Jhilikଙ୍କ ଘରେ କନିଆ ଡାକରାରେ ଆସିଲେ Riya, ମସ୍ତି କରୁଥିବାର Video ହେଉଛି ଭାଇରାଲ

ବନ୍ଧୁଗଣ ଆଜିର ସମୟରେ ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିବା ପ୍ରତେକ ଟି କଳାକାର ନିଜ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚା ରେ ରହୁଛନ୍ତି । ଖାସ କରି ଯେଉଁ ଅଭିନେତ୍ରୀ ମାନେ ମ୍ୟାରେଜ କରିବାକୁ ଯାଉଛନ୍ତି ଆବ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ସେମାନେ ଖୁବ ଚର୍ଚ୍ଚା ରେ ରହୁଛନ୍ତି । ତେବେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ଚାଲିଛି ବିବାହର ସିଜିନ । ଆଉ ଜଣଙ୍କ ପରେ ଜଣେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ହିରୋଇନ ଙ୍କ କନିଆ ଡାକରା ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଲିଉଡ ରେ “ପ୍ରେମ ଅଢେଇ ଅକ୍ଷର” ଫିଲ୍ମ ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଆଉ ତ ପରେ ସେ ଓଲିଉଡ ଜଗତକୁ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଭେଟି ଦେଇଛନ୍ତି । ସେ ପ୍ରାୟତ ଅଭିନେତା ବାବୁସାନ ମହାନ୍ତି ଙ୍କ ସହ ଅନେକ ସାରା ଫିଲ୍ମ କରିଛନ୍ତି ଯାହା ହିଟ ମଧ୍ୟ ହୋଇଛି ।

ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ଖୁବ ସାରା ଭଲ ପାଇବା ମଧ୍ୟ ଡିଛନ୍ତି । ଏମିତିକି ରିୟା ଅନେକ ସାରା ରିୟାଲିଟି ସୋ ରେ ମଧ୍ୟ ନଜର ଆସିଛନ୍ତି ଜଜ ଭାବେ । ବର୍ତ୍ତମାନ ତାଙ୍କୁ ନେଇ ଆସିଛି ବଡ ଖୁସି ଖବର । ସେ ବହୁତ ଜଲ୍ଦି ବିବାହବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ତାଙ୍କର ନିର୍ବନ୍ଧ ମଧ୍ୟ ସେସ ହୋଇସାରିଛି । ଯାହାର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ରିୟା ପୋଷ୍ଟ କରିଥିଲେ । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ତାଙ୍କୁ ନେଇ ଆଉ ଏକ ନୂଆ ଭିଡିଓ ଭାଇରାଲ ହୋଇଛି । ଭାଇରାଲ ହୋଇଥିବା ଏହି ଭିଡିଓ ରେ ରିୟା ଅଭିନେତ୍ରୀ ଝିଲିକ ଙ୍କ ଘରକୁ କଣିଆ ଡାକରା ଖାଇବାକୁ ଯାଇଛନ୍ତି । ସେଠାରେ ଝିଲିକ କିଛି ସ୍ପେଶାଲ ଡିଶ ତିଆରି କରିଛନ୍ତି ରିୟା ଙ୍କ ପାଇଁ ଆଉ ନିଜ ହାତରେ ଖୁଆଇ ମଧ୍ୟ ଦେଉଛନ୍ତି । ଦୁହେଁ ପରପର ହକା କରିବା ସହ ଖୁଆଇ ଦେବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ଝିଲିକ ରିୟା ଙ୍କ ମ୍ୟାରେଜ ପାଇଁ ତାଙ୍କ ଘରକୁ ଡାକିଛନ୍ତି ଆଉ ବହୁତ ସାରା ଆଇଟମ ତିଆରି କରି ଖୁଆଉ ଛନ୍ତି ।

ଦୁହେଁ ପରସ୍ପର ସହ ଅନେକ ସାରା ଫୋଟୋ ମଧ୍ୟ ଉଠାଉଛନ୍ତି । ରିୟା ନିଜର ମ୍ୟାରେଜ କୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି ଆଉ ଦୁହେଁ ବହୁତ ଗପଶପ ମଧ୍ୟ ହେଉଛନ୍ତି ପରସ୍ପର ସହ ।  ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ରିୟା ଦେ କେମିତି ଲାଗନ୍ତି ଓ ତାଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *