ଦୌଡୁ ଥିବା ଘୋଡାର Photo ଲଗାନ୍ତୁ ଓ ତା ପରେ ଦେଖନ୍ତୁ ଚମତ୍କାର- Vastu Tips

ମନୀଷ ଜୀବନରେ ଜ୍ଯୋତିଷ ଶାସ୍ତ୍ର ବହୁତ ବଡ ହାତ ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ ମଣିଷ ନିଜ ଖରାପ ଜୀବନକୁ ମଧ୍ୟ ସମ୍ଭାଳି ପାରିଥାଏ । ତେବେ ବ୍ୟକ୍ତିଙ୍କ ଦ୍ଵାରା ଅଜାଣତରେ ଏମିତି କିଛି ଭୁଲ ହେଇ ଯାଇଥାଏ ଯାହା ଦୁଷ୍ପ୍ରଭାବ ତାକୁ ସହିବାକୁ ପଡିଥାଏ କିନ୍ତୁ ବ୍ୟକ୍ତି କେବେ ହେଲେ ଜାଣି ପାରେ ନାହିଁ ଯେ କେଉଁ ଭୁଲ ପାଇଁ ତାକୁ ଏହି ଦଣ୍ଡ ମିଳିଛି ।

କଣ ଆପଣ ଜାଣିଛନ୍ତି ଦଉଡୁଥିବା ଘୋଡା ଫଟୋ ଘରେ ବା କାର୍ଯ୍ୟସ୍ଥଳ ବା ଅନ୍ୟ ଜାଗାରେ ଲଗାଇଲେ କଣ ହୋଇଥାଏ ଓ ଏହାକୁ କେବେ କେମିତି ଲଗାଇବା ଉଚିତ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଏମିତି ବହୁତ ଉପାୟ କୁହା ଯାଇଛି ଯାହା ମାନବ କଲ୍ୟାଣକାରୀ ଅଟନ୍ତି ।

Image Courtesy: Google

ତେବେ ଏହି ଫଟୋ ଲଗାଇବା ଦ୍ଵାରା ବ୍ୟକ୍ତିଙ୍କ ଘରେ ଉନ୍ନତି ଓ ସମୃଦ୍ଧି ଆସିଥାଏ ଯଦି ଆପଣ ମଧ୍ୟ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତି କରି ପାରୁ ନାହାନ୍ତି ତେବେ ଆପଣ ନିଜ ଘରେ ଦଉଡୁଥିବା ଘୋଡା ଚିତ୍ର ଲଗାନ୍ତୁ ଦେଖିବେ ଆପଣଙ୍କ ସବୁ ନକାରାତ୍ମକ ଊର୍ଜା ସମାପ୍ତ ହବ ଓ ଆପଣଙ୍କୁ ସୁଖ ପ୍ରାପ୍ତି ହବ । ତେବେ ବହୁତ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଘୋଡା ଉତେଜନା ଓ ମଜବୁତ ସନ୍ଦେଶ ଦେଇଥାନ୍ତି ଯାହା ଦ୍ଵାରା ବ୍ୟକ୍ତି ମନରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ ।

Image Courtesy: Google

ଜୀବନରେ କୌଣସି ଅସୁବିଧା ହେଲେ ମଧ୍ୟ ଆପଣଙ୍କୁ ସେହି ସମସ୍ଯାରୁ ଲଢିବା ପାଇଁ ଶକ୍ତି ମିଳିଥାଏ । ତେବେ ଶାସ୍ତ୍ରରେ ଘୋଡା ପାଇଁ ବହୁତ କିଛି ଭଲ କୁହା ଯାଇଛି ଯେମିତିକି ସୂର୍ଯ୍ୟ ଦେବଙ୍କ ବାହନ ଅଟନ୍ତି ଘୋଡା ତେବେ ଦଉଡୁଥିବା ଘୋଡା ଚିତ୍ର ଘରେ ଲଗାଇଲେ ଆପଣଙ୍କ ଘରେ ହେଉଥିବା ନକାରାତ୍ମକ ହାନି ବନ୍ଦ ହୋଇଥାଏ ଓ ଆପଣଙ୍କ ଘରେ ସବୁ କିଛି ଭଲ ହୋଇଥାଏ । ତେବେ ଏହାକୁ ରବିବାର ଦିନ ନିଜ କାର୍ଯ୍ୟସ୍ଥଳ ବା ଘରେ ଲଗାନ୍ତୁ ଦେଖିବେ ଏହାର ଚମତ୍କାରୀ ପ୍ରଭାବ ଆପଣଙ୍କୁ ଦେଖିବାକୁ ମିଳିଥାଏ ।

Image Courtesy: Google

ଯଦି ଆପଣ ରୁଣ ନେଇଛନ୍ତି ଓ ଆପଣଙ୍କୁ ତାହା ଶୁଜିବା ପାଇଁ ବହୁତ ପ୍ରକାର ସମସ୍ଯା ସାମ୍ନା କରିବାକୁ ପଡୁଅଛି ତେବେ ଆପଣଙ୍କୁ ନିଜ କାର୍ଯ୍ୟସ୍ଥଳରେ ଉତ୍ତର ପଶ୍ଚିମ ଦିଶାରେ ଧଳା ଘୋଡା ଯୋଡାର ଚିତ୍ର ଲଗାଇବା ଉଚିତ ଅଟେ । ଏହା ଦ୍ଵାରା ଆପଣଙ୍କ କାର୍ଯ୍ୟରେ ଉନ୍ନତି ହବ ଓ ଆପଣଙ୍କ ରୁଣ ଶୀଘ୍ର ସୁଜିହୋଇଯିବ । ଫଟୋ ଏମିତି ଲଗାନ୍ତୁ ଯେମିତି ଘୋଡାର ମୁଖ ଦକ୍ଷିଣ ପୂର୍ବ ଦିଶାରେ ରହିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *