ମାଂସ ଠାରୁ ବି 10 ଗୁଣା ଅଧିକ ଶକ୍ତିଶାଳି ଅଟେ ଭିଜା ହୋଇଥିବା କଳାଚଣା, ବାସ ଖାଇବାର ଏହି ତରିକା ଜାଣି ନିଅନ୍ତୁ- Health Tips

ଆଜିକାଲି ସମସ୍ତଙ୍କ ଘରେ କିଛି ଥାଉ ନା କି ଥାଉ ଔଷଧ ନିଶ୍ଚିତ ରୂପରେ ଥିବ । କେତେକ ଲୋକମାନେ ତ ନିଜର ଦିନର ଆରମ୍ଭ ଔଷଧ ସହ ଆରମ୍ଭ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ତିନି ମାସ ଭିତରେ ଆପଣଙ୍କୁ କୌଣସି ବି ପ୍ରକାରର ଔଷଧ ସେବନ କରିବାକୁ ପଡିବ ନାହିଁ । କାରଣ ପ୍ରାୟତଃ ରୋଗ ଆମର ଛୋଟ ଛୋଟ ଭୁଲ କାରଣରୁ ହୋଇଥାଏ । ଯଦି ଆପଣ ଏହି ଛୋଟ ଛୋଟ ଭୁଲକୁ ଠିକ କରି ଦେବେ ତେବେ ଆପଣଙ୍କ ଶରୀରରେ କୌଣସି ବି ପ୍ରକାରର ରୋଗ ହେବ ନାହିଁ ।

ଯଦି ଆପାଣଙ୍କୁ ଡାଏବେଟିସ କିମ୍ବା ଥାଇରଡ ଅଛି ଓ ଆପଣ ଏହାକୁ ମୂଳରୁ ଶେଷ କରିବାକୁ ଚାହୁଁଛନ୍ତି ତାହା ବି ପୁଣି କେବଳ ୩ ମାସ ମଧ୍ୟରେ ତେବେ ଆପଣ ସବୁଦିନ ୩୦ ମିନିଟ ସୂର୍ଯ୍ୟ କିରଣରେ ବୁଲିବାକୁ ବାହାରି ଯାଆନ୍ତୁ ।

କିନ୍ତୁ ଏହାର ସଠିକ ସମୟ ଅଛି ଅର୍ଥାତ ସୂର୍ଯ୍ୟ ଉଦୟ ହେବାର ୧ ଘଣ୍ଟା ଭିତରେ କିମ୍ବା ସୂର୍ଯ୍ୟ ଅସ୍ତ ହେବାର ୧ ଘଣ୍ଟା ଭିତରେ ଆପଣ ସୂର୍ଯ୍ୟ କିରଣରେ ୩୦ ମିନିଟ ବାହାରକୁ ବୁଲି ଯାଆନ୍ତୁ । ଏହା ସହିତ ଯେତେ କମ କପଡା ପିନ୍ଧି ଥିବେ ତାହା ବହୁତ ଭଲ ।

କାରଣ ସୂର୍ଯ୍ୟଙ୍କ କିରଣ ଆପଣଙ୍କ ଶରୀର ସହ ସିଧାସଳଖ ପଡିବା ଦରକାର । ଯେତେବେଳ ସୂର୍ଯ୍ୟ କିରଣ ଆପଣଙ୍କ ସ୍କିନକୁ ଛୁଇଁବ ତେବେ ଆପଣଙ୍କ ଶରୀରରେ ଭିଟାମିନ D ହେବ । ହର୍ମୋନାଲ ଇନବାଲାନ୍ସ ଶେଷ ହୋଇଯିବ ।

ଡାଏବେଟିସ, ଥାଇରଡ ଆପଣଙ୍କ ଶରୀରରୁ ତିନି ମାସରେ ଶେଷ ହୋଇଯିବ । ଏହା ସହିତ ନିଜର ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରନ୍ତୁ । ପ୍ୟାକେଟ ବନ୍ଦ ଖାଦ୍ୟକୁ ବର୍ଜନ କରନ୍ତୁ । ଯଦି ବୁଟକୁ ପାଣିରେ ବତୁରାଇ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଥିବା ପ୍ରାୟତଃ ରୋଗ କିଛି ମାସ ମଧ୍ୟରେ ଶେଷ ହୋଇଯିବ ।

ଏଥିପାଇଁ ପ୍ରଥମେ ରାତିରେ ଆପଣ ଗୋଟିଏ ଗ୍ଳାସ ପାଣିରେ ଅଳ୍ପ ଚଣା ଦେଇ ରଖି ଦିଅନ୍ତୁ । ସକାଳେ ଖାଲି ପେଟରେ ସେହି ପାଣିକୁ ପିଇ ଦିଅନ୍ତୁ ଓ ଚଣାକୁ ଚୋବାଇ ଖାଇ ଦିଅନ୍ତୁ । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଆପଣଙ୍କ ଶରୀରକୁ ପ୍ରୋଟିନ, ଫାଇବାର, କ୍ୟାଲସିୟମ, ଆଇରନ ଓ ଭିଟାମିନ ଓ ମିନରଲ୍ସ ବି ମିଳିବ ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ଏହାର ସେବନ ଦ୍ଵାରା କେଉଁ କେଉଁ ସବୁ ଭଲ ହୋଇଥାଏ । ଡାଏବେଟିସ ମୂଳରୁ ସମାପ୍ତ ହୋଇଯିବ, କେସ ଝଡିବା ବନ୍ଦ ହୋଇଯିବ, ରୋଗ ପ୍ରତିରୋଧକ ଶକ୍ତି ବଢିବା, ସ୍ମରଣ ଶକ୍ତି ବଢିଥାଏ, ରକ୍ତ ହୀନତା ଦୂର ହେବ, ବ୍ଲଡ ପ୍ରେସର ଦୂର ହୋଇଯିବ, ମୁଣ୍ଡ ବ୍ୟଥା ଦୂର ହେବ ।

Leave a Reply

Your email address will not be published. Required fields are marked *