ଟିଭି ଇଣ୍ଡସଷ୍ଟ୍ରି ଉପରେ ବହୁତ ମାତ୍ରାରେ କାରୋନାର ପ୍ରଭାବ ପଡିଛି । ଏହି ବର୍ଷ ଜଣକ ପରେ ଜଣେ ବହୁତ ସେଲିବ୍ରେଟି ମୃତ୍ୟୁ ବାରାଁ କରିଛନ୍ତି ଓ ଏବେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ‘ ୟେ ରିସତା କ୍ୟା କେହେଲାତା ‘ ରେ ଅଭିନୟ କରୁଥିବା ଦିବ୍ୟ ଭଟନାଗରଙ୍କୁ କାରୋନା ହୋଇଥିବା କାରଣରୁ ସେ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଅକ୍ସିଜେନ ଲେବେଲ କମ ହୋଇ ୭୧ ପର୍ଯ୍ୟନ୍ତ ଆସିଯାଇଥିଲା । ସ୍ଥିତି ଏତେ ଖରାପ ହୋଇଥିଲାକି ସେ ଭେଣ୍ଟିଲେଟର ଲଗାଯାଇଥିଲା ।
ଦିବ୍ୟାଙ୍କ ନିଧାନରେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ଦେବୋଲିନା ଭଟଚାର୍ଜ୍ୟ
ଦିବ୍ୟକୁ ମନେପକାଇ ଦେବୋଲିନା ତାଙ୍କର ଇଂଷ୍ଟା ଗ୍ରାମ ଆକାଉଣ୍ଟରେ ଲେଖିଥିଲେ, ‘ ଯେତେ କେହି ସାଥିରେ ନଥିଲେ ତୁମେ ହିଁ ସାଥିରେ ଥିଲ … ଦିବ୍ୟା ତୁ ହିଁ ମୋ ନିଜର ଥିଲୁ, ଯାହାକୁ ମୁଁ ଗାଳି କରିପାରୁଥିଲି, ଯାହା ଉପରେ ମୁଁ ରାଗି ପାରୁଥିଲି । ମନ କଥା କହିପାରୁଥିଲି, ମୁଁ ଜାଣିଛି ଜୀବନ ବହୁତ ସଂଘର୍ଷ ମୟ ଥିଲା ତୋର । କଷ୍ଟ ସହିବା ମୁସ୍କିଲ ଥିଲା । କିନ୍ତୁ ମୁଁ ଜାଣିଛି ଆଜି ବହୁତ ଭଲ ଜାଗାରେ ଥିବୁ ନା ଶେଠୀ ଦୁଃଖ ନା କଷ୍ଟ ନା ଧୋକା ଥିବ । ମୁଁ ତୋତେ ବହୁତ ମନେପକାଇବି ଦେବୁ । ତୁ ବି ଜାଣିଥିଲୁ ମୁଁ ତୋତେ କେତେ ଭଲ ପାଉଥିଲି । ଭଗବାନ ତୋ ଆତ୍ମାକୁ ଶାନ୍ତି ଦିଅନ୍ତୁ । ଯେଉଁଠି ଥା ଖୁସିରେ ରହ, ବହୁତ ଜଲ୍ଦି ଚାଲିଗଲୁ ତୁ ।
ଶିଲ୍ପା ଶିରୋଡକର ଙ୍କୁବି ଲାଗିଲା ସଦମା
ସିଲ ସିଲା ପ୍ୟାର କା ‘ ସୋରେ ଦିବ୍ୟ ଭଟନାଗରଙ୍କ ସହିତ କାମ କରିଛନ୍ତି ଶିଲ୍ପା ମଧ୍ୟ ବହୁତ ଦୁଃଖିତ ଅଛନ୍ତି । ସେ ଦିବ୍ୟାଙ୍କ ସହିତ ଇନଷ୍ଟାଗ୍ରାମରେ ଫୋଟ ସେଯାର କରି ଓ ସାଥିରେ ଲେଖିଲେ, ‘ ମୁଁ ବହୁତ ବହୁତ ଭାଙ୍ଗି ପଡିଛି । ତୁମର ଆତ୍ମାକୁ ଶାନ୍ତି ମିଳୁ ମୋ ପ୍ରିୟ ଦିବ୍ୟା ।
ଦିବ୍ୟାର ଅସୁସ୍ଥତା ଦେଖି ମା ଏହି କଥା କହିଥିଲେ
ମା କହିଲେକି ତାକୁ ବହୁତ ଦିନ ହେବ ଜ୍ଵର ହୋଇଥିଲା ଓ ସେ ବହୁତ ବ୍ୟସ୍ତ ମଧ୍ୟ ହେଉଥିଲା । ଦିବ୍ୟାର ଶରୀରରେ ୬ ଦିନ ହେବ ତାପମାତ୍ରା ବହୁତ ଅଧିକ ଥିଲା । ମୁଁ ଦିଲ୍ଲୀରୁ ଯେବେ ଆସିଲି ସେ ଘରକୁ ଅକଷି ମିଟର ନେଇକି ଆସିଥିଲି । ମୁଁ ତାର ଅକ୍ସିଜେନ ଲେବେଲ ଚେକ କରିଥିଲି ୭୧ ପର୍ଯ୍ୟନ୍ତ ଆସିଥିଲା । ସେ ଭେଣ୍ଟିଲେଟରରେ ଥିଲେ ଓ ସେ କରୋନା ପଜିଟିବ ଥିଲେ ।
ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।