ଦେଖନ୍ତୁ Tulasi ଓରଫ Swetalina ଙ୍କ ବାହାଘର ର Full Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଟେଲିଭିଜନ ଜଗତର କଳାକର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଖାସ କରି ଟେଲି ଅଭିନେତ୍ରୀ ମାନେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ, ଷ୍ଟାଇଲ, ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ ସୁନ୍ଦର । ଯାହାକୁ ନେଇ ସେମାନେ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ଯେଉଁ ହିରୋଇନ ମାନଙ୍କର ମ୍ୟାରେଜ ହେବାକୁ ଥାଏ ସେମାନେ ଗଣମାଧ୍ୟମରେ ନିଜର ଟିକିନିଖି ଖବର ଫ୍ୟାନ୍ସ ମାନଙ୍କୁ ଦେଇଥାନ୍ତି ।

ତେବେ ବର୍ତ୍ତମାନ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଏବେ ଏବେ ଓଲିଉଡ ହିରୋଇନ ରିୟା ଦେ  ଙ୍କ ବିବାହ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି । ବର୍ତ୍ତମାନ ଆଉ ଜେଣ ଟେଲି ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ଆଉ କେହି ନୁହନ୍ତି ସେ ଆପଣ ସମସ୍ତଙ୍କର ପ୍ରିୟା ତଥା ଜଣାଶୁଣା ହିରୋଇନ ଶ୍ଵେତଲୀନା ଓରଫ ତୁଳସୀ ।

ଏ ହେଉଛନ୍ତି ସେହି ତୁଳସୀ ଯିଏ ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ ତୁଳସୀ ରେ ଲିଡ ଚରିତ୍ର ରେ ଅଭିନୟ କରି ଲୋକଲୋଚନ କୁ ଆସିଥିଲେ । ତେବେ ତୁଳସୀ ଙ୍କ ବିବାହ ର ରସମ ଏବେ ଆରମ୍ଭ ହୋଇ ସାରିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ତୁଳସୀ ଙ୍କ ହଳଦୀ ରସମ ହେଉଛି ଯେଉଁଥି ରେ ସେ ଖୁବ ସାରା ମଜା ମସ୍ତି କରୁଛନ୍ତି ଆଉ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରୁଛନ୍ତି ।

ତାଙ୍କ ପରିବାର ସହ ସମ୍ପର୍କୀୟ ଓ ସାଙ୍ଗ ସାଥି ମାନେ ଏଥିରେ ଯୋଗ ଦେଇ ତାଙ୍କ ହଳଦୀ ରସମ କୁ ଚାର ଚାନ୍ଦ ଲଗାଇ ଦେଇଛନ୍ତି । ତେବେ ତୁଳସୀ ଙ୍କ ବାହାଘର ପ୍ରତେକ ଟି ବିଧି ମଧ୍ୟ ଆରମ୍ଭ ହେବାର ଏହି ଭିଡିଓ ରେ ନଜର ଆସୁଛି । ତୁଳସୀ ବେଦି ଉପରକୁ ଯାଇଛନ୍ତି ଆଉ ସେଠାରେ କିଛି କର୍ମ ହେବାର ମଧ୍ୟ ନଜର ଆସୁଛନ୍ତି । ବେଦି କୁ ଜୀବ ପୂର୍ବର ରୁ ହିରୋଇନ ତୁଳସୀ ନକହି ନାଚି ଯାଉଛନ୍ତି ପୁରା ବ୍ୟାଣ୍ଡ ବାଜା ସହ । ଯାହାର ଭିଡିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ତେବେ ତୁଳସୀ ଙ୍କ ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ଠିକ ସେତିକି ସୁନ୍ଦର । ତାଙ୍କର ଲାଇଫ ଷ୍ଟାଇଲ ମଧ୍ୟ ଖୁବ ନିଆରା । ଦର୍ଶକ ମାନେ ତାଙ୍କୁ ଅନେକ ସାର ଭଲ ପାଇବା ଦେବା ତାଙ୍କ ଅଭିନୟ କୁ ବେଶ ପସନ୍ଦ ମଧ୍ୟ କରିଥାନ୍ତି । ସେ ଅନେକ ସାରା ସିରିଏଲ ରେ ଅଭିନୟ କରି ବେ ଲୋକପ୍ରିୟତା ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ଶ୍ଵେତଲୀନା ଓରଫ ତୁଳସୀ ଙ୍କ ବିବାହ ର ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *