କାନପୁର ହସ୍ପିଟାଲରେ Corona ମୃତକଙ୍କ ପରିବାର ଯାହା କହିଲେ ଶୁଣି ଉଡିଯିବ ହୋସ

କରୋନା ବର୍ତମାନ ସ୍ଥିତିରେ ବହୁତ ଖରାପ ଚାଲିଛି ଆଉ ଏହି କାରଣ ପାଇଁ ଲୋକଙ୍କୁ ସଚେତନ କରା ଯାଉଛି । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ଦ୍ଵାରା ଯେତେ ଲୋକଙ୍କ ମୃ-ତ୍ୟୁ ହେଉ ନାହିଁ ତା ଠାରୁ ଅଧିକ ଲୋକଙ୍କ ପାଖରେ ଆକ୍ସିଜନ ପହଞ୍ଚି ପାରୁ ନାହିଁ ବୋଲି ତାଙ୍କ ମୃ-ତ୍ୟୁ ହେଉଛି । କରୋନା ଦ୍ଵାରା ବହୁତ ଲୋକଙ୍କ ମୃ-ତ୍ୟୁ ହବାରୁ କେତେକ ଘର ଉଜୁଡି ଯାଇଛି । କଣ ଆପଣ ମାନେ ଜାଣିଛନ୍ତି କରୋନା ବର୍ତମାନ ସାମାନ୍ଯ ଲକ୍ଷଣ ଦେଖାଉଛି ଯେମିତିକି, ବାନ୍ତି ହବା, ମୁଣ୍ଡ ଓଜନ ହବା ଆଉ ଆଖି ନାଲି ହବା ଏହା ନୂଆ ଲକ୍ଷଣ ରୋଗୀ ମାନଙ୍କ ଭିତରେ ଦେଖା ଯାଇଛି ।

କାନପୁର ହାଲେଟ ହସ୍ପିଟଲକୁ କରୋନା ହସ୍ପିଟଲ ନିଯୁକ୍ତ କରା ଯାଇଛି ଯାହା ପରେ ସେଠାରେ ସରକାର ଦ୍ଵାରା ସାହାଯ୍ୟ କରା ଯାଉଛି ବୋଲି କୁହା ଯାଇଛି କିନ୍ତୁ ହସ୍ପିଟଲରେ ବହୁତ କଥା ଲୁଚା ଯାଉଛି, ଯେହେତୁ କରୋନା ହସ୍ପିଟଲ ଅନ୍ୟ ମାନଙ୍କୁ ହସ୍ପିଟଲରେ ପ୍ରବେଶ ମନା କରା ଯାଇଛି କେବଳ ରୋଗୀ ଯାଇ ପାରିବେ ବୋଲି କୁହା ଯାଇଛି ୩୦ ବରଷ ଜଣେ ଯୁବାଙ୍କୁ ହସ୍ପିଟଲରେ ଏଡମିଟ କରା ଯାଇଥିଲା ଯାହା ପରେ ତାଙ୍କ ସ୍ୱାସ୍ଥ୍ୟ ଖବର ରଖିବା ପାଇଁ ପରିବାର ଲୋକ ବହୁତ ଚେଷ୍ଟା କଲେ କିନ୍ତୁ କିଛି ହାତକୁ ଆସିଲା ନାହିଁ ଯାହା ପରେ ପରିବାର ଲୋକେ ୱାର୍ଡ ବୟ ମାନଙ୍କୁ ଦିନକୁ ୨୦୦ ଆଉ ରାତିକୁ ୨୦୦ଟଙ୍କା କେବଳ ରୋଗୀ ଅବସ୍ଥା ଜାଣିବା ପାଇଁ ଦଉଥିଲେ ।

କିନ୍ତୁ ପରିବାର ଲୋକ କହିବା ଅନୁଯାଇ ରୋଗୀର ସଠିକ ଅବସ୍ଥା ସେ ମଧ୍ୟ ସତ କହୁ ନଥିଲେ ଯେତେବେଳେ ପଚାର ଶ୍ଵାସ ୯୦ ଉପରେ ଅଛି ବୋଲି କହୁଥିଲେ, ତେବେ ୱାର୍ଡ ବୟ ମାନେ କେତେ ଜାଣିଥାନ୍ତି କି ତାଙ୍କୁ କିଛି ଜଣା ନଥାଏ କିନ୍ତୁ ଟଙ୍କା ଲୋଭରେ ପରିବାର ଲୋକଙ୍କୁ ମିଛ ସତ କହୁଥିଲେ ହଟାତ ଦିନେ ପରିବାର ଲୋକଙ୍କୁ କୁହା ଗଲା ରୋଗୀ ଭଲ ଅଛନ୍ତି କିନ୍ତୁ ତା ଅଧ ଘଣ୍ଟା ପରେ ଫୋନ କରି କହିଲେ ଆପଣଙ୍କ ରୋଗୀଙ୍କ ମୃ-ତ୍ୟୁ ହୋଇଯାଇଛି ।

ମୃ-ତ୍ୟୁ ଆଗ ଦିନ ରୋଗୀ ନିଜ ପରିଜନ ମାନଙ୍କୁ ନିଜ ଫୋନ ଦ୍ଵାରା ଏହା ମେସେଜ କରିଥିଲେ ଯେ ଏଠାରେ ମତେ ମାଡ ମାରୁଛନ୍ତି, ତେବେ ପରିଜନ ମାନେ କମ୍ପ୍ଲେନ କରିବାକୁ ଗଲେ ଯାହା ପରେ ହସ୍ପିଟଲ ବହନ ଦେଲେ ଯେ କରୋନା ରୋଗୀ ମୁହଁରୁ ମାସ୍କ କାଢିଥିଲେ ସେଥିପାଇଁ ଗାଳି କରା ଯାଇଥିଲା । ତେବେ ମୃ-ତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ଯାଇଛନ୍ତି ଦୁଇ ବର୍ଷ ବିବାହ ହୋଇଥିଲା ସ୍ତ୍ରୀ ରାସ୍ତାରେ ବେହୋସ ସେ କାହାକୁ ନ୍ୟାୟ ମାଗିବ ତେବେ କରୋନା ପରିସ୍ଥିତି ଯେତେ ଖରାପ ଅଛି ତା ଠାରୁ ଅଧିକ ସଂସ୍ଥାରେ ଭୁଲ ଅଛି ।

Leave a Reply

Your email address will not be published. Required fields are marked *