ଦେହ ବେପାର ର ଦଲଦଲରେ ଫସି ଯାଇଛନ୍ତି ବଲିଉଡର ଏହି ନାମିଦାମୀ ଅଭିନେତ୍ରୀମାନେ- ନାମ ଜାଣିଲେ ଚକିତ ହୋଇ ରହିଯିବେ ଆପଣ

ଯେଉଁଠାରେ ସବୁ ଜିନିଷ ଆଧୁନିକ ହେଉଛି । ସବୁ ବ୍ୟବସାୟୀ ନିଜ ବ୍ୟବସାୟକୁ ଅତ୍ୟାଧୁନିକ କରୁଛନ୍ତି । ସେଠାରେ ଏକ ଧନ୍ଦା ଏମିତି ବି ଅଛି ଯାହା ସବୁଠାରୁ ଖରାପ ଅଟେ । କିନ୍ତୁ ଏହା ବି ଅତ୍ୟାଧୁନିକ ହେଉଛି । ଏବେ ଏଠାରେ ବି ଇଣ୍ଟରନେଟ ର ବ୍ୟବହାର କାରାଗଲାଣି । ଆପଣ ବୁଝିପାରୁଥିବେ କି ଆମେ କଥାହେଉଛେ ଦେହ ବେପାର ବିଷୟରେ । ଏହି ବେପାରରୁ ଫିଲ୍ମ ଜଗତ ଅପ୍ରଭାବିତ ନୁହେଁ । ସବୁ ଅଭିନେତ୍ରୀମାନେ ଏହି ଦେହ ବେପାର ସଙ୍କଟରେ ଫସି ସାରିଛନ୍ତି । ଆସନ୍ତୁ ଜାଣିବା ସେମାନେ କେଉଁ ଅଭିନେତ୍ରୀ ଅଟନ୍ତି ଯିଏ ସେକ୍କ୍ଷ ରାକେଟ ରେ ଥିବାର ଖବର ସାମନାକୁ ଆସିଛି ।

Image Courtesy: Google

ସାର୍ଲିନ ଚୋପଡା

ସାର୍ଲିନ ଚୋପଡା ଅଳ୍ପ ଫିଲ୍ମରେ କାମ କରିଥିଲେ ମଧ୍ୟ ସେ କୌଣସି ପରିଚୟର ମହୋତାଜ ନୁହଁନ୍ତି । ସେ ପ୍ଲେ ବୟେ ମାଗାଜିନ ପାଇଁ ଫଟୋ ସୁଟ ବି କରିସାରିଛନ୍ତି । ସେ ଏହାକୁ ଶେୟାର କରିବା ସମୟରେ ଲେଖିଥିଲେ କି ସେ ପଇସା ପାଇଁ ସେକ୍କ୍ଷ କରିଥାନ୍ତି । ସେ ଏବେ ଏହିସବୁ କୁ ଛାଡି ଦେଇଛନ୍ତି ।

ଶ୍ଵେତା ବସୁ ପ୍ରସାଦ

ଶ୍ଵେତା ୨୦୦୨ ରେ ଆସିଥିବା ଫିଲ୍ମ ମକଡିରେ ଭଲ ଅଭିନୟ କରିଥିବାରୁ ତାଙ୍କୁ ନେସନାଲ ଆୱାଡ ମିଳିଥିଲା । ୨୦୧୩ରେ ଶ୍ଵେତାଙ୍କ ନାମ ଟିବି ଷ୍ଟିଙ୍ଗ ଅପରେସନ ମାଧ୍ୟମରେ ସେକ୍ସ ରେକେଟ ଚଳାଇବା ପାଇଁ ସାମନାକୁ ଆସିଥିଲେ । କୁହାଯାଇଛି କି ଆର୍ଥିକ କାରଣ ପାଇଁ ସେ ଏହିପରି କଦମ ଉଠାଇଥିଲେ ।

ମିଷ୍ଠି ମୁଖାର୍ଜୀ

ବଙ୍ଗଳା ଫିଲ୍ମରେ ନିଜର ଜଲବା ଦେଖାଉଥିବା ମିଷ୍ଠିଙ୍କୁ ମୁମ୍ବାଇ ପୋଲିସ ଦେହ ଧନ୍ଦା ମାମଲାରେ ଗିରଫ କରିଥିଲେ । ଯେତବେଳେ ପୋଲିସ ତାଙ୍କୁ ଗିରଫ କଲେ ସେତବେଳେ ସେ ଦିଲ୍ଲୀର ଜଣେ ଫେସନ ଡିଜାଇନର ରାକେଶ କଟୋରିୟାଙ୍କ ସହିତ ଅଶ୍ଳିଷ ଅବସ୍ଥାରେ ଥିଲେ ।

ଶ୍ରାବଣୀ

Image Courtesy: Google

ଶ୍ରାବଣୀ ଅକ୍ଟୋବର ୨୦୧୩ରେ ଏକ ହାଇପ୍ରୋଫାଇଲ ସେକ୍ସ ରେକେଟରେ ମଧାପୁରରେ ଧାରା ପଡିଥିଲେ ।

ନିହାରିକା

ନିହାରିକା କିଛି ଫିଲ୍ମରେ ଛୋଟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ସେ ଜଣେ ଜୁଏଲରଙ୍କ ସହିତ ଧରା ପଡିଥିଲେ । ସେ କହିଛନ୍ତି କି ସେ ସେକ୍ସ ରେକେଟରେ ଏଥିପାଇଁ ମିସିଛନ୍ତି କି ତାଙ୍କୁ ଫିଲ୍ମ ଅଫର ମିଳିବ ।

ଯମୁନା

ଯମୁନାଙ୍କୁ ୨୦୧୧ରେ ବ୍ୟାଙ୍ଗଲୋରରେ ସେକ୍ସ ରେକେଟ ଚଲାଇବା ପାଇଁ ଗିରଫ କରାଯାଇଛି ।

ସନୀ ଲିୟୋନ

Image Courtesy: Google

ବଲିଉଡକୁ ଆସିବା ପୂର୍ବରୁ ସନୀ ଦେହ ବେପାର କାରବାରରେ ସାମିଲ ଥିଲେ ।

କିନ୍ନରା

ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ କିନ୍ନରା ସେକ୍ସ ରେକେଟ କାରବାରରେ ସାମିଲ ଅଛନ୍ତି ବୋଲି ଜାଣିବାକୁ ମିଳିଥିଲା ।

ଐଶ ଅଂସାରୀ

ଐଶ ଅଂସାରୀଙ୍କୁ ଜୋଧପୁର ପୋଲିସ ନଭେମ୍ବର୨୦୧୩ରେ ତାଙ୍କର ତିନି ଜଣ ପୁରୁଷ ସାଥିଙ୍କ ସହିତ ଗିଫର କରାଯାଇଛି ।

ଭୁବନେଶ୍ଵରୀ

ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଭୁବନେଶ୍ଵରୀଙ୍କୁ ବେଶ୍ୟା ବୃତି ଅପରାଧରେ ଚେନ୍ନାଇ ପୋଲିସ ଗିରଫ କରିଥିଲେ ।

ସାୟରା ବାନୋ

Image Courtesy: Google

ତେଲଗୁ ଫିଲ୍ମ ଅଭିନେତ୍ରୀ ସାୟାରା ବାନୋଙ୍କୁ ଏକ ସେଅକ୍ଷ ରେକେଟ ଅପରାଧରେ ପୋଲିସ ଗିରଫ କରିଥିଲେ । ଆଗକୁ ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *