ଏହି ଝିଅର ଦୁଃଖ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

କରୋନା ଡିଆଙ୍କୁ ଦିନ ବଢିବାରେ ଲାଗିଛି ଆଉ ଏହା ଦ୍ଵାରା ଲୋକଙ୍କ ମୃ-ତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ବର୍ତମାନ ସମୟରେ ସବୁଠାରୁ ବଡ ସମସ୍ୟା ଏହା ଅଟେ ଯେ ହସ୍ପିଟଲ ମାନଙ୍କରେ ଆକ୍ସିଜନ ସିଲେଣ୍ଡର ଅଭାବ ରହୁଛି ଯାହା ଦ୍ଵାରା ରୋଗୀ ମାନଙ୍କ ମୃ-ତ୍ୟୁ ଅଧିକ ସଂଖ୍ଯାରେ ହବାକୁ ଲାଗିଛି । କଣ ଆପଣ ମାନେ ଜାଣିଛନ୍ତି କେତେକ ଘର ନଷ୍ଟ ହୋଇଗଲେ କେତେକ ପରିବାର  ସବୁ ସଦସ୍ୟ ମ-ରିଗଲେ । ଦେଶର ଅବସ୍ଥା ବହୁତ ଦୟନିୟ ହୋଇଯାଇଛି, ତେବେ ଏହି ସ୍ଥିତିରେ ସରକାର କେମିତି କଣ କରିବେ ଏହା ବୁଝା ପଡୁ ନାହିଁ । ତେବେ ଆସନ୍ତୁ କିଛି ଲୋକଙ୍କ କଥା ଜାଣିବା ଯାହା ପରିବାର ଲୋକ ଆକ୍ସିଜନ ଅଭାବରୁ ମ-ରିଗଲେ ।

ୟୁପି ର ଲଖନଉ ସହରରେ ମାୟୋ ମେଡିକାଲ ସେଣ୍ଟରକୁ କୋଭିଡ ସେଣ୍ଟର କରା ଯାଇଥିଲା ତେବେ ଆସନ୍ତୁ ଜାଣିବା ମେଡିକାଲ ଅବସ୍ଥା କଣ ଅଛି ଆଉ ରୋଗୀ କେମିତି କଣ କରୁଛନ୍ତି । କଣ ଆପଣ ମାନେ ଜାଣିଛନ୍ତି ସହ ସହ ଲୋକ ନିଜ ପରିଜନ ମାନଙ୍କ ପାଇଁ ହସ୍ପିଟଲ ବାହାରେ ଲାଇନ ଲଗାଇ ଠିଆ ହୋଇଛନ୍ତି, ତେବେ ତାଙ୍କ ଆଖିର ଲୁହ ତାଙ୍କ କାହାଣୀ କହୁଅଛି । ଗୋଟେ ଝିଅ କାନ୍ଦି କାନ୍ଦି ତା କଥା କହୁଛି ଯେ ତା ବାପାକୁ ସମୟରେ ଖାଇବାକୁ ଦିଆ ହଉ ନାହିଁ, ତାଙ୍କ ଆକ୍ସିଜନ କମି ଗଲାଣି ବୋଲି ଡକ୍ଟର ଅନ୍ୟ ହସ୍ପିଟଲକୁ ନବାକୁ କହୁଛନ୍ତି ତେବେ ସେ କାହା ପାଖକୁ ଜୀବ ।

ତେବେ ଗୋଟେ ଭାଇ ଆଉ ତା ପରିବାର ଲୋକେ କାନ୍ଦୁଛନ୍ତି କାହିଁକିନା ୩୨ ବର୍ଷ ସାନ ଭାଇକୁ ସେ ହରାଇ ଦେଲେ ଆଉ ଜାଣି ବି ପାରିଲେ ନାହିଁ, ଜଣେ ବ୍ୟକ୍ତି ଆଉ ତାଙ୍କ ପରିବାର ଲୋକ କହିବା କଥା ତାଙ୍କ ଭାଇର କରୋନା ସଂକ୍ରମଣ ହୋଇଥିଲା ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ କିଛି ଖରାପ ହବା ଦ୍ଵାରା ତାଙ୍କୁ ହସ୍ପିଟଲରେ ଏଡମିଟ କରା ଯାଇଥିଲା କିନ୍ତୁ ସକାଳ ୯ରେ ଏଡମିଟ ହୋଇଥିବା ସାନ ଭାଇ ମୃ-ତ୍ୟୁ ଖବର ସନ୍ଧ୍ୟାରେ ବଡ ଭାଇ ପାଇଲେ ଯାହା ପରେ ପୁରା ପରିବାର ଶୋକରେ ଅଛି ଆଉ ଏହାର କାରଣ ଆକ୍ସିଜନ ଅଭାବ କୁହା ଗଲା, ତେବେ ବଡ ଭାଇ ଏବେ କିଛି ବୁଝି ପାରୁ ନାହାନ୍ତି,

ତାଙ୍କ କହିବା ଅନୁଯାଇ ଆକ୍ସିଜନ ନଥିଲା ଯଦି ଏଡମିଟ କରୁଥିଲ କଣ ପାଇଁ କିନ୍ତୁ ଯେତେ ଯାହା ପ୍ରଶ୍ନ ଉତ୍ତର କଲେ କଣ ସାନ ଭାଇ ଜୀବନ ଫେରି ଆସିବ କି ଯିଏ ଚାଲି ଗଲା ସେ ତ ଫେରି ଆସିବ ନାହିଁ କିନ୍ତୁ ଅକ୍ଷିଜନ ଅଭାବ ପାଇଁ ସରକାରଙ୍କୁ କିଛି ଶୀଘ୍ର କରିବାକୁ ହବ ନଚେତ ଲୋକ ଏମିତି ମୃ-ତ୍ୟୁ ପାଉଥିବେ । ଯଦି ଲଖନଉ ଭଳି ବଡ ଆଉ ରାଜଧାନୀ ଭଳି ଜାଗାରେ ଏହି ଅବସ୍ଥା ଅଛି ତେବେ ସାମାନ୍ୟ ସହର ଅବସ୍ଥା କଣ ହେଇଥିବ ତାହା ଆପଣ ଜାଣି ପାରୁଥିବେ ।

Leave a Reply

Your email address will not be published. Required fields are marked *