କରୋନା ଟିକା ନେବାପରେ ଏହି ସବୁ କଥା ପ୍ରତି ରୁହନ୍ତୁ ସାବଧାନ, କରନ୍ତୁ ନାହିଁ ଏହି ଭୁଲ

ବନ୍ଧୁଗଣ, ଗତବର୍ଷ କରୋନା ମହାମାରୀ ରେ ବିଶ୍ଵର ବହୁତ କ୍ଷତି ହୋଇଛି । ମାତ୍ର ମଝିରେ ସ୍ଥିତି ଟିକିଏ ସୁଧୁରିବା ପରେ ବର୍ତ୍ତମାନ ମହାମାରୀ ପୁନର୍ବାର ଉଗ୍ର ରୂପ ଧାରଣ କରିଛି । ସଂକ୍ରମଣ ଏତେ ପରିମାଣରେ ବଢିବାରେ ଲାଗିଛି ଯେ ତାହାର ଗଣନା ସହଜରେ କରି ହେଉନି । ବନ୍ଧୁଗଣ ବଢିବାରେ ଲାଗିଛି କରୋନ ସଂକ୍ରମଣ ଏଣୁ ଟୀକା ଦାନ ର ପ୍ରକ୍ରିୟା ବହୁତ ଜୋରସୋର ରେ ଚାଲିଅଛି ।

ବନ୍ଧୁଗଣ ଯଦି ଆପଣ କରୋନା ଟୀକା ନେଉଛନ୍ତି ତେବେ, କେତେକ ନିୟମ ଗୁଡିକ ପାଳନ କରନ୍ତୁ । ବନ୍ଧୁଗଣ ଆସନ୍ତୁ ଜାଣିବା COVID ଭ୍ୟାକ୍ସିନ ନେବା ପରେ କେଉଁ କେଉଁ କାମ କରିବା ମନା ।

୧- ବନ୍ଧୁଗଣ ଟୀକା ନେବା ପରେ ତୁରନ୍ତ କାମ କୁ ଜାଆନ୍ତୁ ନାହିଁ । ଅତିକମ ରେ ୨ ରୁ ୩ ଦିନ ବିଶ୍ରାମ ନିଅନ୍ତୁ । କିଛି ଲୋକଙ୍କର ଟୀକା ନେବାର ତୁରନ୍ତ ପରେ ଆଉ କିଛି ଲୋକଙ୍କ ଠାରେ ଟୀକା ନେବାର ୨୪ ଘଣ୍ଟା ପରେ ପାର୍ଶ୍ଵପ୍ରତିକ୍ରିୟା ଦେଖାଇ ଥାଏ ।

୨- ଭିଡ କୁ ଯାଆନ୍ତୁ ନାହିଁ । ବନ୍ଧୁଗଣ କରୋନ ର ପ୍ରଥମ ଟୀକା ନେବାପରେ ଭିଡକୁ ଆଦୌ ଜାଆନ୍ତୁ ନାହିଁ । ସଂପୂର୍ଣ୍ଣ ପ୍ରୋଟୋକଲ କୁ ପାଳନ କରନ୍ତୁ ।

୩- ଯାତ୍ରା କରନ୍ତୁ ନାହିଁ । ବନ୍ଧୁଗଣ ସଂକ୍ରମଣ ଦୃତ ଗତିରେ ବଢୁଛି ଏଣୁ ଯଦି ଆପଣ ଭ୍ୟାକ୍ସିନ ନେଉଛନ୍ତି ତେବେ, ଦୂର ଜାଗାକୁ ଯାତ୍ରା କରିବାର ବିରୋଧ ରୁହନ୍ତୁ । ଆମେରିକାର “ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ” ଏବଂ ପ୍ରବେଶନ ର ଗାଇଡ ଲାଇନ ରେ ମଧ୍ୟ ଯାତ୍ରା ନ କରିବାକୁ ପରାମର୍ଶ ଦିଆ ଯାଇଛି ।

୪- ସି-ଗା-ରେ-ଟ ଏବଂ ମ-ଦ ଠାରୁ ଦୂରରେ ରୁହନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କର ଏହି ଦୁଇଟି ଅଭ୍ୟାସ ରହିଅଛି ତେବେ ଟୀକା ନେବାପରେ ଏହି ଦୁଇଟି ଦ୍ରବ୍ଯ ଠାରୁ ଦୂରେଇ ରୁହନ୍ତୁ । ବନ୍ଧୁଗଣ ଏହି ନିୟମ ଟି ଅତି କମରେ ୩ ଦିନ ପର୍ଯ୍ୟନ୍ତ ପାଳନ କରନ୍ତୁ । ଏହା ସହିତ ବାହାରର ତେଲ ଛଣା ଖାଦ୍ଯ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

୫- ଡାକରଙ୍କ ପରାମର୍ଶ ନିଅନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କର କୌଣସି ପ୍ରକାରର ଏଲର୍ଜିକ ର ସମସ୍ଯା ଅଛି ତେବେ ଅଧିକ ସାବଧାନ ରୁହନ୍ତୁ । ଟୀକା ନେବା ପରେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଅଧିକ ସମସ୍ଯା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୬- ବିନା ମାସ୍କ ରେ ଘରୁ ବାହାରନ୍ତୁ ନାହିଁ । ବନ୍ଧୁଗଣ ଟୀକା ନେବାପରେ ବିନା ମାସ୍କ ରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । କାରଣ ଭ୍ୟାକ୍ସିନ ର ୨ ଟି ଡୋଜ ନେବାପରେ, ଶରୀରରେ ଆଣ୍ଟିବାୟଟିକ ତିଆରି ହୋଇଥାଏ । ଏଣୁ ଟିକିଏ ମଧ୍ୟ ଅବହେଳା ଦ୍ଵାରା କରୋନା ସଂକ୍ରମଣ ର ଭୟ ରହିଅଛି ।

୭- ଶରୀରକୁ ହାଇଡ୍ରେଡ ରଖନ୍ତୁ । ବନ୍ଧୁଗଣ ଭ୍ୟାକ୍ସିନ ନେବା ପୂର୍ବରୁ ଏବଂ ପରେ ନିଜକୁ ହାଇଡ୍ରେଡ ରଖନ୍ତୁ । ଆପଣ ମାନେ ଖୁବ ଫଳ, ତଥା ସବୁଜ ପଣି ପାରିବା ଏବଂ ବାଦାମ ଖାଆନ୍ତୁ । ଏହା ଶରୀରର ଅନ୍ତର୍ଭାଗ କୁ ମଜବୁତ ଏବଂ ଶକ୍ତିଶାଳୀ ବନାଇ ଥାଏ । ବନ୍ଧୁଗଣ ଏହିସବୁ ବିଶେଷ କଥା ପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କର ଏହି ମହତ୍ବପୂର୍ଣ୍ଣ ବିବରଣୀ ଟିକୁ ନେଇ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *