ସୋସିଆଲ ମିଡିଆରେ ଭାଇରାଲ ହେଉଛି Collector ମ୍ୟାଡମଙ୍କ ଏହି video, ଦେଖନ୍ତୁ କେମିତି ଧୁଳି ଉଡେଇ ନାଚୁଛନ୍ତି

ଶାଢୀ ପିନ୍ଧି କି ଧୂମ ନାଚିଲେ ମ୍ୟାଡମ । ଏବେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜଣାଇ ପାରିବା କି କଲେଜ ରେ ପଢୁଥିବା ଛାତ୍ର ଛାତ୍ରୀ ଙ୍କ ସହ ମିଶି ସେହି ବୟଶ କୁ ଚଳାଇ ଯାଇଥିଲେ । ଏତେ ସୁନ୍ଦର ସମୟ କାହାକୁ ବା ଭଲ ଲାଗି ନଥାଏ । ନିଜ କଲେଜ ସମୟ କଥା ମନ ପକାଇ ଧୂମ ନାଚିଲେ ଜିଲ୍ଲାପାଳ ।

ଏହି ମହିଳା ଜିଲାପାଳ ହେଉଛନ୍ତି କେରଳ ପଥନାମ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଦିବ୍ୟା ଏସ. ଇୟାଏର । ସେ କେରଲ ମହାତ୍ମାଗାନ୍ଧି ବିଶ୍ୱବିଦ୍ୟାଳୟ ରେ ଏହେବା ପାଇଁ ଯାଉଛି ଏକ ବହୁତ ବଡ ଆର୍ଟ ଫେଷ୍ଟିଭାଲ । ଯାହା ପାଇଁ ଜିଲ୍ଲାପ୍ରଶାସନ ସହାୟତା ଦେଉଛି ।

ଏହି ପାଇଁ ସେଠାକାର ଆୟୋଜନ ଦେଖିବା ପାଇଁ ଓ କିଭଳି କଣ ସବୁ କରାଯିବ ଏହାର ନଜର ଦେବା ପାଇଁ ସେ କ୍ୟାମ୍ପସ ମଧ୍ୟକୁ ଯାଇ ଥିଲେ । ସେହି ସମୟରେ କିଛି ପିଲାମାନେ ସେଠାରେ ନାଚ ର ପ୍ରାକ୍ଟିସ କରୁଥିଲେ । ଜିଲ୍ଲାପାଳ ଙ୍କୁ ଦେଖିକି ସେମାନେ କିଛି ସମୟ ପାଇଁ ଅଟକି ଯାଇ ଥିଲେ ।

ମାତ୍ର ତାଙ୍କୁ ନାଚ ଜାରି ରଖିବା ପାଇଁ ଜିଲ୍ଲାପାଳ କହିଥିଲେ । ଏହା ପରେ ସେ ମଧ୍ୟ ନିଜେ ନାଚି ଥିଲେ ପିଲାଙ୍କ ସହ । ସବୁ ଠାରୁ ବଡ କଥା ହେଲା ଯେଉଁ ସମୟରେ ଗିତ ବାଜିଲା ପିଲା ଙ୍କୁ ଉସ୍ଛାହିତ କରିବା ପାଇଁ ସେ କିଛି ସ୍ଟେପ ନାଚି ଥିଲେ । ତାଙ୍କ ଏହି ଭିଡିଓ ଏବେ ସବୁ ଆଡେ ଭାଇରାଲ ହେଉଛି ।

ସାରି ପିନ୍ଧିକି ମଧ୍ୟ ସେ ଖୁବ ନାଚିଥିଲେ । ଏହା ସହ ସେ ନାଚିବା ପରେ ଯେଉଁ ପ୍ରକାର ପ୍ରତିକ୍ରିୟା ଦେଇ ଥିଲେ ସୋସିଆଲ ମିଡିଆରେ ତାହା ମଧ୍ୟ ସବୁଙ୍କୁ ଚକିତ କରିଥିଲା । ସେ କହିଥିଲେ କି ତାଙ୍କୁ ନାଚିବା ବେଳେ ତାଙ୍କ ପିଲା ବେଳ କଥା ମାନେ ପଡିଥିଲା ।

“ପିଲାଙ୍କ ନାଚ ଦେଖି ମୋର କଲେଜ ଦିନ କଥା ମାନେ ପଡିଲା ମୁଁ ନାଚିବା ସମୟରେ ମୋ ସ୍ଵାମୀ ମଧ୍ୟ ଉପସ୍ଥିତ ଥିଲେ । ବହୁତ ଦିନ ପରେ କଲେଜ କଥା ମାନେ ପକାଇ ନାଚିଥିବାରୁ ମୁ ବହୁତ ଖୁଶି” ତେବେ ଆପଣ ମଧ୍ୟ ଜଣାଇ ଥିବେ କି ଯେଉଁ ସ୍ମାୟ ଆମ ପାଇଁ ବହୁତ ଭଲ ଥାଏ ତାକୁ ଆମେ ଏତେ ସହଜରେ ଯିବା ପାଇଁ ଦେଇ ନଥାଉ ।

କାରଣ ବହୁତ କମ ସମୟ ଆମ ପାଖରେ ଖୁଶି ଦେବା ପାଇଁ ଥାଏ । ସେ ଏକ ମୂହୁର୍ତ୍ତ ହେଉ କିମ୍ବା ଏକ ଦିନ ହେଉ କିମ୍ବା ଏକ ବର୍ଷ ର ସମୟ । ଏହି ସମୟ ଆମକୁ ଆନନ୍ଦ ଦେଇଥାଏ ଯାହା ଦ୍ଵାରା ଏକ ଅଲଗା ପ୍ରକାର ଆତ୍ମସନ୍ତୋଷ ମିଳିଥାଏ ଆମକୁ ।

Leave a Reply

Your email address will not be published. Required fields are marked *