ୍କ ବୁଦ୍ଧି ଏତେ ଅଧିକା ହୋଇଗଲାଣି କି କଣ ଭୁଲ କଣ ଠିକ ସେମାନେ ନିଜେ ଜାଣି ପାରୁଛନ୍ତି ।

ଏହା ପାଇଁ କାହାକୁ କିଛି କହିବା ଏକ ବଡ ଭୁଲ ଷ୍ଟେଟମେଣ୍ଟ ହୋଇଯିବ । ତା ପରେ ସେ କହିଲେ କି ସେ ସୋସିଆଲ ମିଡିଆରେ ତାଙ୍କ ପୋସ୍ଟ କୁ ଲାଇକ କରିଛନ୍ତି । ଏହାକୁ ନେଇକି ପ୍ରକୃତି କହିଲେ ଆମ କାମ ହେଲା କାହାକୁ ପ୍ରମୋଟ କରିବା ଏହା ଆମ ଉପରେ ରହିଲା କି ଆମେ କଣ କରିବା କଥା ।

ନିଜ କଥା ଏଟା । ଯଦି ଏହା ଦେହ ପାଇଁ ଏତେ ଖରାପ ତେବେ ସରକାର ଏହାକୁ ସରକାର ବନ୍ଦ କରିବା ଦରକାର ଯଦି ଏହା ବିକ୍ରି ହେବନି ତେବେ ଏହା ଆଡ ଦରକାର କରିବନି । ଆଉ କାହାକୁ ଆମେ ବ୍ଲେମ କରି ପାରିବା ନି । ତଥାପି ନିଜେ ଅକ୍ଷୟ କୁମାର ଏହା ପାଇଁ ଖୁବ ଭଲ ଭାବେ କ୍ଷମା ମଧ୍ୟ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *