ଡାକ୍ତରଖାନା ଯିବାବେଳେ ଯୁବକଙ୍କୁ ହୃଦୟ ଦେଇ ବସିଲେ, ଜଣେ ଯୁବକଙ୍କୁ ବିବାହ ହେଲେ ଦୁଇ ଜାଆଁଳା ଭଉଣୀ, ଦେଖନ୍ତୁ video

ଆମେ ଦୁଇ ଜଣ ଯାଆଁଳା ଭଉଣୀ । ଜଣଙ୍କୁ ବିବାହ କରି ବେସ ଖୁସିରେ ରହିବୁ । କାରଣ ଆମ ଭିତରେ ସେ ଭଲ ପାଇବା ଅଛି । ହଁ ଦର୍ଶକ ବନ୍ଧୁ ଯେତେବେଳେ ବାପା ଚାଲିଗଲେ ଠିକ ସେତିକି ବେଳେ ମା ଙ୍କୁ ଧରି ରହୁଥିଏ ଦୁଇ ଯାଆଁଳା ଭଉଣୀ । ଆଉ ଯେତେବେଳେ ମା ଙ୍କର ଦେହ ଖରାପ ଥିଲା ଥରେ କି ଦୁଇ ଥର ପଡୋଶୀ ଅତୁଲ ଙ୍କ ସାହାଜ୍ଯ ମାଗିଥିଲେ । ଆଉ ପଡୋଶୀ ଅତୁଲ ତାଙ୍କୁ ତାଙ୍କ କାର ରେ ମା ଓ ଦୁଇ ଝିଅଙ୍କୁ ମେଡିକାଲ ନେବା ଆଣିବା କରୁଥିଲେ ।

ଆଉ ଠିକ ଏତିକି ବେଳେ ଅତୁଲ ଦୁଇ ଭଉଣୀ ଙ୍କ ସହ ଘନିଷ୍ଠ ହୋଇଥିଲ । ଆଉ ତା ପରେ ଘନିଷ୍ଠତା ରୁ ପ୍ରେମ ଆରମ୍ଭ ହୋଇ ଯାଇଥିଲା ଏହି ୩ ଜଣ ମଧ୍ୟ ରେ । ଆଉ ଯେତେବେଳେ ଦୁଇ ଯାଆଁଳା ଭଉଣୀ ହିଁ ଅତୁଲ ଙ୍କୁ ପ୍ରେମ ନିବେଦନ କରିଥିଲେ ସେହି ସମୟରେ ଅତୁଲ ବି ଦ୍ଵନ୍ଦ ରେ ପଡି ଯାଇଥିଲେ କି କାହାକୁ ବିବାହ କରିବି । ପରେ ଦୁଇ ଜାନଲା ଭଉଣୀ ଜାଣିଲେ ଏ ଦୁଇ ଜଣଙ୍କ ମନର ମଣିଷ ହେଉଛନ୍ତି ପଡୋଶୀ ଅତୁଲ ।

ତା ପରେ ଦୁଇ ଭଉଣୀ ମିଶି ନିସ୍ପତି ନେଲେ ଭଉଣୀ ହୋଇ ରହିଥିଲେ ବାହା ହୋଇ ସବୁ ଦିନ ପାଇଁ ଭଉଣୀ ହୋଇ ରହିବା । ଅତୁଲ ଙ୍କୁ ଆମେ ଦୁଇ ଭଉଣୀ ହିଁ ବିବାହ କରିବୁ । ଆଉ ତା ପରେ କଥା ଉଠିଲା ବାହାଘର ର । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ରେ । ମୁମ୍ବାଇ ର ଆଇଟି ଇଞ୍ଜିନିୟର ଥିବା ଯାଆଁଳା ଭଉଣୀ ଗତ ଶୁକ୍ରବାର ଦିନ ମହାରାଷ୍ଟ୍ର ର ସାଲେପୁର ଜିଲ୍ଲାର ଜଣେ ଯୁବକ ଙ୍କୁ ବିବାହ କରିଛନ୍ତି ।

ଆଉ ଯେଉଁ ବିବାହ ଉଶ୍ଚବ ର ଫୋଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଟେ ମୋବାଇଲ ରୁ ଆଉ ଏକ ମୋବାଇଲ କୁ ଘୁରି ବୁଲିଛି ଏହି ଭିଡିଓ । ଆଉ ନିଆରା ବିବାହକୁ ଦେଖି ସାରିବା ପରେ କେହି କେହି ଏହା କଣ ଆଇନସମତ ବୋଲି ପ୍ରଶ୍ନ କରୁଛନ୍ତି । ଆଉ କେତେକ ଥଟ୍ଟା ପରିହାସ କରୁଛନ୍ତି ଅତୁଲ ଓ ଦୁଇ ଭଉଣୀ ଙ୍କ ବାହାଘର କୁ ନେଇ ।

ଏଠାରେ କହି ରଖୁଛୁ ଯାଆଁଳା ଭଉଣୀ ଋଙ୍କି ଓ ପିଙ୍କି ହେଉଛନ୍ତି ଆଇଟି ଇଞ୍ଜିନିୟର । ସେମାନେ ଦୁହେଁ ମୁମ୍ବାଇ ରେ ରହି କାମ କରୁଛନ୍ତି । ଆଉ ଦୁଇ ଭଉଣୀ ଋଙ୍କି ଓ ପିଙ୍କି ଆଜି ଅତୁଲ ନାମକ ଯୁବକ ଙ୍କୁ ବିବାହ କରିଛନ୍ତି ଆଉ ବେସ ଖୁସି ମଧ୍ୟ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାଙ୍କର ଏହି ନିଆରା ବିବାହକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *