ଏହି ଉପାୟ ଦ୍ଵାରା ମିଳିଥାଏ ଦେବୀ ମା’ଙ୍କ କୃପା- ପୂର୍ଣ୍ଣ ହୋଇଥାଏ ସବୁ ଇଛା

ଆଜିକା ସମୟରେ ସମସ୍ତଙ୍କୁ ଟଙ୍କା ଦରକାର ଅଟେ ଦିନ ରାତି ମଣିଷ ଭଲ ସୁଖ ସୁବିଧା ପ୍ରାପ୍ତ କରିବା ପାଇଁ କଷ୍ଟ ପରିଶ୍ରମ କରିଥାଏ କିନ୍ତୁ ସବୁ ଲୋକଙ୍କ ଭାଗ୍ୟ ଗୋଟେ ପରି ହୋଇ ନଥାଏ । ସବୁ ମଣିଷ ଶ୍ରଦ୍ଧା ଭଗବାନଙ୍କ ଉପରେ ହୋଇଥାଏ ଏବଂ ଏହି ବିଶ୍ଵାସ ଏବଂ ଶ୍ରଦ୍ଧା ପାଇଁ ସେ ଭଗବାନଙ୍କୁ ମନ ଧ୍ୟାନ ଦେଇ ଆରାଧନା କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ମଧ୍ୟ ବହୁତ ମାଲାମାଲ ହୋଇଯିବେ ।

ତେବେ ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

ବର୍ତମାନ ସମୟରେ ସମସ୍ତଙ୍କୁ ଅଧିକ ଧନ ଇଛା ହୋଇଥାଏ, ପ୍ରତେକ ଲୋକ ଏହା ଚାହାନ୍ତି ଯେ ତାଙ୍କ ଘର ପରିବାରରେ କେବେ କୌଣସି ପ୍ରକାର ଅସୁବିଧା ନହେଉ । ଯଦି ଆପଣ ମଧ୍ୟ ଧନ ପାଇବା ପାଇଁ ଇଛା କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ଆବଶ୍ୟକ ଅଟେ ।

ତେବେ ଆସନ୍ତୁ ଜାଣିବା ଏହି ସହଜ ଉପାୟ ବିଷୟରେ ଯାହା ଦ୍ଵାରା ଆପଣ ମଧ୍ୟ ଧନୀ ହୋଇ ପାରିବେ :

ମାନ୍ୟତା ଅନୁଯାଇ ଚାଉଳ ଶୁକ୍ର ଗ୍ରହ ସହ ସମ୍ବନ୍ଧିତ ହୋଇଥାଏ, ଏହି କାରଣ ପାଇଁ କୌଣସି ପୂଜା କର୍ମ ରେ ଠାକୁରଙ୍କୁ ଚାଉଳ ତିଲକ ଅର୍ପିତ କରା ଯାଇଥାଏ, ଆପଣ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରା ଯାଇଥିବା ୨୧ଟି ଚାଉଳ ଗୋଟେ କାଗଜ ରେ ଘୋଡେଇ ପର୍ସରେ ରଖି ଦିଅନ୍ତୁ, ଯଦି ଆପଣ ଏହି ଉପାୟ କରନ୍ତି ତେବେ ଶୁକ୍ର ଗ୍ରହ ସହ ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ଏହା ଦ୍ଵାରା ଘରକୁ ସକାରାତ୍ମକ ଫଳ ମଧ୍ୟ ଆସିଥାଏ ।

ଓସ୍ତ ପତ୍ର ରେ ଭଗବାନ ବିଷ୍ଣୁଙ୍କ ବାସ ଥାଏ ବୋଲି କୁହା ଯାଏ, ଆପଣ ଓସ୍ତ ପତ୍ର ଗଙ୍ଗାଜଳ ରେ ଧୋଇ ପବିତ୍ର କରି ନିଅନ୍ତୁ, ଏଥର ଓସ୍ତ ପତ୍ର ଉପରେ କେସର ଦ୍ଵାରା ଶ୍ରୀ ଲେଖି ଦିଅନ୍ତୁ ଏହା ପରେ ଏହାକୁ ଚୁପ ଚାପ ନିଜ ପର୍ସ ରେ ରଖି ନିଅନ୍ତୁ ଯେମିତିକି କାହା ନଜର ଏହା ଉପରେ ନ ପଡୁ, ନିୟମିତ ରୂପରେ ଏହାର ପତ୍ର ବଦଳୁଥିବେ, ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କ ଘର ପରିବାର ଏବଂ ଆପଣଙ୍କ ଜୀବନରୁ ସବୁ ପ୍ରକାର ଦୁଃଖ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *