ଅଧିକ ଜୋରରେ ଦାନ୍ତ ଘସିଲେ ଦାନ୍ତ ଅଧିକ ସଫା ଦେଖାଯିବଏହା ବହୁତ ବଡ ଭୁଲ ଧାରଣା ହୋଇଥାଏ । ଅଧିକ ପ୍ରେସ କରି ଦାନ୍ତ ଘାସିଲେ ଦାନ୍ତ ଅଧିକ ସଫା ହେବନିକିନ୍ତୁ ଦାନ୍ତ ଘୋରି ହୋଇଯିବ । ଯାହାକୁ ଆମେ ଅପେରସନ କହୁ । ଏହା ମାନେ ଦାନ୍ତର ପାର୍ଟ ଯେଉଁ ମାଢି ପାଖରେ ଥାଏ ମାନେ ନେକ ଅଫ ଟୁଥ ।
ଏହା ସରି ସରି ଜୀବ ଔ ବହୁତ କମ ସମୟ ଭିତରେ ଦାନ୍ତ ସେନ୍ସିଟିଭ ହୋଇଯିବ । ଶେଥି ପାଇଁ ଦାନ୍ତକୁ ବେସୀ ହାର୍ଡ ପ୍ରେସ କରନ୍ତୁ ନହିଁ । ଏହା ପରିବର୍ତେ ଦାନ୍ତ ସଫା କରିବାର ଶୈଳୀ ହେଉଛି ଗୁରୁତ୍ଵ ପୂର୍ଣ । ଦାନ୍ତ ସଫା କରିବାର ଶୈଳୀ ହେଉଛି ଦାନ୍ତକୁ ୪୫ ଡିଗ୍ରୀ ଏଙ୍ଗେଲରେ ଧରିବା । ଉପରୁ ତଳୁ ଓ ତଳୁ ଉପରୁ ଧରି ବ୍ରସ୍ସ କରିବା ଉଚିତ ।
ସବୁବେଳେ ଭର୍ଟିକଲ ପ୍ରେସର କରିବା ଉଚିତ ହରାଇଜୋଣ୍ଟାଲ ଭାବେ ବ୍ରସ କରିବା ଉଚିତ ନୁହେଁ । ପ୍ରାୟ ଲୋକ ମାନଙ୍କର କମ୍ପପ୍ଲେନ ଥାଏ ବ୍ରସ କରିବା ସମୟରେ ଗମ ବ୍ଲୀଡିଙ୍ଗ ନର୍ମାଲ କି ନୁହେଁ । ଏହା ନର୍ମଲ ଜିନିଷ ନୁହେଁ । ବ୍ରସ କିମ୍ବା ମାଢି ବ୍ରସ କରିବା ବେଳେ ବ୍ଲୀଡିଙ୍ଗ କରିବା କଥା ନୁହେଁ । ଯଦି ହାଉଛି ଏହା ହେଉଛି ଝିଞ୍ଝି ଭାଇଟିସର କଣ୍ଡିସନ ମାଢିରେ ଇନଫେକସନ ହୋଇଛି ଜଡି କୌଣସି ଷ୍ଟିମୁଲେସନ ହୋଇଥାଏ ମାଢିକୁ ଯେମିତି ବ୍ରସିଙ୍ଗ ହେଉ କି କୌଣସି ହାର୍ଡ ଅବଜେକ୍ଟ ହେଉ ଖାଇଲା ବେଳେ ମାଢିରେ ବ୍ଲୀଡିଙ୍ଗ ହୋଇଥାଏ । ଏହାର ଚିକିତ୍ସା ହେଉଛି ଡାକ୍ତର ପାଖକୁ ଯାଇ ଦାନ୍ତ ସଫା କରିବେ ।
ଏଇଟା ଗୋଟିଏ ଭୁଲ ଧାରଣ ସଫା ଦାନ୍ତ କି ଧଳା ଦାନ୍ତ ରହିଲେ ସୁନ୍ଦର ଲାଗେ । ଦାନ୍ତର ପ୍ରକୃତ କଲର ନିର୍ଭର କରେ ଏନାମେଲ ଉପରେ ମାନେ ଦାନ୍ତର ପ୍ରଥମ ଲେୟାର । ଏନାମେଲ ଯଦି ବେସୀ ଲୁସେଣ୍ଟ ଥିବ ଭିତର କଲର ମାନେ ୟେଲୋ କଲର ସେଇଟା ଦେଖାଯିବ ।
ପ୍ରାୟ ଏନାମେଲ ଗୋଟିଏ ଟ୍ରାନ୍ସ ମିସନ ଥାଏ ସଫା ଲୋକଙ୍କର ଏନାମେଲ ଟ୍ରାନ୍ସଲୁସେନ ଥାଏ । ଶେଠୀ ପାଇଁ ଅଣ୍ଡର ଲାଇନ ଡେଣ୍ଟିଲ ଦେଖାଯାଏ । ଆଉ ଦାନ୍ତ ଗୁଡିକ ହଳଦିଆ ଦେଖାଯାଏ । ଆଉ ଯେଉଁ ମାନଙ୍କର ସ୍କିନ କଲର ଡାର୍କ ଥାଏ ସେମାନକର ଏନାମେଲ ବେସୀ ଓପେକ ଥାଏ ଶେଥି ପାଇଁ ତାଙ୍କର ଦାନ୍ତ ବହୁତ ଧଳା ଦେଖାଯାଇଥାଏ ।
ଦାନ୍ତ ସ୍କେଲିଙ୍ଗ କରିବା କେତେ ସୁରକ୍ଷିତ :- ପ୍ରାୟ ଲୋକ କୁହନ୍ତି ସ୍କେଲିଙ୍ଗ କଲେ ଦାନ୍ତ ଗୁଡିକ ହଲି ଯିବକି । ସ୍କେଲିଙ୍ଗ ସେତେବେଳେ କରାଯାଏ ଯେତେବେଳେ ଦାନ୍ତରେ ଝନ ଝନ ବା ପାଇରିଆ ହୋଇଥାଏ । ଏହା ହେଉଛି ଯାହା ମାଡି ଓ ବୋନକୁ ଧରିକି ରଖୁଛି । ଆଉ ସ୍କେଲିଙ୍ଗ କଳଲା ପରେ ଦାନ୍ତ ହଲିଲା ବୋଲି ଭାବନ୍ତି କିନ୍ତୁ ସେମିତି କିଛି ହୋଇନଥାଏ । ସ୍କେଲିଙ୍ଗ କଲା ପରେ ମାଢିତା ନୂଆ ଆଟଚ ମେଣ୍ଟ କରିବ ଆଉ ଧୀରେ ଧୀରେ ଦାନ୍ତ ଶକ୍ତ ହେବ ।