ସ୍ବାମୀର ହୋଇପାରେ ମୃତ୍ୟୁ, କୌଣସି ବି ବିବାହିତ ନାରୀଙ୍କୁ ଏହି 3ଟି ଜିନିଷ କେବେବି ପିନ୍ଧିବା କଥା ନୁହେଁ- Vastu Shastra

ଯେଉଁ ମହିଳାଙ୍କର ବିବାହ ହୋଇସାରିଲାଣି ଯଦି ତାଙ୍କର ସ୍ଵାମୀ ଏହି ଜିନିଷକୁ ପିନ୍ଧିବାକୁ କହିବେ ଆପଣ ତୁରନ୍ତ ମନା କରି ଦିଅନ୍ତୁ । ଗୋଟେ ବିବାହିତା ମହିଳାକୁ ଭୁଲରେବୀ ଏହି ଜିନିଷ ପିନ୍ଧିବା ଅନୁଚିତ ବୋଲି କୁହାଯାଇଛି । ନହେଲେ ଆପଣ ନିଜ ସ୍ଵାମୀର ମୃ-ତ୍ୟୁ କାରଣ ବନିବେ । ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ଵ ଦିଆଯାଇଥାଏ । ଆମେ କୌଣସିବି କାମ ଆରମ୍ଭ କରିଥାଉ ସର୍ବ ପ୍ରଥମେ ବାସ୍ତୁ ଶାସ୍ତ୍ର ବିଷୟରେ ଜାଣିଥାଉ । କାରଣ ଭବିଷ୍ୟତରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ନପଡିବ ।


ଆଜି କଳିର ଆଧୁନିକ ଯୁଗରେ ବିବାହିତା ମହିଳା ଏମିତି ସବୁ ଜିନିଷ ପିନ୍ଧି ଥାନ୍ତି ଯାହା ବିଷୟରେ ତାଙ୍କୁ କେବେ ଜଣା ନଥାଏ । ଏମିତି କିଛି ଜିନିଷ ଅଛି ତାକୁ ପିନ୍ଧିବା ଅନୁଚିତ ନହେଲେ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ପରିବାର, ସମ୍ପର୍କ ଓ ସ୍ଵାମୀ ଜୀବନ ଉପରେ ମଧ୍ୟ ତାର ପ୍ରଭାବ ପଡିଥାଏ । ଆସନ୍ତୁ ଜାଣିବା ଏହି ୩ ଟି ଜିନିଷ କଣ ହୋଇଥାଏ । ସେ ଜିନିଷକୁ ମହିଳା ମାନଙ୍କୁ କେବେବି ପିନ୍ଧିବା ଠିକ ହୋଇନଥାଏ । ନହେଲେ କିଚିବି ହୋଇପାରେ ।


ଶାସ୍ତ୍ରରେ ସ୍ପଷ୍ଟ ଭାବେ କୁହାଯାଇଛି କୌଣସିବି ବିବାହିତା ମହିଳାକୁ ଏକଦମ ଧଳା ବସ୍ତ୍ର କେବେବି ପିନ୍ଧିବା ଠିକ ହୋଇନଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ମାନ ସନମାନକୁ ହାନି ହୋଇଥାଏ । ଆଜି କାଲି ଫ୍ୟାସନ ଜିଗରେ ମହିଳା ସୁନ୍ଦର ଦେଖାଯିବା ପାଇଁ ଏମିତି ବହୁତ ସାରା ଲିମିଟ କ୍ରସ କରିଥାନ୍ତି । ଏହା ବିଷୟରେ ଭାବିବା ପାପ ସମାନ ହୋଇଥାଏ । ବିବାହିତା ମହିଳାଙ୍କୁ ଏକଦମ ସଫା କପଡା କି ଶାଢୀ ପିନ୍ଧିବା ଖରାପ ହୋଇଥାଏ । ଧଳା ଶାଢୀ ପିନ୍ଧିବା ଦ୍ଵାରା ପତିବ୍ରତା ଧର୍ମ ପୁରା ଖ-ତ-ମ ହୋଇଯାଇଥାଏ । ତାଙ୍କ ସମ୍ପର୍କରେ ନକରାତ୍ମକ ଊର୍ଜାର ବାସ ହୋଇଥାଏ ।


ଏହି ଆଧିନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖିବା ପାଇଁ ପଦରେ ସୁନା ପାଉଁଜି ଓ ମୁଦି ପିନ୍ଧି ଥାନ୍ତି । ଯାହା ବିବାହିତ ମହିଳାଙ୍କ ପାଇଁ ବହୁତ ଅଶୁଭ ବୋଲି କୁହାଯାଇଥାଏ । ସୁନା ପାଦରେ ପିନ୍ଧିବା ଦ୍ଵାରା କୁବେର ଭଗବାନଙ୍କ ଅପମାନ ହୋଇଥାଏ । ଏହି କାରଣରୁ ପରିବାର ଠାରୁ ସମ୍ପର୍କ ଖରାପ ହୋଇପାରେ । ବହୁତ ସାରା ସମସ୍ୟାର ଆଗମନ ହୋଇପାରେ । ସେଥି ପାଇଁ ସୁନାକୁ ପାଦରେ କେବେକୁ ପିନ୍ଧନ୍ତୁ ନାହିଁ । ପାଦରେ ସୁନା ପିନ୍ଧିବା ଦ୍ଵାରା ପାପ ଲାଗିଥାଏ ।

ସିନ୍ଦୁର ଓ ମଙ୍ଗଳ ସୁତ୍ରର ବହୁତ ମହତ୍ଵ ରହିଛି । ହିନ୍ଦୁ ଧର୍ମ ଅନୁସାରେ ସିନ୍ଦୁର ଓ ମଙ୍ଗଳ ସୂତ୍ର ବିନା ବିବାହ ଅଧା ହୋଇଥାଏ । ହିନ୍ଦୁ ବିବାହିତା ମହିଳାଙ୍କ ପାଇଁ ସୁହାଗର ନିଶାନି ହୋଇଥାଏ । ଏଥିରେ ସେ ତା ସ୍ଵାମୀର ଖୁସି ସହିତ ଯୋଡି ହୋଇଥାଏ । ଏମିତିରେ ଯେଉଁ ମହିଳା ବିବାହିତା ହୋଇ ମଧ୍ୟ ସିନ୍ଦୁର ଲଗାଇ ନଥାଏ ତେବେ ବହୁତ ବଡ ପାପ ହୋଇଥାଏ । ଆପଣଙ୍କ ସଂପର୍କକୁ କୌଣସି ବ୍ୟକ୍ତି ଖରାପ କହିଥାନ୍ତି ।

ଶେଥି ଲାଗି ସିନ୍ଥିରେ ସିନ୍ଦୁର ଲଗାଇବା ଆବଶ୍ୟକ ଅଟେ । ପୁଣି ମଙ୍ଗଳ ସୂତ୍ରର ମଧ୍ୟ ବହୁତ ମହତ୍ଵ ରହିଛି । ମଙ୍ଗଳ ସୂତ୍ରରେ ସୁନା କି ପିତଳ ନଥାଉ ହଳଦିଆ ସୂତାରେ କଳା ମୋତି ନିହାତି ରହିବା ଦରକାର । ମଙ୍ଗଳ ସୂତ୍ରର ହଳଦିଆ ଭାଗ ମା ପାର୍ବତୀ ହୋଇଥାନ୍ତି, ଆଉ କଳା ଭାଗ ମହାଦେବ ହୋଇଥାନ୍ତି । ଶାସ୍ତ୍ର ହିସାବରେ ଯେଉଁ ମହିଳା ମଙ୍ଗଳ ସୂତ୍ର ପିନ୍ଧି ନଥାନ୍ତି ତେବେ ସବୁଠୁ ବଡ ପାପ ହୋଇଥାଏ । ଏମିତିରେ ଆପଣଙ୍କ ସମ୍ପର୍କରେ କଳଙ୍କ ଲାଗିପାରେ ।

Leave a Reply

Your email address will not be published. Required fields are marked *