ଚୁପଚାପ ଏଇଠି ଫିଙ୍ଗି ଦିଅନ୍ତୁ ଅଳ୍ପ ମୁଗ, ରାତାରାତି ଚମକି ଉଠିବ ଭାଗ୍ୟ

ଅର୍ଥାତ ଦୁଃଖ କୁ ହାରି ଆନନ୍ଦ ଓ ସୁଖ କୁ ଜୀବନ ରେ ଭରି ଦେବା କେବଳ ଏକମାତ୍ର ଭଗବାନ କରନ୍ତି । ସେ ହେଉଛନ୍ତି ଭଗବାନ ଗଣେଷ । ଭଗବାନ ଗଣେଷ ଙ୍କୁ ପ୍ରଥମ ପୂଜନୀୟ ଅଟନ୍ତି । କାରଣ ମହାଦେବ ଙ୍କ ବରଦାନ ଅନୁସାରେ କୌଣସି ବି ମଙ୍ଗଳମୟ କାର୍ଯ୍ୟ ପୂର୍ବ ରୁ ପ୍ରଥମେ ଗଣେଷ ଙ୍କ ପୂଜା କରାଯାଏ ।

ଜୀବନ ରେ ସବୁବେଳେ ସବୁ ଦୁଃଖ ର ଅନ୍ତ କରି ଏବଂ ସମସ୍ୟା କୁ ସମାଧାନ କରି ଜୀବନ ରେ ସୁଖ ଭରିଦିଏ ।  ମୁଗ ର କିଛି ଉପାୟ ଦ୍ଵାରା ଆପଣଙ୍କ ଜୀବନ ରେ ସୁଖ ଓ ଆନନ୍ଦ ଭରି ଦେଇଥାଏ । ଏହି ଉପାୟ ଦ୍ଵାରା ଆପଣ ଙ୍କ ଜୀବନ ରେ ସୁଖଶାନ୍ତି ଓ ଧନ ହୋଇଥାଏ ।

Image Courtesy: Google

ଜୀବନରେ ସମସ୍ତେ ଖୁସି ଚାହିଁଥାନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖ ଶାନ୍ତି ଓ ଆନନ୍ଦ ଚାହିଁଥାନ୍ତି । କିନ୍ତୁ ଆଜିକା ଯୁଗ ରେ ସବୁ ଖୁସି,ପଇସା ଓ ଧନ ସମ୍ପତି ସହ ଯୋଡି ହୋଇ ରହିଛି । ଯଦି କୌଣସି ବ୍ୟକ୍ତି ପାଖରେ ଧନ ବୈଭବ ଓ ଭୋଗବିଳାସ ର ସାଧନ ଅଛି । ତେବେ ସେହି ବ୍ୟକ୍ତି ଓ ତା ପରିବାର ସର୍ବଦା ଖୁସି ଆଉ ଆନନ୍ଦ ର ଉପଭୋଗ କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ପରିଶ୍ରମ କରିଥାଏ । କାରଣ ସେ ତା ଜୀବନ ରେ ବହୁତ ସାରା ପଇସା କମାଇବାକୁ ଚେଷ୍ଟା କରିଥାଏ ।

Image Courtesy: Google

ଶାସ୍ତ୍ର ଅନୁସାରେ ଶ୍ରୀ ଗଣେଶ ଙ୍କ ପୂଜା ସବୁ ଦେବାଦେବୀ ଙ୍କ ଠାରୁ ପ୍ରଥମେ ହୋଇଥାଏ । ଭଗବାନ ଗଣେଶ ଙ୍କୁ ବୁଧବାର ବହୁତ ପ୍ରିୟ ଅଟେ । ଭଗବାନ ଗଣେଶ ଙ୍କୁ ପ୍ରସନ୍ନ କରିବା ପାଇଁ ମୁଗ ରେ ତିଆରି ଲଡ୍ଡୁ ଭୋଗ ରେ ଲଗାଇଲେ ଭଗବାନ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଯଦି ମୁଗ ର ଲଡ୍ଡୁ ନାହିଁ ତେବେ ଆପଣ ବୁନ୍ଦି ଲଡ୍ଡୁ କିମ୍ବା ଗୁଡ ମଧ୍ୟ ଭୋଗ ଲଗାଇପାରିବେ । ଯେଉଁ ଦିନ ବି ଆପଣ ଏହି ଉପାୟ କରନ୍ତି ସେହି ଦିନ ଠାରୁ ଆଗାମୀ ୭ଦିନ ପର୍ଯ୍ୟନ୍ତ କରିବେ ।

Image Courtesy: Google

ଯଦି ଆପଣ ବୁଧବାର ଦିନ ଆରମ୍ଭ କରନ୍ତି ତେବେ ଆଗାମୀ ୭ଟି ବୁଧବାର ଯାଏ ଏହି ଉପାୟ କରିବେ । ତା ପରେ ଆପଣ ଦେଖିବେ ଆପଣଙ୍କ ଜୀବନ ରେ,ବ୍ୟବସାୟ ର ବାଧା ଦୂର ହୋଇଯିବ ।  ଗାଈଗୋରୁ ମାନଙ୍କୁ ସବୁଜ ଘାସ ଖୁଆଇବା ଦ୍ଵାରା ସବୁ ଦେବାଦେବୀ ଙ୍କ କୃପା ହୋଇଥାଏ । ଏହା ଛଡା ଆପଣ କୌଣସି ଜରୁରତମନ୍ଦ ଲୋକଙ୍କୁ କିଛି ସବୁଜ ଫଳ ଦିଅନ୍ତୁ । ଗ୍ରୀନ ମୁଗ ଉପାୟ ଦ୍ଵାରା ଆପଣ ଙ୍କ ଉପରେ ଥିବା ଋଣ ର ସମସ୍ୟା ଦୂର ହୋଇଥାଏ ।

Image Courtesy: Google

ଏହି ଉପାୟ ପାଇଁ ଆପଣଙ୍କୁ ଗ୍ରୀନ ମୁଗ କୁ ଆଣି ସକାଳୁ ସୂର୍ଯ୍ୟ ଉଦୟ ହେବା ପୂର୍ବ ରୁ ଏକ ସବୁଜ ରଙ୍ଗ ର କପଡା ଆଣି ସେଥିରେ ଟିକେ ଟିକେ କରି ଗ୍ରୀନ ମୁଗ କୁ ୫ଥର ରେ ତା ଉପରେ ରଖି ଦିଅନ୍ତୁ । ଏହା ପରେ ସେହି କପଡା କୁ ଏକ ପୁଟୁଳି କରି କୌଣସି ବି ନଦୀ ରେ ଭସେଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବରେ କୌଣସି ବି ଋଣ ର ସମସ୍ୟା ରହିବ ନାହିଁ । ଏବଂ ସର୍ବଦା ଆପଣଙ୍କ ଜୀବନ ରେ ସୁଖସାନ୍ତି ବନିରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *