ଦହିରେ ଲୁଣ ପକାଇ ଖାଇବା ଅଭ୍ୟାସ ଅଛି ତ ଏ ସମ୍ପର୍କରେ ନିଶ୍ଚିତ ଜାଣନ୍ତୁ, ନଚେତ

ଆମ ସମସ୍ତ ଙ୍କ ଘରେ ଦହିର ବ୍ୟବହାର ଅଧିକାଂଶ ହୋଇଥାଏ । ଦହି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ଏମିତିକି ଯଦି ପ୍ରତିଦିନ ଗୋଟେ ଗିନା ଦହି ଖାଇବ, ସେ ବ୍ୟକ୍ତି ର ପାଚନ ପ୍ରକ୍ରିୟା ଭଲ ରହିବ । ଦହି ରେ ପ୍ରଚୁର ପରିମାଣ ରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ମିଳିଥାଏ । ଯଦି ଭାରତ ବର୍ଷ ର ପରମ୍ପରା ବିଷୟ ରେ କୁହାଯିବା ତ ପ୍ରାଚୀନ କାଳରୁ ଲୋକ ମାନେ ଘରେ ଦହି ର ପ୍ରୟୋଗ କରି ଆସୁଛନ୍ତି ।

ଦହି ର ପ୍ରୟୋଗ କେବଳ ଖାଇବା ରେ ନୁହେଁ ଶୁଭ କାମ ରେ ମଧ୍ୟ ହୋଇଥାଏ । ଏତିକି ଖାଲି ନୁହେଁ ଆପଣ କେତେ ଥର ଦେଖିଥିବେ ଯେ ବ୍ୟକ୍ତି ଜରୁରୀ କାମ ରେ ବାହାର କୁ ଯିବା ସମୟରେ ତାକୁ ଦହି ଚିନି ଖାଇବାକୁ ଦିଆଯାଏ ।

ଦହି କେବଳ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ଆମକୁ ସୁନ୍ଦର ଦେଖା ଯିବା ପାଇଁ ମଧ୍ୟ ସାହାର୍ଯ୍ୟ କରିଥାଏ । ଦହି ର ସବୁଠୁ ବଡ଼ ଭଲ କଥା ହଉଛି ଏହା ଶସ୍ତା ହେବା ସହ ସବୁ ଯାଗାରେ ସହଜରେ ମିଳିଥାଏ । ମେଡିକାଲ ସାଇନସ୍ କହୁଚି ଯେ ଦହି ରେ ବହୁତ ବ୍ୟାକ୍ଟେରିଆ ଥାଏ, ଗୋଟେ କପ୍ ଦହି ରେ ଯଦି ଜୀବାଣୁ କୁ ଗଣିବା ତ କୋଟି କୋଟି ଜୀବାଣୁ ଦେଖାଯିବ ।

କୋଟି କୋଟି ସଂଖ୍ୟା ର ବ୍ୟାକ୍ଟେରିଆ କୁ ଲେନ୍ସ ଦ୍ଵାରା ହି ଦେଖିପାରିବେ । ଯଦି ଆପଣ ଲେନ୍ସ ଲଗାଇ ଦେଖିବେ ତ ବ୍ୟାକ୍ଟେରିଆ ଜୀବିତ ଅବସ୍ଥା ରେ ଏଠି ସେଠି ବୁଲୁଥିବାର ଦେଖାଯିବ । ଏଇ ବ୍ୟାକ୍ଟେରିଆ କୁ ଶରୀର ପାଇଁ ହିତ ମନାଯାଏ । ଏହା ବ୍ୟତୀତ ଯଦି ଆପଣ ମିଠା ଦହି ଖାଇବେ ତ ବେଶି ଲାଭଦାୟକ ହୋଇଥାଏ ।

କିନ୍ତୁ ଆପଣ ଜାଣିନାହାନ୍ତି ଯଦି ଦହି ରେ ଚିମୁଟାଏ ଲୁଣ ମିଶାଇବେ ୧ ମିନିଟ୍ ରେ ବ୍ୟାକ୍ଟେରିଆ ମରିଯିବେ ଓ ତା ମଲା ଶରୀର ଆମ ଭିତରକୁ ଗଲେ କିଛି କାମ ରେ ଲାଗିନଥାନ୍ତି । ଏମିତିକି ଯଦି ଆପଣ ୧୦୦ କିଲୋ ଦହି ରେ ଚିମୁଟାଏ ଲୁଣ ମିଶାଇବେ ତ ବ୍ୟାକ୍ଟେରିଆ ର ସବୁ ଗୁଣ ଶେଷ ହୋଇଯାଏ । ଲୁଣ ରେ ଥିବା କେମିକାଲ ଭଲ ଜୀବାଣୁ କୁ ମାରିଦିଏ । ଏଥିପାଇଁ ଯଦି ଦହି ଖାଇବେ ଚିନି କି ଗୁଡ଼ ମିଶାଇବେ, ନହେଲେ ଖାଲି ଦହି ଖାଇବେ ।

Leave a Reply

Your email address will not be published. Required fields are marked *