ଡାକ୍ତର ହେବ ତ ଏମିତି: ସୁରଜ ସାର୍ ଆମ ଗାଁର ଭଗବାନ୍’ ଦିନ ରାତି କରୁଛନ୍ତି କରୋନା ଟ୍ରିଟମେଣ୍ଟ

ଆଜି ଆମର ଏହି ଦୁନିଆରେ ଏହିଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ବିଷୟରେ ଚିନ୍ତା କରିବା ପୂର୍ବରୁ ଲୋକମାନଙ୍କ ବିଷୟରେ ଚିନ୍ତା କରିଥାନ୍ତି । କହିବାକୁ ଗଲେ ଏହିଭଳି ଏକ ମାନବିକତାର କାହାଣୀ ଆଜି ଆମେ ଆପଣଙ୍କୁ କହିବୁ । କହିବାକୁ ଗଲେ,

କ-ରୋ-ନା ମ-ହା-ମା-ରୀ ସମୟରେ ଯୁବ ଡାକ୍ତର ସୁରଜ ଜେନା ମୋବାଇଲ ମାଧ୍ୟମରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା କରୁଛନ୍ତି । ସ୍ମାର୍ଟ ଫୋନରେ ଭିଡିଓ କଳ କରି ରୋ-ଗୀମାନଙ୍କ ସହ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝୁଛନ୍ତି ଓ କାସ ଛିଙ୍କ ହେଉଛି କି ପଚାରିବା ପରେ ରୋ-ଗୀର କହିବା ଅନୁସାରେ ତାକୁ ମେଡ଼ିସିନ ଲେଖି ଦେଉଛନ୍ତି । କହିଦେଉକୁ କି ସୁରଜ ପୂର୍ବେ ଗାଁ ଗାଁ ବୁଲି ବୁଲି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ କ-ରୋ-ନା ଆରମ୍ଭ ଦିନ ହେବା ପର ଠାରୁ ଏହା ଅସମ୍ଭବ ହୋଇଯାଇଥିଲା ।

ଏମିତିରେ ସେ ମୋବାଇଲ ମାଧ୍ୟମରେ ଲୋକମାନଙ୍କ ସେବା କରିବେ ବୋଲି ନିଷ୍ପତି ନେଲେ । ଏଥିପାଇଁ ସେ ପ୍ରଥମେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଜର ଡିୟୁଟି ସମାପ୍ତ କରି ଘରକୁ ଯିବା ପରେ ରାତିରେ ତାଙ୍କର କିଛି ସମ୍ପର୍କୀୟ ଓ ବ୍ରହ୍ମପୁରର ଅଞ୍ଚଳର ନିଳଗିରୀ ବ୍ଲକର କିଛି ଲୋକମାନେ ତାଙ୍କୁ ଭିଡିଓ କାଳ କରି ତାଙ୍କୁ ନିଜର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ କହୁଛନ୍ତି ଓ ସେ ତାଙ୍କୁ କିଛି ଔଷଧ ବି ଲେଖି ଦେଉଛନ୍ତି । କହିଦେଉଛୁ କି କ-ରୋ-ନା ଆରମ୍ଭ ହେବା ଦିନ ଠାରୁ ହିଁ ସେ ଏହିଭଳି ସମସ୍ତଙ୍କର ସେବା କରୁଛନ୍ତି ।

ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପାଖାପାଖି କିଛି ଅଞ୍ଚଳରେ ବି ସେ ଯାଇ ସମସ୍ତଙ୍କର ସେବା କରିବା ପାଇଁ ତତତ୍ପରତ୍ତା ଥାନ୍ତି । ବର୍ତ୍ତମାନ ଭଲି ସ୍ଥିତିରେ ସମସ୍ତେ ଡାକ୍ତରଖାନା ଯିବାକୁ ଭୟ କରୁଛନ୍ତି ଓ ପ୍ରାୟତଃ ଲୋକମାନେ ଡାକ୍ତରଙ୍କ ପରାମର୍ଶ ବି ନେଇ ପାରୁ ନାହାନ୍ତି । ଏମିତିରେ ସୁରଜ ଅନ୍ଲାଇନ ମାଧ୍ୟମରେ ଦିନରାତି ରୋ-ଗୀମାନଙ୍କ ସେବା କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ସୁରଜଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି । କହିଦେଉଛୁ କି ସୁରଜ କୌଣସି ରୋ-ଗୀ ପ୍ରତି ଚିଡି ଯାଆନ୍ତି ନାହିଁ ସେ ଧର୍ଯ୍ୟର ସହିତ ସମସ୍ତଙ୍କୁ ସଠିକ ଉପଦେଶ ଦିଅନ୍ତି ।

କହିଦେଉଛୁ କି କ-ରୋ-ନା ଯେତେବେଳେ ଏହି ପୃଥିବୀକୁ ଆସି ନ ଥିଲା ତେବେ ସୁରଜ ସେହି ସମୟରେ ନିଜ ଆଖ ପାଖର ସମସ୍ତ ଗାଁ ଗାଁକୁ ରୋ-ଗୀମାନଙ୍କର ସେବା କରୁଥିଲେ । ସେ ନିଜ ବାଇକ ମାଧ୍ୟମରେ ଗୋଟିଏ ଗାଁ ରୁ ଅନେକ ଗାଁକୁ ଯାଇ ମାତ୍ର ଗୋଟିଏ ଟେବୁଲ ପକାଇ ସମସ୍ତଙ୍କର ରୋ-ଗୀଙ୍କୁ ଦେଖୁଥିଲେ ଓ ଔଷଧ ବି ଦେଉଥିଲେ । କହିଦେଉଛୁ କି ଡା. ସୁରଜ ଜେନା ବାଲେଶ୍ଵର ଜିଲ୍ଲା ନିଳଗିରୀ ବ୍ଲକର ବ୍ରହ୍ମପୁର ସ୍ୱାସ୍ଥ୍ୟ କେନ୍ଦ୍ର ଦାୟିତ୍ଵରେ ଅଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କ-ରୋ-ନା ଆରମ୍ଭ ହେବା ଦିନ ଠାରୁ ସେ ୨୦୦୦ ରୁ ବି ଅଧିକ କ-ରୋ-ନା ରୋ-ଗୀଙ୍କର ସେବା କରିଛନ୍ତି । ତାହା ବି ପୁଣି ବିନା ମୂଳରେ । କହିବାକୁ ଗଲେ ଏହିଭଳି ଡାକ୍ତର ବର୍ତ୍ତମାନ ସମୟରେ ବହୁତ କମ ଦେଖିବାକୁ ମିଳନ୍ତି ।

Leave a Reply

Your email address will not be published. Required fields are marked *