ଭାରତରୁ ଉଠାଇବୁ ବିଶ୍ଵକପ, ଦେଖନ୍ତୁ କାହିଁକି ଏମିତି କହିଲେ ପୂର୍ବତ୍ତନ ପାକିସ୍ତାନୀ ଖେଳାଳି Shoaib Akhtar

ବନ୍ଧୁଗଣ ଅଷ୍ଟ୍ରେଲିୟା ରେ ହେଉଥିବା ଟି-୨୦ ବିଶ୍ଵକପ ଶେଷ ହୋଇଯାଇଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ଵ ଚାମ୍ପିୟାନ ହୋଇଛି । ପାକିସ୍ତାନ ପରାଜିତ ଏବା ପରେ ବିଚଳିତ ହେଉଛନ୍ତି ପୂର୍ବ ପାକିସ୍ତାନୀ କ୍ରିକେଟର । ଆଉ ପରାଜୟ ପରେ ବି ମୁହଁ ଟାଣ କରି ପ୍ରତିକ୍ରିୟା ରଖିଛନ୍ତି ଶୋଏବ ଅଖତର । ସେ କହିଛନ୍ତି ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ଵକପ ମ୍ଯାଚ ଆୟୋଜିତ ହେବ । ଆଉ ଭାରତରେ ହିଁ ଆମେ ବିଶ୍ଵକପ ଉଠାଇବୁ ।

ଏଥିରୁ କିଛି ମାତ୍ରାରେ ସ୍ପଷ୍ଟ ହେଉଛି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ଵକପରେ ପାକିସ୍ତାନ ହେଳୁ ବୋଲି ଆଶାବାଦୀ ଅଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ଶୋଏବ ଟ୍ଵିଟର ରେ ଏକ ଭିଡିଓ ସେୟାର କରିଛନ୍ତି ଆଉ ସେଥିରେ ସେ କହିଛନ୍ତି କି ପାକିସ୍ତାନ ଫାଇନାଲ ରେ ହାରିଛି ଏଥିରେ ମୁଁ ନିରାଶ ଅଛି ସାଇନ ଆଫ୍ରିତି ଆହତ ହେବା ଆମ ପାଇଁ ଟର୍ଣ୍ଣୀଙ୍ଗ ପଏଣ୍ଟ ଥିଲା । ହେଲେ କିଛି ନାହି ଏହି ଠାରୁ ହିଁ ମୁଣ୍ଡ ତଳକୁ କରିବାର ନାହି । ୨୦୧୬ରେ ୫ ଛକା ଖେଳି ବେଣ୍ଟ ସ୍ତୋକ ବିଶ୍ଵକପ ହରାଇଥିଲେ ।

ଏବେ କିନ୍ତୁ ୨୦୨୨ରେ ସେ ବିଶ୍ଵକପ ଜିତାଇଛନ୍ତି । ପାକିସ୍ତାନ ହାରିଛି ବୋଲି କଷ୍ଟ ହେଉଛି ହେଲେ କିଛି କଥା ନାହି ଭାରତରେ କିନ୍ତୁ ଆମେ ବିଶ୍ଵକପ ଉଠାଇବୁ । ଏ ଆହୁରି କହିଥିଲେ କି ପାକିସ୍ତାନ ବିଶ୍ଵକପ ହାରି ଯାଇଛି ହେଲେ ଏଥିରେ ଭଲ ପ୍ରଦର୍ଶନ ରିଛି । ପୁରା ବିଶ୍ଵକପରେ ଭଲ ବୋଲିଙ୍ଗ କରି ପାକିସ୍ତାନ ଫାଇନାଲରେ ହାଞ୍ଚି ଥିଲା ଲକ ବି ସାଥ ଦେଇଥିଲା । ଭଲ ଖେଳି ପାକିସ୍ତାନ ଫାଇନାଲରେ ଅହଞ୍ଚି ଥିଲା । ତେଣୁ ଦୁଖ କରିବାର କିଛି ନାହି ।

ଏମିତି କହି ପାକିସ୍ତାନ ଟିମର ମନ ବଳ ବଢାଇବା ସହ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ଶୋଏବ ଅଖତର । କଥା କିଛି ଏମିତି ଥିଲା ଆସନ୍ତା ବର୍ଷ ପାକିସ୍ତାନରେ ଏସିୟା କପ ଆୟୋଜିତ ହେବାର ଅଛି । ହେଲେ ଏହାକୁ ନେଇ ବିସିସିଆଇ ସଚିବ ଜୟ ସାହା କହିଥିଲେ କି ଭାରତୀୟ ଟିମ ପାକିସ୍ତାନ ଗସ୍ତ ରେ ଜୀବ ନାହି ଯାହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ରାଗି ଯାଇଥିଲା । ପାକିସ୍ତାନ ବି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ଵକପ ଖେଳିବାକୁ ଜୀବ ନାହି ।

ହେଲେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡିବ । ନହେଲେ ପାକିସ୍ତାନ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ନେଇପାରେ ICC । ୨୦୨୨ ଟି-୨୦ ବିଶ୍ଵକପ ପ୍ରଥମ ମ୍ଯାଚରେ ଭାରତ ପାକିସ୍ତାନ କୁ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଥିଲା । ପରେ ଗୋଟିଏ ପରେ ଗୋଟିଏ ମ୍ଯାଚ ବହୁତ ସାନାଦାର ପ୍ରଦର୍ଶନ କରି ପଏଣ୍ଟ ଟେବଲର ଶୀର୍ଷା ରେ ପ୍ରବେଶ କରିବା ସହ ସେମି ଫାଇନାଲ ରେ ପ୍ରବେଶ କରିଥିଲା ।

ସେପଟେ ପାକିସ୍ତାନ ନିଜ ଲକ ଯୋଗୁଁ ସେମି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ସେମି ଫାଇନାଲରେ ଭାରତ ନିରାଶ  କରିଥିଲା ଆଉ ଇଂଲଣ୍ଡ ହରୁଆ ପାରସ୍ତ ହୋଇ ବିଶ୍ଵକପ ଯାତ୍ରା ଶେଷ କରିଥିଲା ।  ବନ୍ଧୁଗଣ ଆପଣଙ୍କର ସୋଏନ ଅଖତର ଙ୍କ ବୟାନ କୁ ନେଇ ମତ ଆମକ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *