୪ଟି ଛୁଆ ହେଲା ପରେ ମଧ୍ୟ ରବିନାଙ୍କର ଅଛି ଏହି ଭଳି ସୌକ, ଜାଣି ଉଡିଯିବ ହୋସ  

ଦୁନିଆରେ ସମସ୍ତଙ୍କ ସୌକ ବହୁତ ଅଲଗା ଅଲଗା ପ୍ରକାରର ହୋଇଥାଏ । ତେବେ ବଡ ଲୋକଙ୍କ ବଡ ସୌକ ହୋଇଥାଏ କିନ୍ତୁ କିଛି ଲୋକଙ୍କ ସୌକ ବହୁତ ଅଜବ ଗଜବ ହୋଇଥାଏ । ରବିନା ଟନଡନଙ୍କୁ କିଏ ବା ଜାଣି ନାହିଁ, ୯୦ ଦଶକରେ ରବିନା ସମସ୍ତଙ୍କ ମନ ରାଣୀ ଥିଲେ । ଲୋକ ରବିନାଏନକେଏନ ଚଳଚିତ୍ର ଦେଖିବା ପାଇଁ ଦିବାନା ଥିଲେ, ତେବେ ତାଙ୍କ ସୁନ୍ଦରତା ଆଜିବି ଲୋକଙ୍କୁ ଦିବାନା କରୁଅଛି । ତେବେ କଣ ଆପଣ ଜାଣିଛନ୍ତି ୪ଟି ଛୁଆ ପରେ ବି ରବିନାଙ୍କ ସୌକ କଣ ଆସନ୍ତୁ ଜାଣିବା ।

ମସ୍ତ ମସ୍ତ ଗର୍ଲ ରବିନା ଟନଡନ ଜନ୍ମ ୨୬ ଅକ୍ଟୋବର ୧୯୭୦କୁ ମୁମ୍ବାଇରେ ହୋଇଥିଲା, ତାଙ୍କ ଛୁଆ ବେଳୁ ସଜ ହବା ଓ ଡ୍ୟାନ୍ସ କରିବା ବହୁତ ପସନ୍ଦ ଥିଲା ।

Image Courtesy: Google

ରବିନାଙ୍କ ବାପା ବହୁତ ପରିଚିତ ନିର୍ମାତା ଓ ନିର୍ଦେଶକ ଥିଲେ । ଏହି କାରଣ ପାଇଁ ରବିନା ବହୁତ ଗୁଡେ ଫିଲ୍ମ ଶୁଟିଙ୍ଗରେ ଯାଇଥାନ୍ତି ଓ ସେଠାରେ ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀଙ୍କୁ ଦେଖି ଥାନ୍ତି । ତେବେ ତାଙ୍କୁ ବଡ ହବା ପରେ ଚଳଚିତ୍ରରେ ଆସିବା ପାଇଁ କିଛି ଅସୁବିଧା ହେଲା ନାହିଁ ତେବେ ରବିନାଙ୍କ ପ୍ରଥମ ଚଳଚିତ୍ର ଥିଲା “ପଥର କେ ଫୁଲ” ଯାହା ସେ ସଲମାନ ଖାନ ସହ କରିଥିଲେ ଓ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ଓ ସୁନ୍ଦରତା ବହୁତ ପସନ୍ଦ ମଧ୍ୟ ଆସିଥିଲା ।

Image Courtesy: Google

ମୋହରା ଫିଲ୍ମ ଦ୍ଵାରା ରବିନାଙ୍କୁ ବହୁତ ପ୍ରସିଦ୍ଧି ମିଳିଥିଲା ଓ ଏହି ଫିଲରେ ଟିପ ଟିପ ବର୍ଷା ପାନି ଗୀତ ଲୋକଙ୍କୁ ତାଙ୍କର ଆହୁରି ଦିବାନା କରିଥିଲା ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବହୁତ ଫିଲ୍ମରେ ରବିନା ଗମ୍ଭୀର, କମେଡି ଯାହା ଅଭିନୟ କଲେ ଲୋକଙ୍କୁ ତାହା ପସନ୍ଦ ଆସିଥିଲା । ରବିନାଙ୍କ ବିବାହ ଆଗରୁ ସେ ଦୁଇ ଝିଅଙ୍କୁ ଆଡପ୍ଟ କରିଥିଲେ ଓ ବିବାହ ପରେ ତାଙ୍କୁ ଦୁଇଟି ଛୁଆ ଅଛନ୍ତି । ତେବେ ତାଙ୍କ ସ୍ବାମୀଙ୍କ ନାମ ଅନିଲ ଥଦାନି ଅଟେ ।

Image Courtesy: Google

ତେବେ ରବିନା ବିବାହ ପରେ ଚଳଚିତ୍ର ଦୁନିଆରୁ କିଛି ଦୂରେଇ ଯାଇଥିଲେ କିନ୍ତୁ ଏବେ ବି ତାଙ୍କୁ ନିଜ ଲୁକ୍ସରେ କୌଣସି କମି ଦେଖା ଗଲେ ସେ କ୍ୟାମେରା ଆଗକୁ ଆସନ୍ତି ନାହିଁ । ସେ ଆଜିବି ସଜ ହବାକୁ ଇଛା କରନ୍ତି ଓ ନେକ ଲାଇନ ଭଳି ଡ୍ରେସ ପିନ୍ଧିବା ପସନ୍ଦ କରନ୍ତି ତେବେ ୪ଟି ଛୁଆଙ୍କ ମା ହୋଇ ମଧ୍ୟ ସେ ଆଜିବି ବହୁତ ସୁନ୍ଦରୀ ଅଟନ୍ତି । ତେବେ ରବିନା ଟନଡନ ଆଜି ଯେତେ ବୟସର ଅଛନ୍ତି ତାଙ୍କ ଆଗରେ କମ ବୟସ ଅଭିନେତ୍ରୀ ମାନେ ବୁଢୀ ଦେଖା ଯାଉଛନ୍ତି କିନ୍ତୁ ସେ ଆଜିବି ୨୫ ବର୍ଷର ଦେଖା ଯାଉଛନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *